ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ପାଇଁ ଆଜିଠାରୁ ଅନ୍ ଲାଇନ୍ ଆବେଦନ
ଭୁବନେଶ୍ୱର, ମେ’୧୨
ମୋଅନୁଭବ.କମ୍
ରାଜ୍ୟର ବିଭିନ୍ନ ଘରୋଇ ଓ ସରକାରୀ ଇଂଜିନିୟରିଂ କଲେଜରେ ବି.ଟେକ୍ ଶ୍ରେଣୀରେ ଆଡମିଶନ୍ ପାଇଁ ସ୍ୱତନ୍ତ୍ର ଓଜେଇଇ ପ୍ରବେଶିକା ପରୀକ୍ଷାର ବିଜ୍ଞପ୍ତି ଆଜି ପ୍ରକାଶ ପାଇଛି । ଏହି ସ୍ୱତନ୍ତ୍ର ପ୍ରବେଶିକା ପରୀକ୍ଷା ପାଇଁ ଆଜିଠାରୁ ଅନ୍ ଲାଇନ୍ ରେ ଆବେଦନ ଆରମ୍ଭ ହୋଇଛି । ମେ’ ୩୧ ତାରିଖ ସୁଦ୍ଧା ଆବେଦନ କରି ହେବ । ଜୁନ ୫ ତାରିଖ ସୁଦ୍ଧା ଫି’ ଦାଖଲ କରିବାକୁ ପଡିବ । ଜୁନ୍ ୧୭ ପରେ ପରିସ୍ଥିତି ଦେଖି ଆଡମିଟ୍ କାର୍ଡ ମିଳିବ ଓ ପରୀକ୍ଷା ତାରିଖ ଧାର୍ଯ୍ୟ ହେବ ବୋଲି ରାଜ୍ୟ ସରକାର କହିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS