ରୋବୋର୍ଟ ପତ୍ରକାର ‘ଜିଓନାନ୍’
ଦିନକୁ ଦିନ ଦୁନିଆ ଟେକ୍ନୋଲଜି ସହିତ ଆଗେଇ ଚାଲିଛି । ସାମ୍ବାଦିକତା କ୍ଷେତ୍ର କାହିଁକି ପଛରେ ପଡ଼ିବ ! ଏବେ ଚୀନ୍ ପ୍ରସ୍ତୁତ କରିଛି ବିଶ୍ୱର ପ୍ରଥମ ପତ୍ରକାର ରୋବୋର୍ଟ । ଏହାର ନାମ ଦିଆ ଯାଇଛି ‘ଜିଓ ନାନ୍’ । ଜିଓ ନାନ୍ ମାତ୍ର ୧ ସେକେଣ୍ଡ୍ରେ ପ୍ରାୟ ୩୦୦ ଶବ୍ଦ ଏକାଥରେ ଲେଖି ଦେଇପାରେ । ଏହି ରୋବୋର୍ଟର ଲେଖା ଚୀନ ମିଡିଆ ‘ସଦର୍ନ ମେଟ୍ରୋପଲିସ୍ ଡେଲି’ରେ ପ୍ରକାଶିତ ହୋଇସାରିଛି । ଉକ୍ତ ଲେଖାଟି ବସନ୍ତ ପଂଚମୀ ଅବସରରେ ଜମା ହେଉଥିବା ଭିଡକୁ ନେଇ ଲେଖା ଯାଇଥିଲା । ଚୀନ ଦ୍ୱାରା ଏହାର ସମ୍ପୂର୍ଣ୍ଣ ପରୀକ୍ଷଣ କରାଯାଇ ସାରିଛି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS