ସେମିରେ ହାରିଲେ ଭାରତୀୟ ମହିଳା ହକି ଦଳ, ବ୍ରୋଂଜ୍ ପାଇଁ ବ୍ରିଟେନ ସହ ଖେଳିବେ
ନୂଆଦିଲ୍ଲୀ
ଅଗଷ୍ଟ ୦୪
ଟୋକିଓ ଅଲମ୍ପିକ୍ସର ମହିଳା ହକି ସେମି ଫାଇନାଲ ପ୍ରତିଯୋଗୀତାରେ ଆଜି ଭାରତୀୟ ମହିଳା ହକି ଦଳ ଆର୍ଜେଂଟିନା ନିକଟରୁ ୧-୨ ଗୋଲରେ ପରାଜିତ ହୋଇ ଫାଇନାଲକୁ ଯିବାରୁ ବଂଚିତ ହୋଇଛନ୍ତି । ବ୍ରୋଂଜ୍ ମେଡାଲ ପାଇଁ ଭାରତୀୟ ଦଳ ୬ ତାରିଖ ଦିନ ଗ୍ରେଟ ବ୍ରିଟେନକୁ ସାମ୍ନା କରିବେ ।
ମୋଅନୁଭବ.କମ୍
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS