ମୁମ୍ବାଇ ଅଗଷ୍ଟ ୨୮ ମହାରାଷ୍ଟ୍ରର ଜଳଗାଓଁ ଜିଲ୍ଲାରେ ଶିବ ସେନା କର୍ମୀମାନେ ବିଜେପି କାର୍ଯ୍ୟାଳୟରେ କୁକୁଡ଼ା ପୁରାଇ କାର୍ଯ୍ୟାଳୟକୁ ଅପବିତ୍ର କରି ଥିବାରୁ ଆଜି (ଶନିବାର) ବିଜେପି ପକ୍ଷରୁ ଜଣେ ପୂଜକଙ୍କୁ ଡକାଯାଇ ହୋମଯଜ୍ଞ ମାଧ୍ୟମରେ କାର୍ଯ୍ୟାଳୟର ‘ଶୁଦ୍ଧୀକରଣ’ କରାଯାଇଛି । ପବିତ୍ର ଶ୍ରାବଣ ମାସରେ ଶିବ ସୈନିକଙ୍କ ଏଭଳି କାର୍ଯ୍ୟ କର୍ମୀମାନଙ୍କ ଭାବନାକୁ ଆଘାତ ପହଂଚାଇଛି ବୋଲି ବିଜେପି କାର୍ଯ୍ୟକର୍ତ୍ତା ଦୀପକ ସୂର୍ଯ୍ୟବଂଶୀ କହିଛନ୍ତି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS