NEWS ROUND UP
-
ବିଜେପି ଫୋକସ୍ ରେ କର୍ଣ୍ଣାଟକ, ଦୁଇ ମାସରେ ପ୍ରଧାନମନ୍ତ୍ରୀ ଛଅ ଥର ଗଲେଣି
ପ୍ରସାଦ ରାଓ ବେଂଗାଲୁରୁ, ମାର୍ଚ୍ଚ ୧୨ ଚଳିତ ବର୍ଷ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ବିଜେପିର ନିଦ ହଜି ଯାଇଛି । ରାଜ୍ୟରେ ବିଜେପି ସରକାର ରହିଛି । ତେବେ, ମୁଖ୍ୟମନ୍ତ୍ରୀ ... -
ବକ୍ସିଂ ଚାଂପିଅନ୍ ମେରି କୋମ୍ ଯୌନ ଉତ୍ପିଡନ ଅଭିଯୋଗର ତଦନ୍ତ କରିବେ
ପ୍ରସାଦ ରାଓ ଜାନୁଆରୀ ୨୩/୨୩ ଦେଶର କିଛି ଷ୍ଟାର୍ କୁସ୍ତି କ୍ରୀଡାବିତ୍ ଭାରତୀୟ କୁସ୍ତି ମହାସଂଘ ବା ରେସଲର୍ସ ଫେଡେରେସନ ଅଫ୍ ଇଣ୍ଡିଆ (ଡବ୍ଲୁ୍ୟଏଫଆଇ) ସଭାପତି ବ୍ରିଜ ଭୂଷଣ ସରଣ ସିଂହଙ୍କ ବିରୋଧରେ ... -
ବିଜୁ ବାବୁଙ୍କ ‘ଡାକୋଟା’ ବିମାନ ଓଡ଼ିଶା ଫେରିଲା
ପ୍ରସାଦ ରାଓ ଜାନୁଆରୀ ୧୮/୨୩ କିମ୍ବଦନ୍ତୀ ପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପିତା ବିଜୁ ପଟ୍ଟନାୟକଙ୍କ ଦ୍ୱାରା ବ୍ୟବହୃତ ଐତିହାସିକ ‘ଡାକୋଟା’(ଡିସି-୩) ଭିଟି-ଏୟୁଆଇ ବିମାନ ଦୀର୍ଘ ... -
ଦିଲ୍ଲୀରେ ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରୀଣୀ ଆରମ୍ଭ
ପ୍ରସାଦ ରାଓ ଜାନୁଆରୀ ୧୬/୨୩ ଦିଲ୍ଲୀରେ ଆଜି ବିଜେପିର ଦୁଇ ଦିନିଆ ଜାତୀୟ କାର୍ଯ୍ୟକାରୀଣୀ ବୈଠକ ଆରମ୍ଭ ହୋଇଛି । ନ୍ୟୁ ଦିଲ୍ଲୀ ମୁନସିପାଲ କାଉନସିଲ କନଭେନ୍ସନ୍ ସେଂଟର (ଏନଡିଏମସି)ରେ ଆରମ୍ଭ ହୋଇଥିବା ... -
ନେପାଳର ପୋଖରାରେ ବିମାନ ଦୁର୍ଘଟଣା, ୫ ଭାରତୀୟଙ୍କ ସହ ୬୭ ଯାତ୍ରୀଙ୍କ ମୃତ୍ୟୁ !
ପ୍ରସାଦ ରାଓ ଜାନୁଆରୀ ୧୫/୨୩ ନେପାଳର କାଠମାଣ୍ଡୁରୁ ପୋଖରା ଯାଉଥିବା ଏକ ଯାତ୍ରୀବାହୀ ବିମାନ ପୋଖରା ନିକଟରେ ଆଜି ସକାଳେ ଦୁର୍ଘଟଣାଗ୍ରସ୍ତ ହେବାରୁ ୫ ଜଣ ଭାରତୀୟ ଯାତ୍ରୀଙ୍କ ସମେତ ୬୭ ଜଣଙ୍କ ... -
ଗୁରୁଡିଝାଟିଆ ଜଂଗଲରୁ ମିଳିଲା ମହିଳା କ୍ରିକେଟରଙ୍କ ଶବ !
କଟକ ଜାନୁଆରୀ ୧୩/୨୩ ଜାନୁଆରୀ ୧୧ ତାରିଖରୁ ନିଖୋଜ ଥିବା ଓଡ଼ିଶା ମହିଳା କ୍ରିକେଟର୍ ରାଜଶ୍ରୀ ସ୍ୱାଇଁଙ୍କ ମୃତଦେହ ଆଜି କଟକ ଆଠଗଡ ଅଂଚଳର ଗୁରୁଡିଝାଟିଆ ଘଂଚ ଜଂଗଲରୁ ଉଦ୍ଧାର ହୋଇଛି । ... -
ଭାରତୀୟ କ୍ରିକେଟର୍ ରିଷଭ ପନ୍ଥ ଗୁରୁତର
ପ୍ରସାଦ ରାଓ ଡିସେମ୍ବର ୩୦ ଭାରତୀୟ କ୍ରିକେଟ ଟିମର ଷ୍ଟାର୍ ୱିକେଟ-କିପର ଓ ବ୍ୟାଟର୍ ରିଷଭ ପନ୍ଥ ଆଜି ଭୋର ସମୟରେ ଡେହେରାଡୁନରୁ ପ୍ରାୟ ୯୦ କିମି ଦୂର ହରିଦ୍ୱାର ଜିଲ୍ଲା ନରସାନ ... -
ସିକ୍କିମରେ ସଡ଼କ ଦୁର୍ଘଟଣା, ୧୬ ଯବାନଙ୍କ ମୃତ୍ୟୁ
ପ୍ରସାଦ ରାଓ ଡିସେମ୍ବର ୨୩ ଆଜି ଭାରତ-ଚୀନ ସୀମାନ୍ତ ଉତ୍ତର ସିକ୍କିମର ଲାଚେନଠାରେ ଏକ ସେନା ଯବାନଙ୍କୁ ନେଇ ଯାଉଥିବା ଗାଡି ଏକ ଖାଇ ଭିତରକୁ ଖସି ପଡିବାରୁ ୧୬ ଜଣ ଯବାନଙ୍କ ... -
ଆଶିଷ ମିଶ୍ରାଙ୍କ ବିରୋଧରେ ହତ୍ୟା ମାମଲା ଚାଲିବ
ପ୍ରସାଦ ରାଓ ଡିସେମ୍ବର ୦୬ ୨୦୨୧ ଅକ୍ଟୋବର ୩ ତାରିଖରେ ୟୁପିର ଲକ୍ଷ୍ମୀପୁର ଖେରୀରେ ଘଟି ଥିବା ଚାଷୀ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ଆଶିଷ ମିଶ୍ରା ଓ ଅନ୍ୟ ଅଭିଯୁକ୍ତମାନଙ୍କ ... -
ମନ୍ତ୍ରୀଙ୍କ ପାଇଁ କ୍ଷମା ମାଗିଲେ ମମତା
ପ୍ରସାଦ ରାଓ ନଭେମ୍ବର ୧୪ ପଶ୍ଚିମ ବଂଗର ମନ୍ତ୍ରୀ ଅଖିଳ ଗିରି ନିକଟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପ୍ରତି ଯେଉଁ ଆପତ୍ତିଜନକ ମନ୍ତବ୍ୟ ଦେଇଛନ୍ତି ସେଥିପାଇଁ ଟିଏମସି ମୁଖ୍ୟା ତଥା ପଶ୍ଚିମ ବଂଗ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS