Breaking News
-
ଗଞ୍ଜାମ ଜିଲ୍ଲା: ‘ସ୍ୱତନ୍ତ୍ର ସମସ୍ୟା ପାଣ୍ଠି’ ବିନିଯୋଗ ହେଉଛି ମନ୍ଦିର ମରାମତି କାର୍ଯ୍ୟରେ ?
ବ୍ରହ୍ମପୁର, ୧୭ ଏପ୍ରିଲ (ସ୍ୱତନ୍ତ୍ର ପ୍ରତିନିଧି): ରାଜ୍ୟ ସରକାର ଚିରାଚରିତ ଯୋଜନା ଭିତରେ ଦୃଷ୍ଟି ଦେଇ ପାରୁ ନ ଥିବା ଛୋଟ ଛୋଟ ସମସ୍ୟାର ସମାଧାନ ପାଇଁ ୧୯୯୭ ମସିହାରୁ ଆରମ୍ଭ କରିଥିଲେ ... -
ତୋଗାଡ଼ିଆଙ୍କ ସ୍ଥାନରେ ବିଷ୍ଣୁ ସଦାଶିବ କୋକେଜ ଭିଏଚ୍ ପିର ନୂଆ ସଭାପତ
ନୂଆଦିଲ୍ଲୀ, ୧୬ ଏପ୍ରିଲ (ମୋ ଅନୁଭବ): ବିଷ୍ଣୁ ସଦାଶିବ କୋକେଜ ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତୀୟ ସଭାପତି ନିର୍ବାଚିତ ହୋଇଛନ୍ତି । ପୂର୍ବରୁ ସେ ହିମାଚଳ ପ୍ରଦେଶର ରାଜ୍ୟପାଳ ଭାବେ ଦାୟିତ୍ୱ ତୁଲାଇ ... -
ଏନଆଇଟି ହେବ ମେଡିକାଲ କଲେଜ, ଆଇଜିଏଚ୍ ରେ ମେଡିକାଲ କଲେଜ ହେବା ଆଶା କ୍ଷୀଣ
ରାଉରକେଲା, ଏପ୍ରିଲ ୧୩ (ମୋ ଅନୁଭବ): ଏଠାରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବା ନେଇ ରାଉରକେଲାବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହେବାକୁ ଯାଉଛି । ସ୍ଥାନୀୟ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ... -
ଆକାଶବାଣୀ ଓଡ଼ିଶାର କିମ୍ବଦନ୍ତୀ ପୁରୁଷ ମଧୁସୂଦନ ପାଣିଗ୍ରାହୀଙ୍କ ପରଲୋକ
ବ୍ରହ୍ମପୁର, ୧୩ ଏପ୍ରିଲ (ମୋଅନୁଭବ ମିଡ଼ିଆ): ଆକାଶବାଣୀର ପ୍ରଥମ ଓଡ଼ିଆ କେନ୍ଦ୍ର ନିର୍ଦେଶକ ତଥା ପ୍ରସାରଣ ଜଗତର କିମ୍ବଦନ୍ତୀ ପୁରୁଷ ମଦୁସୂଦନ ପାଣିଗ୍ରାହୀଙ୍କ ୯୫ ବର୍ଷ ବୟସରେ ବ୍ରହ୍ମପୁର ଅଶୋକନଗର-୮ ସ୍ଥିତ ବାସଭବନରେ ... -
ରାଉରକେଲାରେ ‘ଆପ୍’ର ବିଶାଳ ସମାବେଶ
ରାଉରକେଲା (ମୋ ଅନୁଭବ): ରାଉରକେଲାର ବିଶ୍ରା ମଇଦାନ ଠାରେ ଆମ୍ ଆଦମୀ ପାର୍ଟିର ବିଶାଳ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହି ସମାବେଶରେ ସାଂସଦ ସଂଜୟ ସିଂହ ଯୋଗ ଦେଇ ଓଡିଶାରେ ଆମ୍ ... -
ଦଳୀୟ ପାଣ୍ଠି ସଂଗ୍ରହରେ ବିଜେପି ଧନୀ, କଂଗ୍ରେସ ଅବସ୍ଥା ନୈରାଶ୍ୟଜନକ
ନୂଆଦିଲ୍ଲୀ: ଦେଶର ସାଧାରଣ ବର୍ଗଙ୍କ ଦଳ ଭାବେ ନିଜକୁ ଦାବି କରୁ ଆସୁ ଥିବା ଭାରତୀୟ ଜନତା ପାର୍ଟି (ବିଜେପି) ଆଜି ପାଣ୍ଠି ସଂଗ୍ରହ କ୍ଷେତ୍ରରେ ଅନ୍ୟ ଦଳମାନଙ୍କ ଠାରୁ ଆଗୁଆ ରହି ... -
ବ୍ରହ୍ମପୁରରେ ନୂଆ ୱେବ୍ ଚ୍ୟାନେଲ୍ ‘ଓବି ନ୍ୟୁଜ୍’ ଉଦ୍ଘାଟିତ
ବ୍ରହ୍ମପୁର,୦୯ ଏପ୍ରିଲ: ରେଶମ ନଗର ବ୍ରହ୍ମପୁରରୁ ନୂଆ କରି ଆରମ୍ଭ ହୋଇଥିବା ୱେବ୍ ଚ୍ୟାନେଲ୍ ‘ଓବି ନ୍ୟୁଜ୍’ ରବିବାର ( ୮ ତାରିଖ) ପୂର୍ବାହ୍ନରେ ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ... -
କୃଷ୍ଣସାର ମୃଗହତ୍ୟା: ସଲମାନଙ୍କୁ ଜାମିନ ମିଳିଲା, ବିଷ୍ଣୋଇ ସମାଜ ଯିବ ହାଇକୋର୍ଟ
ଜୟପୁର (ରାଜସ୍ଥାନ),୦୭ ଏପ୍ରିଲ: ୨୦ ବର୍ଷ ତଳେ ଘଟି ଥିବା କୃଷ୍ଟସାର ମୃଗ ହତ୍ୟା ମାମଲାରେ ଯୋଧପୁରର ଏକ ନିମ୍ନ ଅଦାଲତରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ପାଇ ଥିବା ବଲିଉଡ୍ ଷ୍ଟାର୍ ... -
ଶୁକ୍ରବାର ରାତି ମଧ୍ୟ ଜେଲ୍ ରେ କଟାଇବେ ସଲମାନ୍, ଓକିଲଙ୍କୁ ଗ୍ୟାଙ୍ଗଷ୍ଟର୍ ଙ୍କ ଧମକ !
ଜୟପୁର (ରାଜସ୍ଥାନ),୦୬ ଏପ୍ରିଲ: ବଲିଉଡ୍ ର ଏକ ନମ୍ବର ଷ୍ଟାର୍ ସଲମାନ୍ ଖାନ୍ ଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ସରିଛି । କିନ୍ତୁ, ଆଜି ରାୟ ପ୍ରକାଶ ପାଇ ନାହିଁ । ... -
କୃଷ୍ଣସାର ମୃଗ ହତ୍ୟା ମାମଲାରେ ବଲିଉଡ୍ ଷ୍ଟାର୍ ସଲମନ୍ ଖାନ୍ ଙ୍କୁ ୫ ବର୍ଷ ଜେଲ୍
ମୁମ୍ବାଇ,୦୫ ଏପ୍ରିଲ: ୧୯୯୮ ମସିହାରେ ରାଜସ୍ଥାନର ଯୋଧପୁର ନିକଟସ୍ଥ କଂକଣି ଗ୍ରାମ ଜଙ୍ଗଲରେ ଦୁଇଟି କୃଷ୍ଣସାର ମୃଗଙ୍କୁ ହତ୍ୟା କରିଥିବା ଅଭିଯୋଗରେ ବଲିଉଡ୍ ସୁପରଷ୍ଟାର୍ ସଲମନ୍ ଖାନ୍ ଆଜି (ଗୁରୁବାର) ଯୋଧପୁରର ଏକ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS