Entertainment
-
କଲଚରାଲ ଏକାଡେମୀର ୩୨ତମ ଲୋକ ନାଟକ ମହୋତ୍ସବ ଉଦଯାପିତ
ରାଉରକେଲା,୧୦ ଜାନୁୟାରୀ (ଶିବ ପ୍ରସାଦ ଦାସ): ରାଉରକେଲା କଲଚରାଲ ଏକାଡେମୀ ଆନୁକୁଲ୍ୟରେ ସ୍ଥାନୀୟ ସିଭିକ ସେଂଟର ଠାରେ ୨ ତାରିଖରୁ ଚାଲି ଥିବା ସପ୍ତଦିବସୀୟ ଲୋକ ନାଟକ ମହୋତ୍ସବ ସୋମବାର ଉଦଯାପିତ ହୋଇଯାଇଛି ... -
ରାଉରକେଲା କଲଚରାଲ ଏକାଡ଼େମୀର ୩୨ତମ ଲୋକନାଟକ ମହୋତ୍ସବ ସପ୍ତମ ଦିନର ନାଟକ ଥିଲା ‘ପରିଚୟ’ ଅନୁଷ୍ଠାନର ‘ସ୍ୱର’
ରାଉରକେଲା, ୮ ଜାନୁୟାରୀ (ଶିବ ପ୍ରସାଦ ଦାସ): ବଳଶାଳୀ ଚତୁର ଲୋକମାନେ ଯେଉଁ ଦିନ ପ୍ରକୃତି ଉପରେ ବାଡ଼ ପୋତି ଘୋଷଣା କଲେ ଏଇଟା ମୋର- ସେବେଠାରୁ ବିସ୍ଥାପିତ/ ବାସଚ୍ୟୁତ ପ୍ରକ୍ରିୟା ଆରମ୍ଭ ... -
କଲଚରାଲ ଏକାଡେମୀର ନାଟକ ମହୋତ୍ସବ, ପଂଚମ ଦିନ ନାଟକ ‘ସମୟର ଆହ୍ୱାନ’ ମଂଚସ୍ଥ
ରାଉରକେଲା,୭ ଜାନୁୟାରୀ: କଲଚରାଲ ଏକାଡେମୀ ଆନୁକୁଲ୍ୟରେ ଏଠାରେ ଚାଲି ଥିବା ୩୨ ତମ ଲୋକ ନାଟକ ମହୋସôବର ପଂଚମ ଦିବସରେ ୬ ତାରିଖ ବାଲେଶ୍ୱରର ନାଟ୍ୟ ଅନୁଷ୍ଠାନ ‘ଶୋଭା’ ପକ୍ଷରୁ ରବିନ୍ଦ୍ରନାଥ ବେହେରାଙ୍କ ... -
୩୨ତମ ନାଟକ ମହୋତ୍ସବ, ଶନିବାର ସନ୍ଧ୍ୟାର ନାଟକ ଥିଲା ‘କ୍ଷୀର ସମୁଦ୍ର’
(ସମୀକ୍ଷା – ଶିବ ପ୍ରସାଦ ଦାସ) ରାଉରକେଲା, ୬ ଜାନୁଆରୀ: କଲଚରାଲ ଏକାଡେମୀ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଂଟର୍ ଠାରେ ଚାଲି ଥିବା ୩୨ତମ ଲୋକନାଟକ ମହୋସôବରେ ଶନିବାର ସନ୍ଧ୍ୟାର ନାଟକ ଥିଲା ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS