‘ଶ୍ରୀ ଶକ୍ତି’ ଟ୍ରଷ୍ଟର ବିଷୁବ କାର୍ଯ୍ୟକ୍ରମ


ଭୁବନେଶ୍ୱର ବୋମିଖାଲ ଜୟଦୁର୍ଗା ନଗର ‘ଶ୍ରୀ ଶକ୍ତି’ ମହିଳା ଓ ଶିଶୁ ବିକାଶ ଟ୍ରଷ୍ଟ୍ ପକ୍ଷରୁ ଏପ୍ରିଲ ୧୪ତାରିଖ ମହାବିଷୁବ ସଂକ୍ରାନ୍ତି ଅବସରରେ ପୁରୀ-କଟକ ରୋଡ଼ ଆଇସିଆଇସିଆଇ ବ୍ୟାଙ୍କ ନିକଟରେ ପଣା ବଂଟନ ସମାରୋହକୁ ଉଦ୍ଘାଟନ କରିଥିଲେ ଅଂଚଳର କର୍ପୋରେଟର ଧରିତ୍ରୀ ଜେନା । ଏହା ଥିଲା ‘ଶ୍ରୀ ଶକ୍ତି’ର ପ୍ରଥମ ଆନୁଷ୍ଠାନିକ କାର୍ଯ୍ୟକ୍ରମ । ବହୁ ବିଶିଷ୍ଟ ବ୍ୟକ୍ତି ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଅନୁଷ୍ଠାନର ଉନ୍ନତି କାମନା କରିଛନ୍ତି । ନାରୀ ସଶକ୍ତୀକରଣ କ୍ଷେତ୍ରରେ ଏହି ଅନୁଷ୍ଠାନ କାର୍ଯ୍ୟ କରିବ ବୋଲି ସେମାନେ ଆଶା ବ୍ୟକ୍ତ କରିଛନ୍ତି । ‘ଶ୍ରୀ ଶକ୍ତି’ର ସଦସ୍ୟ, ସଦସ୍ୟାଙ୍କ ଗହଣରେ କର୍ପୋରେଟର ଶ୍ରୀମତୀ ଜେନା …
Share this:

LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS