ଇମରାନ୍ ଖାନ ପାକିସ୍ତାନର ପରବର୍ତୀ ପ୍ରଧାନମନ୍ତ୍ରୀ !
ଇସଲାମାବାଦ, ୨୭ ଜୁଲାଇ: ପୂର୍ବତନ କ୍ରିକେଟର ତଥା ପାକିସ୍ତାନର ତେହେରିକେ -ଇ-ଇନସାଫ୍ ପାର୍ଟି ମୁଖ୍ୟ ଇମରାନ୍ ଖାନ ନିଜକୁ ପାକିସ୍ତାନର ପରବର୍ତୀ ପ୍ରଧାନମନ୍ତ୍ରୀ ଭାବେ ଦାବି କରିଛନ୍ତି । ପାକିସ୍ତାନ ଜାତୀୟ ଆସେମ୍ବ୍ଲି ପାଇଁ ବୁଧବାର ହୋଇଥିବା ନିର୍ବାଚନର ଫଳାଫଳ ସରକାରୀ ଭାବେ ପ୍ରକାଶ ପାଇ ନ ଥିଲେ ମଧ୍ୟ ୨୭୦ ଆସନ ବିଶିଷ୍ଟ ଜାତୀୟ ଆସେମ୍ବରେ ଇମରାନଙ୍କ ଦଳକୁ ୧୧୯ ଆସନ ମିଳୁଥିବା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଦଳ ପିଏମଏଲ (ଏନ) ୬୧ଟି ଆସନରେ ସୀମୀତ ରହି ଯାଇଥିବା ଦାବି କରାଯାଉଛି । ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ଇମରାନ୍ ଖାନ ନିଜକୁ ପରବର୍ତୀ ପ୍ରଧାନମନ୍ତ୍ରୀ ଭାବେ ଘୋଷଣା କରି ସାରିଲେଣି ।
Share this:
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS