Blog
-
ବିଶ୍ୱ ନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ପ୍ରତିଯୋଗିତା ଉଦ୍ଘାଟିତ
ରାଉରକେଲା (ମୋ ଅନୁଭବ): ରାଉରକେଲା ସିଭିକ୍ ସେଂଟର ଠାରେ ବିଶ୍ୱ ନାଟ୍ୟ ଦିବସ ଅବସରରେ ଚାରି ଦିନ ବ୍ୟାପି ଜାତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆର୍ ... -
ସାରଳା ସାସ୍କୃତିକ ପରିଷଦ ତରଫରୁ ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା(ମୋ ଅନୁଭବ ): ରାଉରକେଲା ସେକ୍ଟର-୬ ସ୍ଥିତ ସାରଳା ମନ୍ଦିର ପ୍ରଙ୍ଗଣରେ ବାସନ୍ତିକ ପୂଜା ସହ ସାରଳା ସାଂସ୍କୃତିକ ପରିଷଦର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ବରିଷ୍ଠ ସଦସ୍ୟ ଅଶୋକ ... -
ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ମହାଧିବେଶନ, କମ୍ ଦରମାକୁ ମାତ୍ରାଧିକ ଚାପ ଅଭିଯୋଗ
ଭୁବନେଶ୍ୱର (ମୋ ଅନୁଭବ): ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ ଠାରେ ଗ୍ରାମ ରୋଜଗାର ସେବକ ସଂଘର ମହାଧିବେଶନ ଅନୁଷ୍ଠିତ ହୋଇ ଜିଆରଏସ୍ ଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନିନ୍ଦା କରାଯାଇଛି । ସମାନ କାମକୁ ... -
ଜେବିଙ୍କ ଅବର୍ତମାନରେ କଂଗ୍ରେସ ନେତାଏ ବାଟବଣା, ନବୀନଙ୍କ କୋଳ ହିଁ ସୁରକ୍ଷିତ !
– ପ୍ରସାଦ ରାଓ – ଭୁବନେଶ୍ୱର, ୨୭ ମାର୍ଚ୍ଚ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ଓଡ଼ିଶାରେ କଂଗ୍ରେସ ବାଟବଣା ହୋଇଛି । ଦଳ ଭିତରେ ଗୁରୁତର ଅନ୍ତଦ୍ୱର୍ନ୍ଦ୍ୱ ରାଜ୍ୟରେ ଥିବା କଂଗ୍ରେସ ଭୋଟ ... -
ସାମାଜିକ ଗଣମାଧ୍ୟମ ଦିଗହରା, ଭୁଲ୍ ତଥ୍ୟର ପ୍ରସାର ଚିନ୍ତାରେ ପକାଉଛି ବୁଦ୍ଧିଜୀବୀଙ୍କୁ
ଆଲେଖ୍ୟ : ଶିବ ପ୍ରସାଦ ଦାସ କିଛି ବର୍ଷ ପୂର୍ବେ ଫେସ୍ବୁକ୍, ହ୍ୱାଟସ୍ ଅପ୍, ଟ୍ୱିଟର, ୟୁଟ୍ୟୁବ୍, ଇ-ଜର୍ଣ୍ଣାଲର ପ୍ରସାର ପରେ ଅନେକ ବିଦ୍ୱାନ ବ୍ୟକ୍ତି ମୁଦ୍ରିତ ଗଣମାଧ୍ୟମ ଓ ବୈଦ୍ୟୁତିକ ଗଣମାଧ୍ୟମକୁ ବିକ୍ରୀ ହୋଇଥିବ ... -
ମ୍ୟୁଜିକ ସର୍କଲ ତରଫରୁ ସପ୍ତାହ ବ୍ୟାପି ବସନ୍ତ ସମାରୋହ ଅନୁଷ୍ଠିତ
ରାଉରକେଲା (ମୋ ଅନୁଭବ): ମ୍ୟୁଜିକ ସର୍କଲ ତରଫରୁ ସପ୍ତାହ ବ୍ୟାପି ବସନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଦିବସରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ... -
ଆନ୍ନାଙ୍କ ଓଜନ ତିନି କେଜି କମିଲା
ନୂଆଦିଲ୍ଲୀ, ୨୭ ମାର୍ଚ୍ଚ: ଏଠାକାର ରାମଲୀଳା ମଇଦାନରେ ଅନିର୍ଦ୍ଧିଷ୍ଟକାଳ ପାଇଁ ଅନଶନରେ ବସିଥିବା ବିଶିଷ୍ଟ ଗାନ୍ଧିବାଦୀ ସାମାଜିକ କର୍ମୀ ଆନ୍ନା ହଜାରେ ତିନି ଦିନ ମଧ୍ୟରେ ତିନି କେଜି ଓଜନ ହରାଇ ଥିବା ଜଣାପଡିଛି । ... -
ସ୍ଲୋକା-ଆକାଶଙ୍କ ନିର୍ବନ୍ଧ ସରିଲା
ମୁମ୍ବାଇ, ୨୭ ମାର୍ଚ୍ଚ: ଦେଶର ସବୁଠାରୁ ଧନୀ ନିତା ଓ ମୁକେଶ ଆମ୍ବାନୀଙ୍କ ବଡ ପୁଅ ଆକାଶ ଆମ୍ବାନୀଙ୍କ ସହ ତାଙ୍କ ସ୍କୁଲ ଦିନର ସାଙ୍ଗ ସ୍ଲୋକା ମେହେଟ୍ଟାଙ୍କ ଗୋଆରେ ନିର୍ବନ୍ଧ ସରି ଥିବା ସାମାଜିକ ... -
‘ବଲ୍ ଟ୍ୟାଂପରିଂ’ ଅଷ୍ଟ୍ରେଲିଆ କ୍ରିକେଟର୍ଂକ ପାଇଁ ମହଙ୍ଗା ପଡୁଛି
ନୂଆଦିଲ୍ଲୀ, ୨୭ ମାର୍ଚ୍ଚ: ଗତ ଶନିବାର ଦିନ କେପ୍ ଟାଉନ ଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ମ୍ୟାଚରେ ଅଷ୍ଟ୍ରେଲିଆ କ୍ରିକେଟ ଦଳ ଦ୍ୱାରା ହୋଇଥିବା ବଲ୍ ଟ୍ୟାଂପରିଂ ସମଗ୍ର ବିଶ୍ୱର କ୍ରିକେଟ୍ ପ୍ରେମୀ ମହଲରେ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS