Blog
-
ଉପ ନିର୍ବାଚନ ସମୟରେ ବି ଚାଷି ଆତ୍ମହତ୍ୟା ସରକାରଙ୍କ ପିଛା ଛାଡୁନି
ଭୁବନେଶ୍ୱର, ୧୯ ଫେବୃୟାରୀ: ଗୋଟିଏ ପଟେ ପଶ୍ଚିମ ଓଡ଼ିଶା ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଆସନରେ ୨୪ ତାରିଖ ଉପ ନିର୍ବାଚନ ହେବାକୁ ଥିବାରୁ ସରକାରୀ ଓ ବିରୋଧୀ ଦଳର ନେତାମାନେ ସେଠାରେ ଡ଼େରା ପକାଇ ... -
ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦: ୨୮ ରନ୍ ରେ ଭାରତର ବିଜୟ
ନୂଆଦିଲ୍ଲୀ, ୧୯ ଫେବୃୟାରୀ: ରବିବାର ଦିନ ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗ ସ୍ଥିତ ୱଣ୍ଡେରେସ୍ ଷ୍ଟାଡ଼ିୟମରେ ଅନୁଷ୍ଠିତ ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ପ୍ରଥମ ମ୍ୟାଚ୍ ରେ ଭାରତ ୨୮ ରନରେ ବିଜୟୀ ହୋଇ ତିନି ଟିକିଆ ସିରିଜକୁ ... -
ଭାରତୀୟ ହକି ଦଳର ‘ଲୋଗୋ’ ଓ ‘ଜର୍ସି’ରେ ଓଡ଼ିଶାର କଳା ଓ ସଂସ୍କୃତିର ବାସ୍ନା
ଭୁବନେଶ୍ୱର, ୧୭ ଫେବୃୟାରୀ: ଓଡ଼ିଶାରେ ବିଶ୍ୱ ସ୍ତରୀୟ କ୍ରୀଡ଼ାର ଆୟୋଜନ କରି ସୁନାମ ଅର୍ଜନ କରିଥିବା ରାଜ୍ୟ ବିଜେଡ଼ି ସରକାର ଆସନ୍ତା ନଭେମ୍ବର-ଡ଼ିସେମ୍ବର ମାସରେ ଭୁବନେଶ୍ୱର ଠାରେ ହକି ବିଶ୍ୱ କପ୍ -୨୦୧୮ର ଆୟୋଜନ କରୁଥିବା ... -
Thousands mourn victims of Florida school shooting
Thousands attended a vigil to mourn the 17 victims who were slaughtered by a 19-year-old former student at a high school in Florida which had ousted ... -
Congress attacks PM on PNB scam, calls it ‘biggest bank loot’
The Congress on Friday continued its attack on Prime Minister Narendra Modi, claiming that the PNB fraud of over Rs 11,000 crore was India’s biggest “bank ... -
ଭାଇରାଲ ହୋଇଛି ସୌମ୍ୟ – ପାଂଡିଆନ୍ ଙ୍କ ଫୁସଫୁସ୍ ଫଟୋ !
ଭୁବନେଶ୍ୱର,୧୬ ଫବୃୟାରୀ: ବିରିଷ୍ଠ ଆଇଏଏସ୍ ଅଧିକାରୀ କାର୍ତିକେୟନ୍ ପାଂଡିଆନ ଗଂଜାମରୁ ଆସି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ସଚିବାଳୟର ତୃତୀୟ ମହଲାରେ ବସିବା ପରେ ଯେଭଳି ରାଜ୍ୟର ଶାସନ କଳକୁ ନିୟନ୍ତ୍ରଣ କଲେ ସେଥିରେ କେବଳ ... -
ଭାଲେଂଟାଇନ୍ ଡ଼େ’କୁ ବିରୋଧ ନା ପବ୍ଲିସିଟି ଷ୍ଟଂଟ୍ !
ଭୁବନେଶ୍ୱର,୧୬ ଫବୃୟାରୀ: ବୁଧବାର ଥିଲା ଭାଲେନ୍ଟାଇନ୍ ଡେ’ । ପ୍ରେମୀ ଯୁଗଳଙ୍କ ଭାବ ଆଦାନ ପ୍ରଦାନକୁ ଅପସଂସ୍କୃତି କହି ବିରୋଧ କରୁଥିବା ଦକ୍ଷିଣପନ୍ଥୀ ସକ୍ରୀୟ ହୋଇ ଉଠି ଥିଲେ ରାଜଧାନୀ ଭୁବନେଶ୍ୱରରେ । ଜଣାଶୁଣା ରାଜନୈତିକ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS