Author: Chief Editor
-
ମୁକ୍ତିକାନ୍ତ ଓ ଦ୍ୱିତୀୟ ବ୍ରହ୍ମଣୀ ସେତୁକୁ ନେଇ ରାଉରକେଲା ରାଜନୀତି ଉଷ୍ଣ
ଭୁବନେଶ୍ୱର,୦୩ ଜୁଲାଇ(ସ୍ୱତନ୍ତ୍ର ରିପୋର୍ଟ): ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ନିର୍ବାଚନ ମଂଡଳୀ ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ଓ ଇସ୍ପାତ ଜେନେରାଲ ହସ୍ପିଟଲକୁ ମେଡିକାଲ କଲେଜରେ ପରିଣତ କରାଯିବା ଦାବିକୁ ନେଇ ... -
ଗୋଟିଏ ପରିବାରର ୧୧ ସଦସ୍ୟଙ୍କୁ ହତ୍ୟା !
ନୂଆଦିଲ୍ଲୀ, ଜୁଲାଇ ୦୨: ଉତ୍ତର ଦିଲ୍ଲୀର ବୁରାରୀ ଅଂଚଳରେ ଗୋଟିଏ ପରିବାରର ୧୧ ଜଣ ସଦସ୍ୟ ଝୁଲନ୍ତା ଅବସ୍ଥାରେ ମିଳିଛନ୍ତି । ସେମାନେ ଆତ୍ମହତ୍ୟ କରିଥିବା କୁହାଯାଉଥିଲେ ମଧ୍ୟ ପୁଲିସର ଫୋରେନ୍ସିକ ତଦନ୍ତ ... -
ଉତ୍ତରାଖଣ୍ଡରେ ବସ ଦୁର୍ଘଟଣାରେ ୪୮ ମୃତ
ଡ଼େହେରାଡୁନ, ଜୁଲାଇ ୦୨ (ମୋ ଅନୁଭବ): ରବିବାର ସକାଳେ ଉତ୍ତରାଖଣ୍ଡର ପାଉରୀ ଗରୱାଲ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍ ଗିରିଖାତକୁ ଖସି ପଡିବାରୁ ବସରେ ଥିବା ୬୦ ଯାତ୍ରୀଙ୍କ ମଧ୍ୟରୁ ୪୮ ଜଣଙ୍କ ... -
ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଆଲୋଚନାଚକ୍ର ଓ କବିତା ପାଠୋତ୍ସବ
ରାଉରକେଲା, ଜୁଲାଇ ୦୧ (ମୋ ଅନୁଭବ): ପୁରୁଷର ସହାବସ୍ଥାନ ଠାରୁ ଯଦି ନାରୀ ନିଜକୁ ପୃଥକ କରିବା ସହ ପୁରୁଷ ଲିଖିତ ସାହିତ୍ୟକୁ ଅଧ୍ୟୟନ ନ କରନ୍ତି ତେବେ ସେହି ସାହିତ୍ୟ ହେବ ... -
ରାଜଧାନୀ ବାସିନ୍ଦାଙ୍କ ନିକଟରେ ଉଭୟ ବିଜେଡ଼ି ଓ ବିଜେପି ଉତ୍ତରଦାୟୀ
– ପ୍ରସାଦ ରାଓ – ଭୁବନେଶ୍ୱର : ମାତ୍ର ୧୬ ମିମି ବର୍ଷାରେ ରାଜଧାନୀ ଭୁବନେଶ୍ୱର ଜଳାର୍ଣ୍ଣବ ହୋଇ ସହରବାସୀଙ୍କୁ ହନ୍ତସନ୍ତ କରିବା କିଛି ନୂଆ କଥା ନୁହେଁ । ସହରର କଳେବର ... -
‘ମୋଅନୁଭବ.କମ୍’ର ଅଭିନନ୍ଦନ
ଦୀର୍ଘ ୩୦ ବର୍ଷରୁ ଅଧିକ ସମୟ ଛାପା ଗଣମାଧ୍ୟମରେ କାମ କରିବା ପରେ ଅବସର ନେଇ ଇଂଟରନେଟ୍ ସାମ୍ବାଦିକତାକୁ ଆପଣାଇବି, ଏହା ମୁଁ କେବେ କଳ୍ପନା କରି ନ ଥିଲି । କାରଣ, ... -
Letter from the Editor: A special thanks to our readers
It has been almost 14 months since our news website’s arrival and today seems like a good day to express my appreciation to our ... -
ଅଣସରରେ ତିନି ଠାକୁର, ଅଲାରନାଥଙ୍କ ପୀଠରେ ଭକ୍ତଙ୍କ ଭିଡ଼
ପୁରୀ, ୩୦ ଜୁନ୍: ଗୁରୁବାର ସ୍ନାନ ପୂର୍ଣ୍ଣିମା ଓ ଗଜାନନ ବେଶ ସରିବା ପରେ ତିନି ଠାକୁର ଜ୍ୱରରେ ପୀଡ଼ିତ ହୋଇ ଶ୍ରୀମନ୍ଦିର ପରିସରରେ ଥିବା ଅଣସର ପିଣ୍ଡିରେ ଦେବ ବୈଦ୍ୟଙ୍କ ଦ୍ୱାରା ... -
୧୦୦ ମିଟର ଦୌଡ଼: ନିଜ ଜାତୀୟ ରେକର୍ଡ ଭାଂଗିଲେ ଦୂତୀ
ଭୁବନେଶ୍ୱର, ୩୦ ଜୁନ୍: ଆସାମର ଗୌହାଟୀ ଠାରେ ଶୁକ୍ରବାର ଶେଷ ହୋଇଥିବା ୫୮ ତମ ଜାତୀୟ ଆନ୍ତଃ ରାଜ୍ୟ ସିନିୟର ଆଥେଲେଟିକ୍ସ ଚାଂପିଅନସିପ ମହିଳା ୧୦୦ ମିଟର ଦୌଡ଼ରେ ସ୍ପ୍ରିନ୍ଟ କ୍ୱିନ୍ ଦୂତୀ ... -
ଶ୍ରଦ୍ଧାଂଜଳୀ ଜାତୀୟ ମହିଳା ଫୁଟବଲ ଦଳର ସହକାରୀ କୋଚ୍
ଭୁବନେଶ୍ୱର, ୨୯ ଜୁନ୍: ଧୀରେ କଥା କହୁଥିବା ଓଡ଼ିଆ ଝିଅ ଶ୍ରଦ୍ଧାଂଜଳୀ ସାମନ୍ତରାୟଙ୍କୁ ୧୭ ବର୍ଷରୁ କମ୍ ଜାତୀୟ ମହିଳା ଫୁଟବଲ ଦଳର ସହକାରୀ କୋଚ୍ ଭାବେ ନିଯୁକ୍ତି ମିଳିଛି । ଦକ୍ଷିଣ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS