Blog
-
ମେ’ ୨ ତାରିଖ ପର୍ଯ୍ୟନ୍ତ ତ୍ରାହି ନାହିଁ
ପ୍ରସାଦ ରାଓ ଭୁବନେଶ୍ୱର/ ଏପ୍ରିଲ ୨୮ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି । ମେ’ ୨ ତାରିଖ ପର୍ଯ୍ୟନ୍ତ ଏଥିରୁ ତ୍ରାହି ନାହିଁ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କବାଣୀ ଶୁଣାଇଛି ... -
ଓଡ଼ିଶା ମାଟିରୁ ମୋଦୀ, ନବୀନଙ୍କୁ ଟାର୍ଗଟ କଲେ ରାହୁଲ ଗାନ୍ଧୀ
ପ୍ରସାଦ ରାଓ ଭୁବନେଶ୍ୱର/ ଏପ୍ରିଲ ୨୮ ବରିଷ୍ଠ କଂଗ୍ରେସ ନେତା ତଥା ୱଇନାଡ (କେରଳ) ସାଂସଦ ରାହୁଲ ଗାନ୍ଧୀ ଆଜି ଓଡ଼ିଶାର ସାଲେପୁର ନିକଟସ୍ଥ କୁଲେଇଠାରେ କଂଗ୍ରେସ ପକ୍ଷରୁ ଆୟୋଜିତ ଏକ ନିର୍ବାଚନ ସଭାରେ ଭାଷଣ ... -
ଲୋକସଭା ନିର୍ବାଚନ: ଦ୍ୱିତୀୟ ପର୍ଯ୍ୟାୟରେ ୬୩.୫୦ ପ୍ରତିଶତ ମତଦାନ
ପ୍ରସାଦ ରାଓ ନୂଆଦିଲ୍ଲୀ/ ଏପ୍ରିଲ ୨୭ ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇଥିବା ୧୮ତମ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଗତକାଲି ସରିଛି । ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୮୮ଟି ଲୋକସଭା ... -
ସୁପ୍ରିମ କୋର୍ଟ ରାୟ ପରେ ମଧ୍ୟ ଇଭିଏମ ବିବାଦରେ ପୂର୍ଣ୍ଣଛେଦ ପଡୁନି ?
ପ୍ରସାଦ ରାଓ ନୂଆଦିଲ୍ଲୀ/ ଏପ୍ରିଲ ୨୬ ନିର୍ବାଚନ ଆସିଲେ ଶାସକ ଓ ବିରୋଧୀ ରାଜନୈତିକ ଦଳମାନେ ଇଭିଏମକୁ ନେଇ ଉଚ୍ଚବାଚ ହେବା ସାଧାରଣ କଥାରେ ପରିଣତ ହୋଇଛି । ନିର୍ବାଚନରେ ଯଦି ଶାସକ ଦଳ ଆଶାତୀତ ... -
ଆଦର୍ଶ ଆଚରଣ ବିଧି ଉଲଂଘନ: ବିଜେପି, କଂଗ୍ରେସକୁ ଇସିଙ୍କ ନୋଟିସ
ପ୍ରସାଦ ରାଓ ନୂଆଦିଲ୍ଲୀ/ ଏପ୍ରିଲ ୨୫ ଆସନ୍ତା କାଲି ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଶାସକ ବିଜେପି ଓ ମୁଖ୍ୟ ବିରୋଧୀ କଂଗ୍ରେସର ଷ୍ଟାର୍ ପ୍ରଚାରକମାନେ ପରସ୍ପର ପ୍ରତି ଆକ୍ଷେପ, ପ୍ରତ୍ୟାକ୍ଷେପ ... -
ଇଭିଏମ୍-ଭିଭିପାଟ୍ ମାମଲାରେ ସୁପ୍ରିମ କୋର୍ଟ ରାୟ ସଂରକ୍ଷିତ ରହିଲା
ପ୍ରସାଦ ରାଓ ନୂଆଦିଲ୍ଲୀ/ ଏପ୍ରିଲ ୨୪ ଦେଶରେ ସାଧାରଣ ନିର୍ବାଚନ ପରିଚାଳନା କ୍ଷେତ୍ରରେ ବ୍ୟବହାର ହେଉଥିବା ଇଭିଏମ୍ (ଇଲୋକେଟ୍ରାନିକ ଭୋଟିଂ ମେସିନ)ଗୁଡିକ ଯେ ପୂର୍ଣ୍ଣତଃ ତୃଟି-ମୁକ୍ତ ନୁହଁନ୍ତି, ସେଥିରେ ମଧ୍ୟ ପ୍ରୋଗ୍ରାମିଂ କରାଯାଇ ଭୋଟ ଜାଲିଆତି ... -
ପୁଣି ଝଟକା – କେଜରୀୱାଲଙ୍କ ହାଜତ ମିଆଦ ମେ’ ୦୭ ପର୍ଯ୍ୟନ୍ତ ବଢିଲା
ପ୍ରସାଦ ରାଓ ନୂଆଦିଲ୍ଲୀ/ ଏପ୍ରିଲ ୨୩ ଦିଲ୍ଲୀ ସରକାରଙ୍କ ଅବକାରୀ ନୀତିରେ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ଦ୍ୱାରା ଗିରଫ ହୋଇ ଗତ ୧ ତାରିଖରୁ ତିହାର ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ... -
୨୦୧୬ ଶିକ୍ଷକ ନିଯୁକ୍ତିକୁ ଅସିଦ୍ଧ କଲେ କୋଲକାତା ହାଇକୋର୍ଟ, ରାଜନୀତି ସରଗରମ
ପ୍ରସାଦ ରାଓ ଏପ୍ରିଲ ୨୨ ରାଜ୍ୟସ୍ତରୀୟ ସିଲେକ୍ସନ୍ ଟେଷ୍ଟ-୨୦୧୬ (ଏସଏଲଏସଟି) ମାଧ୍ୟମରେ ପଶ୍ଚିମ ବଂଗର ବିଭିନ୍ନ ସରକାରୀ ପ୍ରୟୋଜିତ ଓ ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ଯେଉଁ ୨୫ ହଜାରରୁ ଅଧିକ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଥିଲା ସେଥିରେ ବ୍ୟାପକ ... -
ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ଭୋଟ ଏପ୍ରିଲ ୨୬ରେ
ପ୍ରସାଦ ରାଓ ନୂଆଦିଲ୍ଲୀ/ଏପ୍ରିଲ ୨୧ ଏପ୍ରିଲ ୨୬ରେ ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ହେବାକୁ ଯାଉଛି । ସେଦିନ ୧୩ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳର ୮୯ ଲୋକସଭା ଆସନ ପାଇଁ ମତଦାନ ... -
ଲୋକସଭା ନିର୍ବାଚନ ମହାପର୍ବ ଆରମ୍ଭ, ଆଠ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ଭାଗ୍ୟ ଭୋଟ ବାକ୍ସରେ..
ପ୍ରସାଦ ରାଓ ନୂଆଦିଲ୍ଲୀ/ଏପ୍ରିଲ ୧୯ ଆଜି ଦେଶର ୧୮ତମ ଲୋକସଭା ନିର୍ବାଚନ ପାଇଁ ମତଦାନ ମହାପର୍ବ ଆରମ୍ଭ ହୋଇଛି । ଏପ୍ରିଲ ୧୯ରୁ ଜୁନ ୦୧ ତାରିଖ ପର୍ଯ୍ୟନ୍ତ ସାତ ପର୍ଯ୍ୟାୟରେ ଏହି ନିର୍ବାଚନ ହେବାକୁ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS