News/ General
-
ଜିଲ୍ଲା କଂଗ୍ରେସ ତରଫରୁ ଗଣଧାରଣା
ସୁନ୍ଦରଗଡ (ମୋ ଅନୁଭବ): ଦ୍ୱିତୀୟ ବ୍ରହ୍ମଣୀ ସେତୁ, ରାଉରକେଲାରେ ମେଡିକାଲ୍ କଲେଜ ପ୍ରତିଷ୍ଠା, କୋଏଲ ବ୍ୟାରେଜ୍ ନିର୍ମାଣ ପ୍ରଭୃତି ଦାବିକୁ ନେଇ ଜିଲ୍ଲା କଂଗ୍ରେସର ଆହ୍ୱାନକ୍ରମେ ଜିଲ୍ଲା ସଭାପତି ବୀରେନ୍ ସେନାପତିଙ୍କ ନେତୃତ୍ୱରେ ... -
ଜାହାଜରେ ବେଆଇନ ବାଲି ଚାଲାଣ ରୋକିବାକୁ ଗଞ୍ଜାମ ବିଜେପିର ଦାବି
ବ୍ରହ୍ମପୁର, ୦୨ ଏପ୍ରିଲ (ମୋ ଅନୁଭବ): ଗୋପାଳପୁର ବନ୍ଦରରୁ ବେଆଇନ ଭାବେ ବାଲି ଚାଲାଣ ଚାଲି ଥିବାରୁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ତାହାର ଦୃଢ ବିରୋଧ କରାଯାଇ ଦକ୍ଷିଣାଂଚଳ ରାଜସ୍ୱ କମିସନରଙ୍କୁ ... -
ସଡ଼କ ଦୁର୍ଘଟଣାରେ ବନ୍ଦର କର୍ମଚାରୀଙ୍କ ମୃତ୍ୟୁ
ଛତ୍ରପୁର, ୦୨ ଏପ୍ରିଲ (ମୋ ଅନୁଭବ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଛକରେ ବୁଲେଟ୍ ଦୁର୍ଘଟଣାରେ ଗୋପାଳପୁର ବନ୍ଦରର ଏଜିଏମ୍ (ଅପରେସନ୍) ପ୍ରତାପ ରଥଙ୍କ ମୃତ୍ୟୁ ଘଟି ଥିବା ଖବର ... -
ଜାତୀୟ ନାଟକ ମହୋତ୍ସବର ଅନ୍ତିମ ସଂଧ୍ୟାରେ ନାଟକ ‘ପାରଲି’ ପ୍ରଦର୍ଶିତ
ରାଉରକେଲା, ୦୨ଏପ୍ରିଲ (ମୋ ଅନୁଭବ ): ରାଉରକେଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ସମ୍ପକ’ର୍ ତରଫରୁ ବିଶ୍ୱ ନାଟ୍ୟ ଦିବସ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ପ୍ରତିଯୋଗିତାର ଅନ୍ତିମ ଦିବସରେ ଭାସ୍କର ମହାପାତ୍ରଙ୍କ ରଚିତ ... -
ପୁସ୍ତକ “ନଦୀର ନାଁ ଖରସ୍ରୋତା” ଉନ୍ମୋଚିତ
ରାଉରକେଲା, ୦୨ ଏପ୍ରିଲ (ମୋ ଅନୁଭବ): ସ୍ଥାନୀୟ କଲଚୁରାଲ ଏକାଡେମୀ ପରିସରରେ ଓଡିଆ ଭାଷା ବିକାଶ ମଂଚ ରାଉରକେଲା ତରଫରୁ ବିଶିଷ୍ଟ ଗାଳ୍ପିକ ବିଷ୍ଣୁ ଚରଣ ମହାନ୍ତିଙ୍କ ଗଳ୍ପ ପୁସ୍ତକ “ନଦୀର ନାଁ ... -
ସାରନା ପୀଠରେ ପ୍ରସିଦ୍ଧ ‘ସାରହୁଲ’ ମହୋତ୍ସବ ଅନୁଷ୍ଠିତ
ରାଉରକେଲା, ୦୨ ଏପ୍ରିଲ (ମୋ ଅନୁଭବ): ପଶ୍ଚିମ ଓଡିଶାର ଅନନ୍ୟ ଆଦିବାସୀ ଗଣପର୍ବ ‘ସାରହୁଲ’ ରାଉରକେଲା ମୁନିସପାଲିଟି କଲେଜ ନିକଟ ‘ସାରନା’ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଝାଡଖଂଡ, ପଶ୍ଚିମବଙ୍ଗ, ... -
ଜାତୀୟ ନାଟକ ମହୋତ୍ସବ: ଦ୍ୱିତୀୟ ସଂଧ୍ୟାରେ ନାଟକ ‘ଗୀତ ଗୋବିନ୍ଦ’ ଏବଂ ତୃତୀୟ ଦିବସରେ କ୍ଷୁଦ୍ର ନାଟକ ‘ମୋ ଗାଁ ସୁନ୍ଦର’ ଓ ‘ଚାରୁଲତା’ ପ୍ରଦର୍ଶିତ
ରାଉରକେଲା (ମୋ ଅନୁଭବ ): ସ୍ଥାନୀୟ ସିଭକ ସେଂଟର ପ୍ରେକ୍ଷାଳୟରେ ଆରମ୍ଭ ହୋଇଥିବା ଜାତୀୟ ନାଟକ ମହୋସôବର ଦ୍ୱିତୀୟ ଦିବସରେ କିଂଶୁକ୍ ବନେ୍ଦାପଧ୍ୟାୟଙ୍କ ରଚିତ ଓ ନିଦେ୍ର୍ଦଶିତ ନାଟକ ‘ଗୀତ ଗୋବିନ୍ଦ’ ପ୍ରଦର୍ଶିତ ... -
ସିବିଏସଇ ପ୍ରଶ୍ନପତ୍ର ଲିକ୍: ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ଓ ଦଶମ ଶ୍ରେଣୀର ଗଣିତ ପରୀକ୍ଷା ପୁଣି ଥରେ ହେବ
ନୂଆଦିଲ୍ଲୀ ମାର୍ଚ୍ଚ ୨୯ (ମୋ ଅନୁଭବ): ସିବିଏସଇ ବୋର୍ଡ ପରୀକ୍ଷାରେ ଦଶମ ଶ୍ରେଣୀର ଗଣିତ ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା କୋମଳମତି ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS