New Delhi
-
‘ଅଫିସ୍ ଅଫ୍ ପ୍ରଫିଟ୍’: ୨୦ ‘ଆପ୍’ ବିଧାୟକଙ୍କୁ ବରଖାସ୍ତ ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିଶ କଲେ ନିର୍ବାଚନ କମିସନ
ନୂଆଦିଲ୍ଲୀ, ୧୯ ଜାନୁୟାରୀ: ବିଧାୟକ ଥାଇ ଦିଲ୍ଲୀ ସରକାରଙ୍କ ଦ୍ୱାରା ଅନ୍ୟ ଲାଭଜନକ ପଦବୀରେ ନିଯୁକ୍ତି ପାଇଥିବା ୨୦ ଜଣ ଆମ୍ ଆଦମୀ ପାର୍ଟି (ଆପ୍) ବିଧାୟକଙ୍କୁ ‘ଅଯୋଗ୍ୟ’ ଘୋଷଣା କରାଯିବା ସକାଶେ ... -
ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ ବିଧାନସଭା ନିର୍ବାଚନ ଫେବୃୟାରୀରେ
ନୂଆଦିଲ୍ଲୀ, ୧୯ ଜାନୁୟାରୀ: ମେଘାଳୟ, ତ୍ରିପୁରା ଓ ନାଗାଲାଣ୍ଡ୍ ରାଜ୍ୟ ବିଧାନସଭା ନିର୍ବାଚନ ଫେବୃୟାରୀରେ ହେବ । ମୁଖ୍ୟ ନିର୍ବାଚନ କମିସନର ଏ.କେ. ଜୋତି ଗୁରୁବାର ଦିନ ନୂଆଦିଲ୍ଲୀ ଠାରେ ଏକ ସାମ୍ବାଦିକ ... -
ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି, ୨୦୧୭ରେ ୧୦ ନିୟୁତ ଟପିଲା
ନୂଆଦିଲ୍ଲୀ, ୧୮ ଜାନୁୟାରୀ: ୨୦୧୭ରେ ଭାରତକୁ ଆସିଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୧୦ ନିୟୁତ ଟପିଛି । ୨୦୧୬ ତୁଳନାରେ ଏହି ସଂଖ୍ୟା ଯଥେଷ୍ଟ ଅଧିକ । ଗଲା ବର୍ଷ ଦେଶ ଏ ... -
ମୁଖ୍ୟମନ୍ତ୍ରୀ କେଜିରିୱାଲଙ୍କ ପ୍ରସ୍ତାବକୁ ମାନି ନେଲେ ଦିଲ୍ଲୀ ଏଲ୍.ଜି
ନୂଆଦିଲ୍ଲୀ, ୧୬ ଜାନୁୟାରୀ: ଦିଲ୍ଲୀବାସୀଙ୍କ ଦୁଆର ମୁହଁରେ ୪୦ଟି ସେବା ପହଂଚାଇବାକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲଙ୍କ ସରକାର ଗତ ନଭେମ୍ବର ମାସରେ ଯେଉଁ ଯୋଜନା କରିଥିଲେ ତାହା ବାସ୍ତବ ରୂପ ନେବାକୁ ଯାଉଛି ... -
ସୁପ୍ରିମ କୋର୍ଟରେ ସ୍ୱାଭାବିକ ଅବସ୍ଥା ଫେରିଲା !
ନୂଆଦିଲ୍ଲୀ, ୧୬ ଜାନୁୟାରୀ: ସୁପ୍ରିମ କୋର୍ଟ ମୁଖ୍ୟ ନ୍ୟାୟାଧିଶଙ୍କ ବିରୋଧରେ ଚାରି ଜଣ ବରିଷ୍ଠ ନ୍ୟାୟାଧିଶଙ୍କ ପକ୍ଷପାତ ଅଭିଯୋଗକୁ ନେଇ ଯେଉଁ ବିବଦମାନ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହାର ସମାଧାନ ହେଇଥିବା ସୂଚନା ... -
Air quality improves to ‘poor’ in NCR
The National Capital and surrounding regions saw respite from air pollution on Friday with air quality improving from “very poor” to “poor”. According to ... -
ସୁପ୍ରିମ କୋର୍ଟ ମୁଖ୍ୟ ନ୍ୟାୟାଧିଶଙ୍କ ବିରୋଧରେ ଚାରି ବରିଷ୍ଠ ବିଚାରପତିଙ୍କ ବିଦ୍ରୋହ
ନୂଆଦିଲ୍ଲୀ, ୧୩ ଜାନୁୟାରୀ: ସୁପ୍ରିମ କୋର୍ଟର ଚାରି ଜଣ ବରିଷ୍ଠ ବିଚାରପତି ଶୁକ୍ରବାର ଦିନ ଏକ ସାମ୍ବାଦିକ ସମ୍ମିଳନୀ କରି ଦେଶର ମୁଖ୍ୟ ନ୍ୟାୟାଧିଶଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିବା ଘଟଣା ଦେଶବ୍ୟାପୀ ... -
ଟୁ-ଜି ସ୍ପେକ୍ଟ୍ରମ ବଂଟନ ମାମଲାରେ ସମସ୍ତ ଅଭିଯୁକ୍ତ ଖଲାସ
ନୂଆଦିଲ୍ଲୀ, ୨୨ ଡ଼ିସେମ୍ବର: ବହୁଚର୍ଚ୍ଚିତ ଟୁ-ଜି ସ୍ପେକ୍ଟ୍ରମ୍ ବଂଟନ ମାମଲାରେ ଅଭିଯୁକ୍ତ ପୂର୍ବତନ ଟେଲିକମ୍ ମନ୍ତ୍ରୀ ଏ. ରାଜା, ଡ଼ିଏମୟକେ ନେତ୍ରୀ କାନିମୋଝିଙ୍କ ସମେତ ସମସ୍ତ ଅଭିଯୁକ୍ତ ଗୁରୁବାର ଦିନ ସିବିଆଇର ଏକ ... -
Virat & Anushka’s Grand Wedding Reception
New Delhi:Newly weds Virat Kohli and Anushka Sharma hosted their wedding reception in New Delhi on Thursday, and they look stunning in their designer ... -
ବିଧାନସଭା ଭୋଟ ଫଳାଫଳ: ଗୁଜରାଟରେ ବିଜେପିର ଆସନ ସଂଖ୍ୟା କମିଛି କଂଗ୍ରେସର ବଢିଛି
– ପ୍ରସାଦ ରାଓ – ନୂଆଦିଲ୍ଲୀ,୧୯ ଡ଼ିସେମ୍ବର: ଗୁଜୁରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପଳାଫଳ ବିଜେପି ସପକ୍ଷରେ ଯାଇ ଥିବାରୁ ଦଳ ବେଶ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି । ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS