Editor’s story
-
ମୋଦୀଜୀ ରାମ ଧାମ ଛାଡି ଜଗନ୍ନାଥ ଧାମ ମୁହାଁ କାହିଁକି ?
– ପ୍ରସାଦ ରାଓ – ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପୁରୀ ଲୋକସଭା ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି ପ୍ରଚାର ଯୋର ଧରିଛି । ବିଜେପି ପକ୍ଷରୁ ଏହି ... -
‘ମି-ଠୁ’ କଂପନ, ପ୍ରଥମ ମୁଣ୍ଡ ଗଡିଲା ଆକବରଙ୍କ
– ପ୍ରସାଦ ରାଓ – ନୂଆଦିଲ୍ଲୀ,୧୭ ଅକ୍ଟୋବର: କେନ୍ଦ୍ର ବିଜେପି ସରକାରର ପ୍ରଥମ ବଡ ମୁଣ୍ଡ ଗଡିଲା ଆଜି । ତାହା ପୁଣି ଏମ.ଜେ.ଆକବରଙ୍କ ଭଳି ଜଣେ ବରିଷ୍ଠ ସାମ୍ବାଦିକ ତଥା ରାଜନେତାଙ୍କ ... -
‘ତିତଲି’ ମୃତ୍ୟୁ ସଂଖ୍ୟାକୁ ନେଇ ରାଜ୍ୟ ସରକାର ଏବେ ବିରୋଧୀଙ୍କ ଶିକାର
– ପ୍ରସାଦ ରାଓ – ଭୁବନେଶ୍ୱର,୧୬ ଅକ୍ଟୋବର: ‘ତିତଲି’ରେ ମୃତ୍ୟୁ ସଂଖ୍ୟାକୁ ନେଇ ଏବେ ରାଜ୍ୟ ସରକାର ବିରୋଧୀଙ୍କ ଶିକାର ହୋଇଛନ୍ତି । ଏହି ବାତ୍ୟାରେ ଗଂଜାମ ଓ ଗଜପତି ଜିଲ୍ଲରେ ୪୫ରୁ ... -
ମାନିଲେ ଠାକୁର, ନ ମାନିଲେ…
– ପ୍ରସାଦ ରାଓ – ପୁରୀ, ୦୬ ଅକ୍ଟୋବର: ଗତ ବୁଧବାର (୩ ତାରିଖ) ଦିନ ପୁରୀ ଶ୍ରୀ ଜଗନ୍ନାଥ କ୍ଷେତ୍ରରେ ଘଟି ଥିବା ଚରମ ହିଂସା ଦେଶବାସୀଙ୍କୁ ବିସ୍ମିତ ଓ ବିଚଳିତ ... -
ଭାରତୀୟ ଗଣମାଧ୍ୟମର ଧଜ୍ଜିଆ ଉଡାଇଲେ ସିଦ୍ଧାର୍ଥ ବରଦରାଜନ୍
– ପ୍ରସାଦ ରାଓ – ଭୁବନେଶ୍ୱର, ୦୫ ଅକ୍ଟୋବର: ଭାରତୀୟ ଗଣମାଧ୍ୟମର ଧଜ୍ଜିଆ ଉଡାଇଛନ୍ତି ପ୍ରଖ୍ୟାତ ସାମ୍ବାଦିକ ସିଦ୍ଧାର୍ଥ ବରଦରାଜନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ଗୋଡାଣିଆ ସାଜି ଥିବା ଦେଶର ... -
‘ଆଧାର’କୁ ନେଇ ଭିନ୍ନମତ: ଜଷ୍ଟିସ ଚନ୍ଦ୍ରଚୂଡଙ୍କ ରାୟ ‘ସଂଖ୍ୟାଗରିଷ୍ଠ’ ରାୟ ତୁଳନାରେ ଅଧିକ ଚର୍ଚ୍ଚାରେ
– ପ୍ରସାଦ ରାଓ – ସୁପ୍ରିମ କୋର୍ଟର ଏକ ପାଂଚ ଜଣିଆ ଖଣ୍ଡପୀଠ ବୁଧବାର (୨୬ ତାରିଖ) ଦିନ ସାଧାରଣ ନାଗରିକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଚଳିତ ବାର ଅଙ୍କ ବିଶିଷ୍ଟ ... -
ବିଜେପିକୁ ଅସମୟରେ ଅଯାଚିତ ସାହାଯ୍ୟ କରିଥିବା ନବୀନ ଏବେ ରାଗୁଛନ୍ତି କାହା ଉପରେ ?
– ପ୍ରସାଦ ରାଓ – ଭୁବନେଶ୍ୱର,୨୪ ସେପ୍ଟେମ୍ବର: ଓଡ଼ିଶା ସରକାର ଚୋର । ସବୁ କେନ୍ଦ୍ରୀୟ ଯୋଜନାକୁ ହଡପ କରି ନିଜ ନାଁରେ କରି ନେଉଛନ୍ତି । ସରକାର ଗରୀବ ଲୋକଙ୍କୁ ଯୋଗାଉ ... -
ବିଜେଡ଼ିରେ ଅସହିଷ୍ଣୁତା ବଢୁଛି, ଦଳରେ ଥିବା ନେତାମାନେ ଅସହାୟ ଓ ଅଣନିଶ୍ୱାସୀ
ଭୁବନେଶ୍ୱର, ୧୯ସେପ୍ଟେମ୍ବର (ପ୍ରସାଦ ରାଓ): କିଛି ଦିନ ହେଲା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏଭଳି କିଛି ‘ପୋଷ୍ଟିଂ’ ଦେଖିବାକୁ ମିଳୁଛି, ଯେଉଁଥିରୁ କି ଓଡ଼ିଶାରେ ଶାସକ ଦଳରେ ଅସହିଷ୍ଣୁତା ଓ ଅସହାୟତା ବୃଦ୍ଧିି ... -
ଇସ୍ରୋ ‘ମିଥ୍ୟା’ ଗୁପ୍ତଚର ମାମଲାର ଆଉ ଏକ ଦୁଃଖଦ ଅନୁଭବ: ସୁପ୍ରିମ କୋର୍ଟଙ୍କ ରାୟ ଆସିଲା ସିନା ଶୁଣିବାକୁ ଅବକାଶ ମିଳିଲା ନାହିଁ ଅନ୍ୟତମ ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କୁ
ବେଙ୍ଗାଲୁରୁ, ସେପ୍ଟେମ୍ବର ୧୮ (ପ୍ରସାଦ ରାଓ):୧୯୯୪ ଇସ୍ରୋ ‘ମିଥ୍ୟା’ ଗୁପ୍ତଚର ମାମଲା ସହ ସଂପୃକ୍ତ ଆଉ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ବୈଜ୍ଞାନିକ ... -
କେମିତି ଦୂର ହେବ ପୁଲିସ ପ୍ରତି ଥିବା ଅବିଶ୍ୱାସ ?
– ପ୍ରସାଦ ରାଓ- ଭୁବନେଶ୍ୱର, ସେପ୍ଟେମ୍ବର ୧୬ : ବ୍ରିଟିଶ ଶାସନରେ ଭାରତୀୟଙ୍କୁ ଭୟଭୀତ କରି ରଖିବା ସକାଶେ ପୁଲିସ ବାହିନୀକୁ ଯଥେଷ୍ଟ କ୍ଷମତା ଦିଆଯାଇଥିଲା । ଭାରତୀୟଙ୍କୁ ଡ଼ରାଇ ଥରାଇ ରଖିବା ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS