News/ General
-
ସାରଳା ସାସ୍କୃତିକ ପରିଷଦ ତରଫରୁ ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା(ମୋ ଅନୁଭବ ): ରାଉରକେଲା ସେକ୍ଟର-୬ ସ୍ଥିତ ସାରଳା ମନ୍ଦିର ପ୍ରଙ୍ଗଣରେ ବାସନ୍ତିକ ପୂଜା ସହ ସାରଳା ସାଂସ୍କୃତିକ ପରିଷଦର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ବରିଷ୍ଠ ... -
ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ମହାଧିବେଶନ, କମ୍ ଦରମାକୁ ମାତ୍ରାଧିକ ଚାପ ଅଭିଯୋଗ
ଭୁବନେଶ୍ୱର (ମୋ ଅନୁଭବ): ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ ଠାରେ ଗ୍ରାମ ରୋଜଗାର ସେବକ ସଂଘର ମହାଧିବେଶନ ଅନୁଷ୍ଠିତ ହୋଇ ଜିଆରଏସ୍ ଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନିନ୍ଦା କରାଯାଇଛି । ... -
ମ୍ୟୁଜିକ ସର୍କଲ ତରଫରୁ ସପ୍ତାହ ବ୍ୟାପି ବସନ୍ତ ସମାରୋହ ଅନୁଷ୍ଠିତ
ରାଉରକେଲା (ମୋ ଅନୁଭବ): ମ୍ୟୁଜିକ ସର୍କଲ ତରଫରୁ ସପ୍ତାହ ବ୍ୟାପି ବସନ୍ତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବିଭିନ୍ନ ଦିବସରେ ରାଜ୍ୟ ତଥା ରାଜ୍ୟ ବାହାରୁ ବିଭିନ୍ନ ଅନୁଷ୍ଠାନର କଳାକାର ... -
ସ୍ଲୋକା-ଆକାଶଙ୍କ ନିର୍ବନ୍ଧ ସରିଲା
ମୁମ୍ବାଇ, ୨୭ ମାର୍ଚ୍ଚ: ଦେଶର ସବୁଠାରୁ ଧନୀ ନିତା ଓ ମୁକେଶ ଆମ୍ବାନୀଙ୍କ ବଡ ପୁଅ ଆକାଶ ଆମ୍ବାନୀଙ୍କ ସହ ତାଙ୍କ ସ୍କୁଲ ଦିନର ସାଙ୍ଗ ସ୍ଲୋକା ମେହେଟ୍ଟାଙ୍କ ଗୋଆରେ ନିର୍ବନ୍ଧ ସରି ... -
ମସଜିଦ ଜମାଲ ରଜାରେ ଜୁମା ନମାଜ ପାଠର ଶୁଭାରମ୍ଭ
ବ୍ରହ୍ମପୁର, ୧୦ ମାର୍ଚ୍ଚ : ସ୍ଥାନୀୟ ସୋମନାଥ ନଗର ପଂଚମ ଲାଇନରେ ଥିବା ମସଜିଦ ଜମାଲ ରଜାରେ ୯ ତାରିଖ ଶୁକ୍ରବାର ଦିନ ଜୁମା ନମାଜ ପାଠର ଶୁଭ ଉଦ୍ଘାଟନ ହୋଇଛି । ... -
ରାଉରକେଲାରେ ସିଡ୍ଲ୍ୟଏସ ପକ୍ଷରୁ ୫ଟି ସ୍ଥାନରେ ମେଗା ମହିଳା ଦିବସ କାର୍ଯ୍ୟକ୍ରମ
ରାଉରକେଲା, ୧୦ ମାର୍ଚ୍ଚ : କମ୍ୟୁନିଟି ୱେଲଫେୟାର ସୋସାଇଟି ପକ୍ଷରୁ ରାଉରକେଲାରେ ଏକା ସାଙ୍ଗରେ ୫ଟି ସ୍ଥାନରେ ମହିଳା ଦିବସ ଉପଲକ୍ଷେ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS