Blog
-
‘କ୍ଷମା ପ୍ରାର୍ଥନା’ ନାଟକ କେଜରିୱାଲଙ୍କ ‘ଦୁର୍ନୀତି ବିରୋଧୀ’ ଚେହେରାକୁ ମଳିନ ପକାଇ ଦେଇଛି
(ଶିବ ପ୍ରସାଦ ଦାସ) ନୂଆଦିଲ୍ଲୀ, ୨୦ ମାର୍ଚ୍ଚ: ଆମ୍ ଆଦମୀ ପାର୍ଟି (ଆପ୍) ମୁଖ୍ୟ ଅରବିନ୍ଦ କେଜରିୱାଲ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ଆନ୍ନା ହଜାରେଙ୍କ ପଟ୍ଟଶିଷ୍ୟ ଭାବେ ଦୁର୍ନୀତି ବିରୋଧୀ ଆନେ୍ଦାଳନ ନେତୃତ୍ୱ ନେଇ ... -
ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବର ଭାଗ୍ୟ ମଙ୍ଗଳବାର ଜଣାପଡିବ
ନୂଆଦିଲ୍ଲୀ, ୨୦ ମାର୍ଚ୍ଚ: ୨୦୧୪ରେ ଆନ୍ଧ୍ର ପ୍ରଦେଶର ପୁନର୍ଗଠନ କରାଯାଇ ନୂତନ ତେଲେଙ୍ଗାନା ରାଜ୍ୟ ଗଠନ ସମୟରେ କେନ୍ଦ୍ର ସରକାର ଆନ୍ଧ୍ରକୁ ‘ସ୍ୱତନ୍ତ୍ର ପାହ୍ୟା ରାଜ୍ୟ’ ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇ ରକ୍ଷା କରି ନଥିବା ... -
ଚତୁର୍ଥ ଥର ପାଇଁ ଚାରା ଘୋଟାଲା ମାମଲାରେ ଲାଲୁ ଦୋଷୀ ସାବ୍ୟସ୍ତ
ରାଂଚି, ୧୯ ମାର୍ଚ୍ଚ: ଚାରା ଘୋଟାଲା ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବଙ୍କୁ ଆଉ ଏକ ଝଟକା ଲାଗିଛି । ରାଂଚିର ସ୍ୱତନ୍ତ୍ର ସିବିଆଇ ... -
ରାଷ୍ଟ୍ରପତି ଦିଲ୍ଲୀ ଫେରିଲେ, ନବୀନ ଓ ଧର୍ମେନ୍ଦ୍ରଙ୍କୁ ପ୍ରଶଂସା ବିରୋଧୀଙ୍କ ହଜମ ହେଉନି
ଭୁବନେଶ୍ୱର, ୧୯ ମାର୍ଚ୍ଚ: ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କର ଦୁଇ ଦିନିଆ ଓଡ଼ିଶା ଗସ୍ତ ଶେଷ କରି ରବିବାର ସନ୍ଧ୍ୟାରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ନୂଆଦିଲ୍ଲୀ ଫେରି ଯାଇଛନ୍ତି । ରାଷ୍ଟ୍ରପତିଙ୍କ ସହ ତାଙ୍କ ... -
ବିଶ୍ୱ ବାଣିଜ୍ୟ ସଂଗଠନ ବୈଠକରୁ ପାକିସ୍ତାନ ଓହରିଲା
ନୂଆଦିଲ୍ଲୀ, ୧୭ ମାର୍ଚ୍ଚ: ଭାରତ ପାକିସ୍ତାନ ମଧ୍ୟରେ ସଂପର୍କ ଦିନକୁ ଦିନ ତୀକ୍ତ ହେଉଥିବା ବେଳେ ଆସନ୍ତା ୧୯ ଓ ୨୦ ତାରିଖ ଦୁଇ ଦିନ ଧରି ଏଠାରେ ହେବାକୁ ଥିବା ବିଶ୍ୱ ବାଣିଜ୍ୟ ସଂଗଠନ(ଡ଼ବ୍ଲୁଟିଓ)ର ... -
ବିଜେପି ‘ଘୃଣା’ର ରାଜନୀତି କରୁଛି – କଂଗ୍ରେସର ରାଜନୈତିକ ପ୍ରସ୍ତାବରେ ଅଭିଯୋଗ
ନୂଆଦିଲ୍ଲୀ,୧୭ ମାର୍ଚ୍ଚ: ଜାତୀୟ ରାଜନୀତିରେ ବିଜେପିର ଶକ୍ତିକ୍ଷୟ ଦେଖି କଂଗ୍ରେସ ବେଶ୍ ଉତ୍ସାହିତ । ନିକଟରେ ଅନୁଷ୍ଠିତ ବିଭିନ୍ନ ଉପ ନିର୍ବାଚନରେ ବିଜେପି ପ୍ରତି ଭୋଟରମାନେ ବିମୁଖ ଥିବା ବିଜେପିର ପରାଜୟରୁ ସ୍ପଷ୍ଟ ହେଉଛିି ବୋଲି ... -
ବିଜୁ ବାବୁଙ୍କୁ ନେଇ କେବଳ ଓଡ଼ିଶା ନୁହେଁ, ସମଗ୍ର ଦେଶ ଗର୍ବିତ: ରାଷ୍ଟ୍ରପତି
ଭୁବନେଶ୍ୱର, ୧୮ ମାର୍ଚ୍ଚ: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ କେବଳ ଓଡ଼ିଶାବାସୀଙ୍କ ନୁହେଁ, ସବୁ ଭାରତୀୟଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ତାଙ୍କୁ ନେଇ ସମଗ୍ର ଦେଶ ଗର୍ବିତ ... -
ଏନଡ଼ିଏରୁ ଓହରିଲା ଟିଡ଼ିପି, ମୋଦୀ ସରକାର ବିରୋଧରେ ଆଣିବ ଅନାସ୍ଥା ପ୍ରସ୍ତାବ
ନୂଆଦିଲ୍ଲୀ, ୧୬ ମାର୍ଚ୍ଚ: ଶେଷରେ, ଜାତୀୟ ଗଣତାନ୍ତ୍ରିକ ମେଂଟ (ଏନଡ଼ିଏ)ରୁ ଓହରି ଯାଇଛି ଆନ୍ଧ୍ର ପ୍ରଦେଶର ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି) । ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ... -
ଛତିଶଗଡ଼ରେ ମାଓବାଦୀଙ୍କ ସଂହାରଲୀଳା, ୯ ସିଆରପିଏଫ ଯବାନ ମୃତ
ସୁକମା (ଛତିଶଗଡ଼), ୧୪ ମାର୍ଚ୍ଚ: ଛତିଶଗଡ଼ର ସୁକମା ଜିଲ୍ଲାରେ ମଙ୍ଗଳବାର ଅପରାହ୍ନରେ ମାଓବାଦୀମାନେ ଏକ ଶକ୍ତିଶାଳୀ ଲ୍ୟାଣ୍ଡ୍ ମାଇନ୍ ବିସ୍ଫୋରଣ ଘଟାଇ ସିଆରପିଏଫ ଯବାନଙ୍କୁ ନେଇ ଯାଉଥିବା ଏକ ମାଇନ୍ ପ୍ରୋଟେକ୍ଟିଭ ଭେଇକିଲ୍ (ଏମପିଭି)କୁ ଉଡାଇ ... -
ମହାରାଷ୍ଟ୍ର ସରକାରଙ୍କ ଠାରୁ ଓଡ଼ିଶା ଶିକ୍ଷାଲାଭ କରିବା ଉଚିତ
ଭୁବନେଶ୍ୱର, ୧୪ ମାର୍ଚ୍ଚ : ମହାରାଷ୍ଟ୍ରର ଦେବେନ୍ଦ୍ର ଫଡ଼ନାଭିସ୍ ସରକାର ଯେଭଳି ସଂଯମତା ଦେଖାଇ ସୋମବାର ଦିନ ରାଜ୍ୟର ଚାଷିମାନଙ୍କ ସମସ୍ୟାର ସମାଧାନ ପାଇଁ ଆଗଭର ହେଲେ ସେଥିରୁ ଓଡ଼ିଶା ସରକାର ଶିକ୍ଷାଲାଭ କରିବା ଉଚିତ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS