Blog
-
ଟିକିରି ରାସ୍ତାରେ ଯାଉଛି କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାର ତଦନ୍ତ !
– ପ୍ରସାଦ ରାଓ – ଭୁବନେଶ୍ୱର, ୧୪ ମାର୍ଚ୍ଚ : କୁନ୍ଦୁଲି ଗଣ ଦୁଷ୍କର୍ମ ଘଟଣାର ତଦନ୍ତ ଠିକ୍ ଟିକିରି ରାସ୍ତାରେ ଯାଉଛି । ଉଭୟ ଘଟଣାର ତଦନ୍ତ ଦାୟିତ୍ୱ ରାଜ୍ୟ କ୍ରାଇମ୍ ବ୍ରାଂଚ ଉପରେ ... -
କାଠମାଣ୍ଡୁରେ ଯାତ୍ରୀବାହୀ ବିମାନ ଦୁର୍ଘଟଣା, ୪୯ ମୃତ, ୨୨ ଗୁରୁତର
କାଠମାଣ୍ଡୁ, ୧୩ ମାର୍ଚ୍ଚ: ନେପାଳର ରାଜଧାନୀ କାଠମାଣ୍ଡୁ ଆନ୍ତର୍ଜାତିକ ବିମାନ ବନ୍ଦରରେ ସୋମବାର ଅପରାହ୍ନରେ ଏକ ଦୁଃଖଦ ବିମାନ ଦୁର୍ଘଟଣା ଘଟି ୪୯ ଜଣଙ୍କ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଓ ୨୨ଜଣ ଗୁରୁତର ଆହତ ହୋଇଛନ୍ତି ... -
ସଂଖ୍ୟାଲଘୁ ମୁସଲିମ ଛାତ୍ରୀଙ୍କ ଲାଗି ଖୁବ୍ ଶୀଘ୍ର ଆସୁଛି “ପ୍ରଧାନମନ୍ତ୍ରୀ ସାଦୀ ସଗୁନ ଯୋଜନା”
ରାଉରକେଲାରୁ ଶିବ ପ୍ରସାଦ ଦାସ ସଂଖ୍ୟାଲଘୁ ସଶକ୍ତ ମନ୍ତ୍ରଣାଳୟ ସାମାଜିକ ଓ ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଥିବା ମହିଳା ମାନଙ୍କୁ ଜାତୀୟ ସ୍ରୋତରେ ସାମିଲ କରିବା ଲାଗି ଖୁବ ଶୀଘ୍ର ଆଣୁଛି ଏକ ନୂତନ ଯୋଜନା ... -
ମହାନଦୀ ଜଳ ବିବାଦ: ଜଷ୍ଟିସ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ତିନି ଜଣିଆ ଟ୍ରିବ୍ୟୁନାଲ ଗଠିତ
ନୂଆଦିଲ୍ଲୀ, ୧୩ ମାର୍ଚ୍ଚ: ଓଡ଼ିଶା- ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦର ସମାଧାନ ପାଇଁ ସ୍ୱତନ୍ତ୍ର ଟ୍ରିବ୍ୟୁନାଲ ଗଠନ ସଂପର୍କୀତ ବିଜ୍ଞପ୍ତି ସୋମବାର ପ୍ରକାଶ ପାଇଛି । ସୁପ୍ରିମ କୋର୍ଟ ବିଚାରପତି ଜଷ୍ଟିସ ଏ.ଏମ. ଖାନୱିଲକରଙ୍କ ... -
ନିଃସର୍ତ କୃଷି ଋଣ ଓ ବିଦ୍ୟୁତ ଶୁଳ୍କ ଛାଡ ଦାବି, ମୁମ୍ବାଇରେ ମହାରାଷ୍ଟ୍ର ଚାଷିଙ୍କ ଧମାକା
ନୂଆଦିଲ୍ଲୀ, ୧୨ ମାର୍ଚ୍ଚ: ନିଃସର୍ତ କୃଷି ଋଣ ଓ ବିଦ୍ୟୁତ ଶୁଳ୍କ ଛାଡ ସମେତ ଅନ୍ୟାନ୍ୟ ଦାବି ଉପସ୍ଥାପନ କରି ମହାରାଷ୍ଟ୍ରର ଚାଷିମାନେ ସୋମବାର ଦିନ ମୁମ୍ବାଇରେ ବିରାଟ ସମାବେଶ କରିଛନ୍ତି । ରାଜ୍ୟର ବିଭିନ୍ନ ... -
Lajpat Nagar traders hold protest, call Delhi band on March 13
Shopkeepers in Lajpat Nagar today agitated in protest against sealing of 400 shops by civic authorities for alleged misuse and encroachment of properties. The traders said ... -
UK deploys military in Russia spy attack probe
British police requested military assistance in investigating a nerve agent attack on a former Russian double agent as speculation mounted about how London could respond if ... -
All Haryana cities to be equipped with CCTVs, LED lights: Minister
The Haryana government would install CCTV cameras in all cities and replace CFL bulbs with the more-efficient LED lights in all civic bodies, a state minister ... -
ପତ୍ନୀଙ୍କ ପାଇଁ ଅଡୁଆରେ ଦେଶର ଦୁଇ ଜଣ ସେଲିବ୍ରିଟି – ମହମ୍ମଦ ସମ୍ମି ଓ ନୱାଜୁଦ୍ଦିନ ସିଦ୍ଦିକି
ମୁମ୍ବାଇ/ କୋଲକାତା, ୧୦ ମାର୍ଚ୍ଚ : ନିଜ ନିଜ ପତ୍ନୀଙ୍କ ପାଇଁ ଅଡୁଆରେ ପଡିଛନ୍ତି ଦେଶର ଦୁଇ ଜଣ ସେଲିବ୍ରିଟି । ଜଣେ ହେଲେ ଭାରତୀୟ କ୍ରିକେଟ୍ ର ପେସ୍ ବୋଲର୍ ମହମ୍ମଦ ସମ୍ମି ଏବଂ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS