Latest News
-
ପୁଣି ଚଡକ ପଡିଲା ‘ପଣ୍ଡା ଇନଫ୍ରା’ ମୁଣ୍ଡରେ, ଲୁହା ରେଲିଂ ଭୁଶୁଡି ଜଣେ ଶ୍ରମିକ ମୃତ, ଅନ୍ୟ ଜଣେ ଗୁରୁତର
ଭୁବନେଶ୍ୱର, ୦୪ ମେ’: ବିମଖାଲ ରେଳ ଓଭରବ୍ରିଜ୍ ନିର୍ମାଣ କାର୍ଯ୍ୟ କରୁଥିବା ଠିକାଦାର ପ୍ରତାପ ପଣ୍ଡା ଓ ତାଙ୍କ ନିର୍ମାଣକାରୀ ସଂସ୍ଥା ‘ପଣ୍ଡା ଇନଫ୍ରା’ ମୁଣ୍ଡରେ ପୁଣି ଥରେ ଚଡକ ପଡିଛି । ... -
ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ଦେ’ ହତ୍ୟା ମାମଲାରେ ଛୋଟା ରାଜନ ଦୋଷୀ ସାବ୍ୟସ୍ତ
ମୁମ୍ବାଇ, ୨ ମେ’: ୨୦୧୧ ଜୁନ ୧୧ ତାରିଖରେ ମୁମ୍ବାଇର ବରିଷ୍ଠ ସାମ୍ବାଦିକ ଜ୍ୟୋତିର୍ମୟ ଦେ’ଙ୍କୁ ଗୁଳି କରି ହତ୍ୟା କରି ଥିବା ଅଭିଯୋଗରେ ଗ୍ୟାଙ୍ଗଷ୍ଟର୍ ଛୋଟା ରାଜନ ଦୋଷୀ ସାବ୍ୟସ୍ତ ହୋଇଛି ... -
ସାମାଜିକ ଗଣମାଧ୍ୟମରେ ବୈଜୟନ୍ତ ‘ହୀରୋ’, ଶ୍ରୀକାନ୍ତ ‘ଖଳନାୟକ’
ଭୁବନେଶ୍ୱର,୩୦ ଏପ୍ରିଲ (ସ୍ୱତନ୍ତ୍ର ପ୍ରତିନିଧି): ଶାସକ ବିଜେଡ଼ିର ପ୍ରତିକୂଳ ପ୍ରଚାର ସତ୍ତ୍ୱେ ସାମାଜିକ ଗଣ ମାଧ୍ୟମରେ ବିଜେଡ଼ି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଲୋକପ୍ରିୟତା କମି ନାହିଁ । ବିଜେପି ସହିତ ତାଙ୍କର ଘନିଷ୍ଟତା ... -
ନିରଂଜନଙ୍କୁ ପିସିସି ସଭାପତି କରି ରାହୁଲ ପରିପକ୍ୱତାର ପରିଚୟ ଦେଇଛନ୍ତି ?
ଭୁବନେଶ୍ୱର (ସ୍ୱତନ୍ତ୍ର ପ୍ରତିନିଧି): ଓଡ଼ିଶା କଂଗ୍ରେସକୁ ପ୍ରାଣବନ୍ତ କରିବା ପାଇଁ ପଦକ୍ଷେପ ନେବାରେ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ବିଲମ୍ବ କରିଛନ୍ତି ବୋଲି ରାଜନୈତିକ ସମାଲୋଚକମାନେ ଆଲୋଚନା କରୁଥିଲେ ମଧ୍ୟ ଅନେକ ଏହାକୁ ... -
ଓଡ଼ିଶା: ସ୍ୱେଚ୍ଛାଚାରରେ ଶାସକ ବିଜେଡ଼ି ଏବେ ବିଜେପି ରାସ୍ତାରେ
– ପ୍ରସାଦ ରାଓ – ଭୁବନେଶ୍ୱର, ଏପ୍ରିଲ ୨୭: କଥାରେ ଅଛି, ବିରୋଧୀ ଦୁର୍ବଳ ହେଲେ ଶାସକ ସ୍ୱେଚ୍ଛାଚାରୀ ହୋଇଯାଏ । ଏହି ବାସ୍ତବିକତା ଦେଖିବାକୁ ମିଳୁଛି ଏବେ କେନ୍ଦ୍ର ଓ ରାଜ୍ୟ ... -
ଶେଷରେ, ସନ୍ଥ ଶେଷ ଜୀବନ ଯୋଧପୁର ଜେଲରେ କାଟିବେ !
– ପ୍ରସାଦ ରାଓ – ବିଶ୍ୱାସ ଭଙ୍ଗର ଏହା ଏକ ଜ୍ୱଳନ୍ତ ଉଦାହରଣ । ତାହା ପୁଣି ଜଣେ ନିଜକୁ ସନ୍ଥ ଭାବେ ଘୋଷଣା କରିଥିବା ତଥାକଥିତ ଧର୍ମଗୁରୁଙ୍କ ଦ୍ୱାରା । ଏବେ ... -
ସିଜେଆଇଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଖାରଜ
ନୂଆଦିଲ୍ଲୀ, ଏପ୍ରିଲ ୨୪: ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଜଷ୍ଟସ୍ ଦୀପକ ମିଶ୍ରଙ୍କ ବିରୋଧରେ କଂଗ୍ରେସ ନେତୃତ୍ୱରେ ସାତଟି ବିରୋଧୀ ଦଳ ପକ୍ଷରୁ ଅଣା ଯାଇଥିବା ମହାଭିଯୋଗ ପ୍ରସ୍ତାବ ସୋମବାର ଦିନ ରାଜ୍ୟସଭା ... -
ସାଧାରଣ ଜନତା ହଟ୍ଟହଟା ହେଉ ଥିବା ବେଳେ ରାଜନେତା ନାଟକ କରୁଛନ୍ତି ?
ଭୁବନେଶ୍ୱର, ଏପ୍ରିଲ ୨୧: ରଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଂଚଳରେ ଏଟିଏମ୍ ଗୁଡ଼ିକରେ ଟଙ୍କା ଭର୍ତି ହେଉ ନ ଥିବାରୁ ଜନସାଧାରଣଙ୍କ ସମସ୍ୟା ବହୁଗୁଣିତ ହୋଇଛି । ପ୍ରାୟ ଏକ ସପ୍ତାହ ... -
ଯଶୱନ୍ତ ସିହ୍ନା ବିଜେପି ଛାଡିଲେ
ନୂଆଦିଲ୍ଲୀ, ଏପ୍ରିଲ ୨୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଭିନ୍ନ ଅର୍ଥନୈତିକ ନୀତିକୁ ସମାଲୋଚନା କରି ଦଳ ଭିତରେ କୋଣଠେସା ହୋଇ ରହିଥିବା ପୂର୍ବତନ କେନ୍ଦ୍ର ଅର୍ଥ ମନ୍ତ୍ରୀ ତଥା ଭାଜପାର ବରିଷ୍ଠ ନେତା ... -
ଆଲୁଅ ନାହିଁ, ରାସ୍ତା ନାହିଁ – ୩୫ ବର୍ଷ ହେଲା ଏକାନ୍ତ ବାସରେ ରହିଛନ୍ତି ହନୁଗୁଡାର ହନୁମାନ
ଭୁବନେଶ୍ୱର, ଏପ୍ରିଲ ୨୦(ପ୍ରସାଦ ରାଓ): ଓଡ଼ିଶାବାସୀଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ । ରାଜ୍ୟର ବିଭିନ୍ନ ଅଂଚଳରେ ଏଭଳି ମନ୍ଦିର ରହିଛି, ଯେଉଁଠି କି ପୂଜାପାଠ ହେଉଛି । ଭକ୍ତଙ୍କ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS