Breaking News
-
ପ୍ରୟୋଗରେ ‘ନବୀନ ମଡେଲ’ !
ପ୍ରସାଦ ରାଓ ମାର୍ଚ୍ଚ ୦୧ ଓଡ଼ିଶାରେ ସରିଛି ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନ । ତିନି ଦିନ ଗଣତି ପରେ ଫଳାଫଳ ମଧ୍ୟ ଆସି ସାରିଛି । ଆଜି ଯେଉଁ ଚୂଡାନ୍ତ ଫଳାଫଳ ସାମ୍ନାକୁ ... -
ଗ୍ରାମାଂଚଳ ଭୋଟ: ଦ୍ୱିତୀୟରେ ରହିବ କିଏ ? ବିଜେପି ନା କଂଗ୍ରେସ ??
ପ୍ରସାଦ ରାଓ ଫେବୃୟାରୀ ୨୮ ନିକଟରେ ସରି ଥିବା ତ୍ରୀ-ସ୍ତରୀୟ ପଂଚାୟତ ନିର୍ବାଚନରେ ବିଜେଡ଼ିର ନିରଙ୍କୁଶ ବିଜୟ ରାଜନୈତିକ ବିଶ୍ଲେଷକଙ୍କୁ ବିସ୍ମିତ କରିଛି । ୨୦୦୦ମସିହାରୁ ରାଜ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ... -
ଆଫଗାନିସ୍ତାନ ପରେ ୟୁକ୍ରେନ..
ପ୍ରସାଦ ରାଓ ଫେବୃୟାରୀ ୨୭ ୟୁପି ବିଧାନସଭା ନିର୍ବାଚନକୁ ନେଇ (ପ୍ରାୟତଃ ଶେଷ ପର୍ଯ୍ୟାୟ ଆଡକୁ ଯାଉଥିବା) ଗଲା କିଛି ସପ୍ତାହ ଧରି ଦେଶରେ ଯେଉଁ ରାଜନୈତିକ ତାତି ଥିଲା ତାହା ୟୁକ୍ରେନରେ ... -
ଗ୍ରାମାଂଚଳ ଭୋଟରେ ନବୀନଙ୍କ ଧୂଆଁଧାର ବ୍ୟାଟିଂ !
ପ୍ରସାଦ ରାଓ ଭୁବନେଶ୍ୱର ଫେବୃୟାରୀ ୨୬ ଓଡ଼ିଶାର ଗ୍ରାମାଂଚଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଗଭୀର ଆସ୍ଥା ଓ ଭଲ ପାଇବା ଅକ୍ଷୁର୍ଣ୍ଣ ଥିବା ପଂଚାୟତ ଭୋଟ ଫଳାଫଳ ଟ୍ରେଂଡରୁ ଦେଖିବାକୁ ମିଳିଛି ... -
‘କିଭ୍’ରେ ପହଂଚିଲେଣି ରୁଷ ସୈନ୍ୟ, ୧୬ ହଜାର ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବା ଚିନ୍ତାରେ ଭାରତ
ପ୍ରସାଦ ରାଓ ଫେବୃୟାରୀ ୨୫ ଗୁରୁବାର ସକାଳୁ ରୁଷ ପକ୍ଷରୁ ୟୁକ୍ରେନରେ ଚାଲିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଆଜି ମଧ୍ୟ ଜାରି ରହିଛି । ୟୁକ୍ରେନର ରାଜଧାନୀ କିଭ୍ ଦଖଲ କରିବାକୁ ରୁଷ ସେନା ... -
ୟୁକ୍ରେନରେ ରୁଷର ସେଲ୍ ମାଡ: ବଡ଼ ଧରଣର ଯୁଦ୍ଧ ଏଡାଇବାକୁ ମୋଦୀ ମଧ୍ୟସ୍ଥତା କରନ୍ତୁ – ୟୁକ୍ରେନ ରାଷ୍ଟ୍ରଦୂତ
ପ୍ରସାଦ ରାଓ ଫେବୃୟାରୀ ୨୪ ଗୁରୁବାର ସକାଳୁ ୟୁକ୍ରେନରେ ରୁଷର ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିବାରୁ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହାକୁ ଏଡାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେଥିରେ ହସ୍ତକ୍ଷେପ ... -
ତେଲ ବଜାରରେ ୟୁକ୍ରେନ୍ ତାତି !
ପ୍ରସାଦ ରାଓ ଭୁବନେଶ୍ୱର ଫେବୃୟାରୀ ୨୩ ରାଜଧାନୀରେ ଥିବା ପେଟ୍ରୋଲ ଟାଂକିଗୁଡ଼ିକରେ ହଠାତ ଭିଡ଼ ବଢିବାରେ ଲାଗିଛି । ଲମ୍ବା ଲମ୍ବା ଧାଡିରେ ରହୁଛନ୍ତି ଦୁଇ ଚକିଆ ଓ ଚାରି ଚକିଆ ଯାନ ... -
ୟୁପିରେ ଝୁଲା ବିଧାନସଭା ହେଲେ ଅଣ-ବିଜେପି ସରକାର ଗଠନରେ ‘ଆପ୍’ ସହାୟକ ହେବ ?
ପ୍ରସାଦ ରାଓ ଫେବୃୟାରୀ ୨୨ ୟୁପିରେ ଯଦି ଝୁଲା ବିଧାନସଭା ହୁଏ ତେବେ ନିର୍ବାଚନ-ପର ବୁଝାମଣାରେ ସାମିଲ ହେବାକୁ ‘ଆମ୍ ଆଦମୀ ପାର୍ଟି’ ପ୍ରସ୍ତୁତ ଥବା ଦଳର ମୁଖ୍ୟ ତଥା ଜାତୀୟ ଆବାହକ ... -
ସାଂସଦ ଅମର ପଟ୍ଟନାୟକଙ୍କୁ ‘ସଂସଦ ରତ୍ନ ପୁରସ୍କାର’
ପ୍ରସାଦ ରାଓ ନୂଆଦିଲ୍ଲୀ ଫେବୃୟାରୀ ୨୨ ପ୍ରାଇମ୍ ପଏଂଟ୍ ଫାଉଣ୍ଡେସନ ପକ୍ଷରୁ ଆଜି ୨୦୨୨ର ‘ସଂସଦ ରତ୍ନ ପୁରସ୍କାର’ ଘୋଷଣା କରାଯାଇଛି । ୧୧ ଜଣ ସାଂସଦଙ୍କୁ ଏହି ପୁରସ୍କାର ମିଳୁଥିବା ଫାଉଣ୍ଡେସନ ... -
ପଂଚମ ମାମଲାରେ ଆଉ ପାଂଚ ବର୍ଷ…
ପ୍ରସାଦ ରାଓ ଫେବୃୟାରୀ ୨୧ ଅବିଭକ୍ତ ବିହାରରେ ନବେ ଦଶକରେ ହୋଇଥିବା ବହୁ କୋଟି ଟଙ୍କାର ଗୋଖାଦ୍ୟ ଦୁର୍ନୀତି ଘଟଣାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ମୁଖ୍ୟ ଲାଲୁ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS