Odisha
-
ଗଞ୍ଜାମ ରାଜନୀତି: ମହାମିଶ୍ରଣ ନା ଆଶା-ନରାଶାର ମହାମିଳନ !
ବ୍ରହ୍ମପୁର, ୦୪ ଏପ୍ରିଲ (ପ୍ରସାଦ ରାଓ): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ରଶେଖର ସାହୁଙ୍କ ନେତୃତ୍ୱରେ ପିସିସିର ପୂର୍ବତନ ସଂପାଦକ ବିକ୍ରମ ପଣ୍ଡା, ଗଞ୍ଜାମ ଜିଲ୍ଲା କଂଗ୍ରେସର ପୂର୍ବତନ ସଭାପତି ଭଗବାନ ଗନ୍ତାୟତ, ଜିଲ୍ଲା ... -
ଜାହାଜରେ ବେଆଇନ ବାଲି ଚାଲାଣ ରୋକିବାକୁ ଗଞ୍ଜାମ ବିଜେପିର ଦାବି
ବ୍ରହ୍ମପୁର, ୦୨ ଏପ୍ରିଲ (ମୋ ଅନୁଭବ): ଗୋପାଳପୁର ବନ୍ଦରରୁ ବେଆଇନ ଭାବେ ବାଲି ଚାଲାଣ ଚାଲି ଥିବାରୁ ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ତାହାର ଦୃଢ ବିରୋଧ କରାଯାଇ ଦକ୍ଷିଣାଂଚଳ ରାଜସ୍ୱ କମିସନରଙ୍କୁ ... -
ବ୍ରହ୍ମପୁର କଂଗ୍ରେସରେ ଇସ୍ତଫାର ସୁଅ, ବିଜେଡ଼ିରେ ବିଦ୍ରୋହ ?
ବ୍ରହ୍ମପୁର, ୦୨ ଏପ୍ରିଲ (ମୋ ଅନୁଭବ): ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଚନ୍ଦ୍ର ଶେଖର ସାହୁ, ପିସିସି ସାଧାରଣ ସଂପାଦକ ବିକ୍ରମ ପଣ୍ଡା ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ ନିକଟରେ ... -
ସଡ଼କ ଦୁର୍ଘଟଣାରେ ବନ୍ଦର କର୍ମଚାରୀଙ୍କ ମୃତ୍ୟୁ
ଛତ୍ରପୁର, ୦୨ ଏପ୍ରିଲ (ମୋ ଅନୁଭବ): ଗଞ୍ଜାମ ଜିଲ୍ଲା ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଛକରେ ବୁଲେଟ୍ ଦୁର୍ଘଟଣାରେ ଗୋପାଳପୁର ବନ୍ଦରର ଏଜିଏମ୍ (ଅପରେସନ୍) ପ୍ରତାପ ରଥଙ୍କ ମୃତ୍ୟୁ ଘଟି ଥିବା ଖବର ... -
ଜାତୀୟ ନାଟକ ମହୋତ୍ସବର ଅନ୍ତିମ ସଂଧ୍ୟାରେ ନାଟକ ‘ପାରଲି’ ପ୍ରଦର୍ଶିତ
ରାଉରକେଲା, ୦୨ଏପ୍ରିଲ (ମୋ ଅନୁଭବ ): ରାଉରକେଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ସମ୍ପକ’ର୍ ତରଫରୁ ବିଶ୍ୱ ନାଟ୍ୟ ଦିବସ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ପ୍ରତିଯୋଗିତାର ଅନ୍ତିମ ଦିବସରେ ଭାସ୍କର ମହାପାତ୍ରଙ୍କ ରଚିତ ... -
ପୁସ୍ତକ “ନଦୀର ନାଁ ଖରସ୍ରୋତା” ଉନ୍ମୋଚିତ
ରାଉରକେଲା, ୦୨ ଏପ୍ରିଲ (ମୋ ଅନୁଭବ): ସ୍ଥାନୀୟ କଲଚୁରାଲ ଏକାଡେମୀ ପରିସରରେ ଓଡିଆ ଭାଷା ବିକାଶ ମଂଚ ରାଉରକେଲା ତରଫରୁ ବିଶିଷ୍ଟ ଗାଳ୍ପିକ ବିଷ୍ଣୁ ଚରଣ ମହାନ୍ତିଙ୍କ ଗଳ୍ପ ପୁସ୍ତକ “ନଦୀର ନାଁ ... -
ସାରନା ପୀଠରେ ପ୍ରସିଦ୍ଧ ‘ସାରହୁଲ’ ମହୋତ୍ସବ ଅନୁଷ୍ଠିତ
ରାଉରକେଲା, ୦୨ ଏପ୍ରିଲ (ମୋ ଅନୁଭବ): ପଶ୍ଚିମ ଓଡିଶାର ଅନନ୍ୟ ଆଦିବାସୀ ଗଣପର୍ବ ‘ସାରହୁଲ’ ରାଉରକେଲା ମୁନିସପାଲିଟି କଲେଜ ନିକଟ ‘ସାରନା’ ପଡିଆରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଝାଡଖଂଡ, ପଶ୍ଚିମବଙ୍ଗ, ... -
ଜାତୀୟ ନାଟକ ମହୋତ୍ସବ: ଦ୍ୱିତୀୟ ସଂଧ୍ୟାରେ ନାଟକ ‘ଗୀତ ଗୋବିନ୍ଦ’ ଏବଂ ତୃତୀୟ ଦିବସରେ କ୍ଷୁଦ୍ର ନାଟକ ‘ମୋ ଗାଁ ସୁନ୍ଦର’ ଓ ‘ଚାରୁଲତା’ ପ୍ରଦର୍ଶିତ
ରାଉରକେଲା (ମୋ ଅନୁଭବ ): ସ୍ଥାନୀୟ ସିଭକ ସେଂଟର ପ୍ରେକ୍ଷାଳୟରେ ଆରମ୍ଭ ହୋଇଥିବା ଜାତୀୟ ନାଟକ ମହୋସôବର ଦ୍ୱିତୀୟ ଦିବସରେ କିଂଶୁକ୍ ବନେ୍ଦାପଧ୍ୟାୟଙ୍କ ରଚିତ ଓ ନିଦେ୍ର୍ଦଶିତ ନାଟକ ‘ଗୀତ ଗୋବିନ୍ଦ’ ପ୍ରଦର୍ଶିତ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS