Odisha
-
ବାଇକ ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
ବାଲିଗୁଡା, ୨୦ ଜାନୁୟାରୀ: ଶୁକ୍ରବାର ସନ୍ଧ୍ୟା ୫ଟା ୪୫ ମିନିଟରେ ମାରଖମ ନିକଟସ୍ଥ କୁମ୍ଭାରସାହିରେ ଦୁଇଟି ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ତିନି ଜଣଙ୍କ ମୃତ୍ୟୁ ଘଟି ଥିବା ବେଳେ ଗୁରୁତର ... -
ବାରିପଦା: ଦୁଷ୍କର୍ମ ପରେ ଶ୍ୱଶୁର ଜାଳି ଦେଲେ ବୋହୂକୁ !
ବାରିପଦା, ୧୪ ଜାନୁୟାରୀ: ମୟୁରଭଂଜ ଜିଲ୍ଲା ରାଇରଂଗପୁର ସହରରେ ଦୁଇ ବର୍ଷ ତଳେ ବିବାହ କରିଥିବା ଜଣେ ମହିଳାଙ୍କୁ ତାଙ୍କ ଶ୍ୱଶୁର ଦୁଷ୍କର୍ମ କରି ପୋଡି ଦେଇଥିବା ଅଭିଯୋଗ ହୋଇଛି । ଶନିବାର ... -
ରାଉରକେଲା କଲଚରାଲ ଏକାଡ଼େମୀର ୩୨ତମ ଲୋକନାଟକ ମହୋତ୍ସବ ସପ୍ତମ ଦିନର ନାଟକ ଥିଲା ‘ପରିଚୟ’ ଅନୁଷ୍ଠାନର ‘ସ୍ୱର’
ରାଉରକେଲା, ୮ ଜାନୁୟାରୀ (ଶିବ ପ୍ରସାଦ ଦାସ): ବଳଶାଳୀ ଚତୁର ଲୋକମାନେ ଯେଉଁ ଦିନ ପ୍ରକୃତି ଉପରେ ବାଡ଼ ପୋତି ଘୋଷଣା କଲେ ଏଇଟା ମୋର- ସେବେଠାରୁ ବିସ୍ଥାପିତ/ ବାସଚ୍ୟୁତ ପ୍ରକ୍ରିୟା ଆରମ୍ଭ ... -
କଲଚରାଲ ଏକାଡେମୀର ନାଟକ ମହୋତ୍ସବ, ପଂଚମ ଦିନ ନାଟକ ‘ସମୟର ଆହ୍ୱାନ’ ମଂଚସ୍ଥ
ରାଉରକେଲା,୭ ଜାନୁୟାରୀ: କଲଚରାଲ ଏକାଡେମୀ ଆନୁକୁଲ୍ୟରେ ଏଠାରେ ଚାଲି ଥିବା ୩୨ ତମ ଲୋକ ନାଟକ ମହୋସôବର ପଂଚମ ଦିବସରେ ୬ ତାରିଖ ବାଲେଶ୍ୱରର ନାଟ୍ୟ ଅନୁଷ୍ଠାନ ‘ଶୋଭା’ ପକ୍ଷରୁ ରବିନ୍ଦ୍ରନାଥ ବେହେରାଙ୍କ ... -
୩୨ତମ ନାଟକ ମହୋତ୍ସବ, ଶନିବାର ସନ୍ଧ୍ୟାର ନାଟକ ଥିଲା ‘କ୍ଷୀର ସମୁଦ୍ର’
(ସମୀକ୍ଷା – ଶିବ ପ୍ରସାଦ ଦାସ) ରାଉରକେଲା, ୬ ଜାନୁଆରୀ: କଲଚରାଲ ଏକାଡେମୀ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଂଟର୍ ଠାରେ ଚାଲି ଥିବା ୩୨ତମ ଲୋକନାଟକ ମହୋସôବରେ ଶନିବାର ସନ୍ଧ୍ୟାର ନାଟକ ଥିଲା ... -
ରାଉରକେଲା ଲୋକନାଟକ ମହୋତ୍ସବର ପ୍ରାରମ୍ଭ ଦିବସରେ ‘ବାଘ ବଂଚିଛି’ ମଂଚସ୍ଥ
ରାଉରକେଲାରୁ ଶିବ ପ୍ରସାଦ ଦାସଙ୍କ ରିପୋର୍ଟ: ରାଉରକେଲା ସିଭିକ୍ ସେଂଟରରେ ଆରମ୍ଭ ହୋଇଥିବା କଳଚରାଲ୍୍ ଏକାଡ଼େମୀର ୩୨ ତମ ଲୋକନାଟକ ମହୋତ୍ସବର ପ୍ରଥମ ଦିବସରେ ପ୍ରକାଶ ଚନ୍ଦ୍ର ପାଣିଗ୍ରହୀଙ୍କ ରଚିତ ଓ ସଂଗ୍ରାମ ... -
ରାଉରକେଲାରେ ୩୨ତମ ଲୋକନାଟକ ମହୋତ୍ସବ ଆରମ୍ଭ
ରାଉରକେଲା, ୪ ଜାନୁୟାରୀ: ୨ ତାରିଖ ଦିନ ରାଉରକେଲା କଲଚରାଲ୍ ଏକାଡେମୀ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଂଟର ଠାରେ ୩୨ତମ ଲୋକ ନାଟକ ମହୋସôବ ଆରମ୍ଭ ହୋଇଛି । ରାଉରକେଲା ଷ୍ଟିଲ ପ୍ଳାଂଟର ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS