Author: Chief Editor
-
ପେଟ୍ରୋଲ, ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧି ନେଇ ଦେଶବ୍ୟାପୀ ଉଦ୍ବେଗ, ଚିଦମ୍ବରମ କହିଲେ – ଏହି ଦୁଇ ସାମଗ୍ରୀ ତୁରନ୍ତ ଜିଏସଟି ଅନ୍ତର୍ଭୁକ୍ତ କରାଯାଉ
ଭୁବନେଶ୍ୱର, ସେପ୍ଟେମ୍ବର ୦୩ (ମୋଅନୁଭବ.କମ୍): ପେଟ୍ରୋଲ, ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଉଛି । ରାଜଧାନୀ ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର ୭୮ ଟଙ୍କା ୧୧ ପଇସା ଥିବା ... -
LETTER FROM THE EDITOR: A SPECIAL THANKS TO OUR READERS
It has been almost 16 months since our news website’s arrival and today seems like a good day to express my appreciation to our ... -
କ୍ୟାବିନେଟ୍ ବୈଠକ ହେଲା, କିନ୍ତୁ ବିଧାନସଭା ଭଙ୍ଗ ନିଷ୍ପତ୍ତି ହେଇନି
ହାଇଦ୍ରାବାଦ, ୦୨ ସେପ୍ଟେମ୍ବର: ବର୍ଷା ସତ୍ୱେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତେଲେଙ୍ଗାନା ରାଜ୍ୟ ସରକାର ଆଜି (ରବିବାର) କୋଙ୍ଗାରା କାଲାନା ଠାରେ ରାଜ୍ୟ କ୍ୟାବିନେଟ୍ ର ବୈଠକ କରି ଥିଲେ ମଧ୍ୟ ... -
ନିଦ ଉଡଡାଇଛି ‘ମୋମୋ’
ଭୁବନେଶ୍ୱର, ୦୨ ସେପ୍ଟେମ୍ବର (ମୋଅନୁଭବ.କମ୍): ‘ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ’ ଭଳି ‘ମୋମୋ ଚ୍ୟାଲେଂଜ’ ଏବେ ଅଭିଭାବକଙ୍କ ନିଦ ଉଡାଇଛି । ଭୁନେଶ୍ୱରରେ ଇଂଜିନିୟରିଂ ପଢୁଥିବା ରାଉରକେଲାର ଜଣେ ଛାତ୍ର ଚେନ୍ନାଇ ପଳାଇ ଯାଇ ... -
୫ କୋଟି ମହିଳାଙ୍କୁ ମାଗଣା ଏଲପିଜି ସଂଯୋଗ
ଭୁବନେଶ୍ୱର, ୦୨ ସେପ୍ଟେମ୍ବର (ମୋଅନୁଭବ.କମ୍): ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅଧିନରେ ବର୍ତମାନ ସୁଦ୍ଧା ଦେଶରେ୫ କୋଟି ମହିଳାଙ୍କୁ ମାଗଣାରେ ଏଲପିଜି ସଂଯୋଗ ଯୋଗାଇ ଦିଆଯାଇଛି । ଓଡ଼ିଶାରେ ଏହି ସଂଖ୍ୟା ୩୩ ଲକ୍ଷରେ ... -
ଡ଼ାକ ସେବାରେ ବିରାଟ ସଂସ୍କାର, ଆଇପିପିବି ସେବା ଆରମ୍ଭ
ନୂଆଦିଲ୍ଲୀ, ୦୨ ସେପ୍ଟେମ୍ବର (ମୋଅନୁଭବ.କମ୍): ଶନିବାର (୧ ତାରିଖ)ଦିନ ଏଠାରେ ଇଣ୍ଡିଆନ ପୋଷ୍ଟାଲ ପେମେଂଟ୍ ବ୍ୟାଙ୍କ୍ (ଆଇପିପିବି)ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟିତ କରିଛନ୍ତି । ଏହା ହେଉଛି ଦେଶର ଯୋଗାଯୋଗ ମନ୍ତ୍ରଣାଳୟ ... -
ସିଡ଼ବ୍ଲୁଏସ୍ ହସପିଟାଲର ନୂତନ କେନ୍ଦ୍ର ଉଦଘାଟିତ
ରାଉରକେଲା, ୩୦ ଅଗଷ୍ଟ (ମୋଅନୁଭବ.କମ୍): ଜଗଦା ସ୍ଥିତ କମ୍ୟୁନିଟି ୱେଲଫେୟାର ସୋସାଇଟି ହସପିଟାଲ ତରଫରୁ ସେକ୍ଟର-୧୮ ସ୍ଥିତ ଆମ୍ବାଗାନ ବଜାର ନିକଟରେ ଏକ ଶାଖା କେନ୍ଦ୍ର ଅନୁଷ୍ଠାନର ସଭାପତି ଅଧ୍ୟକ୍ଷ ଫାଦର ବେନିଚେନ ... -
ମେହେର ନଗରରେ ମେହେର ଜୟନ୍ତୀ
ରାଉରକେଲା, ୩୦ ଅଗଷ୍ଟ (ମୋଅନୁଭବ.କମ୍): ରାଉରକେଲା ସେକ୍ଟର-୧୪ କମ୍ୟୁନିଟି ସେଂଟର ଠାରେ ନିକଟରେ ଓଡ଼ିଆ ଭାଷା ବିକାଶ ମଂଚ ଆନୁକୂଲ୍ୟରେ ସ୍ୱାଭାବକବି ଗଂଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇ ଯାଇଛି । କମ୍ୟୁନିଟି ... -
ଶହେ, ଦୁଇ ଶହ ମହିଳା ଏସୀୟ ଦୌଡରେ ଦୂତିଙ୍କୁ ଚାନ୍ଦି..
ଇଣ୍ଡୋନେସିଆର ଜାକର୍ତା ଠାରେ ଚାଲିଥିବା ଏସୀୟ କ୍ରୀଡାରେ ଶହେ ଓ ଦୁଇ ଶହ ମିଟର ମହିଳା ଦୌଡ ପ୍ରତିଯୋଗିତାରେ ଓଡ଼ିଆ ଆଥେଲେଟ୍ ଦୂତି ଚାନ୍ଦ୍ ଚାନ୍ଦିର ପଦକ ଲାଭ କରି ଦେଶ ତଥା ... -
ମହାରାଷ୍ଟ୍ର ପୁଲିସକୁ ସୁପ୍ରିମ କୋର୍ଟ ଝଟକା
– ପ୍ରସାଦ ରାଓ – ଦେଶର ପ୍ରଧାନମନ୍ତ୍ରୀଙ୍କୁ ‘ହତ୍ୟା ଷଡଯନ୍ତ୍ର’ ଅଭିଯୋଗ କିଛି କମ୍ କଥା ନୁହେଁ । ଏଭଳି ଅଭିଯୋଗର ସମ୍ମୁଖୀନ ହେଉଥିବା ଲୋକଙ୍କ ପ୍ରତି ଅଦାଲତଗୁଡ଼ିକ କେବେ ସହାନୁଭୂତି ପ୍ରଦର୍ଶନ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS