Editor’s story
-
କଂଗ୍ରେସର ମଂଗ ଛାଡ଼ିବା ପରେ ବି ରାହୁଲ୍ ବିଜେପିର ପ୍ରମୁଖ ଟାର୍ଗେଟ୍
ମୋଅନୁଭବ.କମ୍ ୨୩ ଡ଼ିସେମ୍ବର ନୂଆଦିଲ୍ଲୀ: ପୂର୍ବତନ ଏଆଇସିସି ସଭାପତି ରାହୁଲ ଗାନ୍ଧୀ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଦେଖି କଂଗ୍ରେସ ମଂଗ ଛାଡିଥିଲେ ମଧ୍ୟ ବିଭିନ୍ନ କାରଣରୁ ବିଜେପି ତାଙ୍କୁ ... -
ନବୀନଙ୍କ ପରେ ନୀତୀଶ, କହିଲେ -‘କାହେ କା ଏନଆରସି’
ପ୍ରସାଦ ରାଓ ୨୦ ଡ଼ିସେମ୍ବର ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଘୋଷଣା କରିଛନ୍ତି ରାଜ୍ୟରେ ଏନଆରସି ଲାଗୁ ହେବ ନାହିଁ । ନୀତୀଶ କୁମାରଙ୍କ ଜେଡିୟୁ ... -
ସିଏଏ ଓଡ଼ିଶାରେ କାର୍ଯ୍ୟକାରୀ ନ ହେଉ- ଦାବି କଲେ ସଂଖ୍ୟାଲଘୁ ସଂପ୍ରଦାୟ
ପ୍ରସାଦ ରାଓ ୧୭ ଡ଼ିସେମ୍ବର ଭୁବନେଶ୍ୱର: ନିକଟରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା ନାଗରିକତା ସଂଶୋଧନ ଆଇନ (ସିଏଏ)କୁ ଓଡ଼ିଶାରେ ବିରୋଧ ଆରମ୍ଭ ହୋଇଛି । ଏହି ଆଇନ ସମ୍ବିଧାନର ୧୪ ... -
ସିଏଏକୁ ନେଇ ଦେଶ ଜଳୁଛି, ତେବେ ଓଡ଼ିଶା ଶାନ୍ତ
ପ୍ରସାଦ ରାଓ ୧୬ ଡ଼ିସେମ୍ବର ଭୁବନେଶ୍ୱର: ଏହା ହେଉଛି ଓଡ଼ିଶାର ସୁନ୍ଦରତା । କେନ୍ଦ୍ର ସରକାରଙ୍କ ନାଗରିକତା ସଂଶୋଧନ ବିଲ୍ ଉଭୟ ଲୋକସଭା ଓ ରାଜ୍ୟସଭାରେ ଗୃହୀତ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ ... -
ସିଏବି ଗୃହୀତ ପରେ ଟିଭି ଚ୍ୟାନେଲ୍ ଉପରେ ସରକାରୀ କଟକଣା
ପ୍ରସାଦ ରାଓ ୧୨ ଡ଼ିସେମ୍ବର ନୂଆଦିଲ୍ଲୀ: କେନ୍ଦ୍ର ସରକାର ସଂସଦର ଉଭୟ ଗୃହରେ ବିବଦମାନ ନାଗରିକତା (ସଂଶୋଧନ) ବିଲ୍ ଗୃହୀତ କରାଇ ନେବା ପରେ ଦେଶର ବିଭିନ୍ନ ଅଂଚଳ, ବିଶେଷକରି ଉତ୍ତର-ପୂର୍ବାଚଂଳ ରାଜ୍ୟମାନଙ୍କରେ ... -
ଆସ୍ଥା ଭୋଟ୍ ଜିତିଲେ ଉଦ୍ଧବ ସରକାର, ସପକ୍ଷରେ ୧୬୯ ଭୋଟ
ପ୍ରସାଦ ରାଓ ୩୦ ନଭେମ୍ବର ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସରକାର ଆଜି ବିଧାନସଭାରେ ଆସ୍ଥା ଭୋଟ୍ ଜିତିଛନ୍ତି । ଶିବସେନା, ଏନସିପି ଓ କଂଗ୍ରେସକୁ ନେଇ ଗଠିତ ଏହି ସରକାର ... -
‘ଧର୍ମନିରପେକ୍ଷତା’ ବାଣ କାଟୁ କଲା ନାହିଁ ଉଦ୍ଧବଙ୍କୁ, ପଚାରିଲେ – ‘ଧର୍ମନିରପେକ୍ଷତା’ କଣ ?
ପ୍ରସାଦ ରାଓ ୨୯ ନଭେମ୍ବର ମହାରାଷ୍ଟ୍ରରେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କ ନେତୃତ୍ୱରେ ଗୁରୁବାର ସନ୍ଧ୍ୟାରେ ଶିବସେନା, ଏନସିପି ଓ କଂଗ୍ରେସର ମିଳିତ ସରକାର ପ୍ରତିଷ୍ଠା ହେବା ପରେ ରାଜ୍ୟରେ ମାସାଧିକ କାଳ ... -
ବାଲାସାହବ ଠାକରେ ବଂଚି ଥିଲେ…!
ପ୍ରସାଦ ରାଓ ୨୭ ନଭେମ୍ବର ଶିବସେନା ମୁଖ୍ୟ ତଥା ନବଗଠିତ ‘ମହାରାଷ୍ଟ୍ର ମହାବିକାଶ ଅଘାଡି’ର ନେତା ଉଦ୍ଧବ ଠାକରେ ଗୁରୁବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ । ସେଂଟ୍ରାଲ ମୁମ୍ବାଇର ... -
ସୁପ୍ରିମ କୋର୍ଟ ରାୟ କାଲି, ହୋଟେଲ ଗ୍ରାଣ୍ଡ୍ ହାୟାତରେ ଉଦ୍ଧବ-ପାୱାର ଦେଖାଇଲେ ୧୬୨ର ଶକ୍ତି
ପ୍ରସାଦ ରାଓ ୨୫ ନଭେମ୍ବର ମହାରାଷ୍ଟ୍ରରେ ବିଜେପି ଗଳି ପଶି ସରକାର ଗଠନ କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ ଓ ଏନସିପି ମୁଖ୍ୟ ଶରଦ ପାୱାର ବିଜେପି ... -
ମହାରାଷ୍ଟ୍ର ନାଟକର ନୂଆ ଅଧ୍ୟାୟ, କେନ୍ଦ୍ର ଓ ରାଜ୍ୟକୁ ସୁପ୍ରିମ କୋର୍ଟଙ୍କ ନୋଟିସ୍
ପ୍ରସାଦ ରାଓ ୨୪ ନଭେମ୍ବର ରବିବାର ହୋଇଥିବା ସତ୍ୱେ ଆଜି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ମହାରାଷ୍ଟ୍ର ମହାନାଟକର ଶୁଣାଣୀ କରିଛନ୍ତି । ସୁପ୍ରିମ କୋର୍ଟର ତିନି ଜଣିଆ ସ୍ୱତନ୍ତ୍ର ଖଣ୍ଡପୀଠ ଶିବସେନା, ଏନସିପି ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS