Breaking News
-
ହନିପ୍ରୀତଙ୍କ ୫ କୋଟିକୁ ରାକ୍ଷୀଙ୍କ ୧୦ କୋଟି ଝଟ୍କା !
ହରିଆନାର ଡ଼େରା ସଚ୍ଚା ସୌଦା ଆଶ୍ରମରେ ଏକାଧିକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ହରିଆନାର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ଦ୍ୱାରା ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇ ରୋହତକ ଜେଲରେ ଦଣ୍ଡ ... -
ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ନୂଆ ଠିକଣା ହୋଇଛି ଜିରାଙ୍ଗର ମହା ପଦ୍ମାସମ୍ଭବ ମନ୍ଦିର ଓ ପହ୍ମ ମହାସମ୍ଭବ ସ୍ତୁପ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାର ଚନ୍ଦ୍ରଗିରିଠାରୁ ୪ କିମି ଦୂର ଜିରାଙ୍ଗ ଦେଶୀ, ବିଦେଶୀ ପର୍ଯ୍ୟଟକଙ୍କ ପାଇଁ ଏବେ ମୁଖ୍ୟ ଆକର୍ଷଣ ହୋଇଛି । ଜିରାଙ୍ଗରେ ଥିବା ମହା ପଦ୍ମସମ୍ଭବ (ବୌଦ୍ଧ) ସ୍ତୁପ ... -
୩୨ତମ ନାଟକ ମହୋତ୍ସବ, ତୃତୀୟ ସନ୍ଧ୍ୟାର ନାଟକ ଥିଲା ‘ସ୍ୱୟଂ ବ୍ରହ୍ମା’
(ସମୀକ୍ଷା – ଶିବ ପ୍ରସାଦ ଦାସ) ରାଉରକେଲା, ୫ ଜାନୁଆରୀ: କଲଚରାଲ ଏକାଡେମୀ ପକ୍ଷରୁ ସ୍ଥାନୀୟ ସିଭିକ୍ ସେଂଟର୍ ଠାରେ ଚାଲି ଥିବା ୩୨ତମ ଲୋକନାଟକ ମହୋସôବର ତୃତୀୟ ସନ୍ଧ୍ୟାର ମୁଖ୍ୟ ଆକର୍ଷଣ ... -
ରାଉରକେଲା ଲୋକନାଟକ ମହୋତ୍ସବର ପ୍ରାରମ୍ଭ ଦିବସରେ ‘ବାଘ ବଂଚିଛି’ ମଂଚସ୍ଥ
ରାଉରକେଲାରୁ ଶିବ ପ୍ରସାଦ ଦାସଙ୍କ ରିପୋର୍ଟ: ରାଉରକେଲା ସିଭିକ୍ ସେଂଟରରେ ଆରମ୍ଭ ହୋଇଥିବା କଳଚରାଲ୍୍ ଏକାଡ଼େମୀର ୩୨ ତମ ଲୋକନାଟକ ମହୋତ୍ସବର ପ୍ରଥମ ଦିବସରେ ପ୍ରକାଶ ଚନ୍ଦ୍ର ପାଣିଗ୍ରହୀଙ୍କ ରଚିତ ଓ ସଂଗ୍ରାମ ... -
ବିଜେଡ଼ି ମନ୍ତ୍ରୀ ପରିଷଦରୁ ବିତାଡ଼ିତ ଦାମ ବାବୁ ଏବେ ନାୟକ ନା ଖଳନାୟକ ଭୂମିକାରେ ?
ଭୁବନେଶ୍ୱର, ୩୦ ଡ଼ିସେମ୍ବର : ନିକଟରେ ବିଜେଡ଼ି ମନ୍ତ୍ରୀ ପରିଷଦରୁ ବିତାଡ଼ିତ ହୋଇଥିବା ପୂର୍ବତନ କୃଷି ମନ୍ତ୍ରୀ ଡ. ଦାମୋଦର ରାଉତ ଏବେ ହିରୋ ନା ଖଳନାୟକ (?), ଜନ ସାଧାରଣରେ ଏହା ... -
ଗୋପାଳପୁର ବେଳାଭୂମୀ ମହୋତ୍ସବ ଉଦଯାପିତ, ଶେଷ ସନ୍ଧ୍ୟାର ଆକର୍ଷଣ ଥିଲେ ‘ବାହୁବଳୀ’ର କଂଠଶିଲ୍ପୀ ଏଲ.ଭି.ରେଭନାଥ
ବ୍ରହ୍ମପୁରରୁ ଫଟୋ ଓ ରିପୋର୍ଟ ଏମ. ଗୋପୀକ୍ରିଷ୍ଣା, ୨୯ ଡ଼ିସେମ୍ବର: ଏଠାରୁ ୧୨ କିମି ଦୂର ଗୋପାଳପୁର ବେଳାଭୂମୀରେ ଚାଲି ଥିବା ବେଳାଭୂମୀ ମହୋତ୍ସବ ୨୮ ତାରିଖ ରାତିରେ ଉଦ୍ ଯାପିତ ହୋଇଯାଇଛି ... -
ରାଜ୍ୟରେ ଶୀତ ଲହରୀ : ସବୁଠାରୁ ଅଧିକ ଥଣ୍ଡା ରହିଛି କନ୍ଧମାଳ ଜିଲ୍ଲାର ଫୁଲବାଣୀ ଓ ଦାରିଙ୍ଗବାଡି ସହର
ଭୁବନେଶ୍ୱର, ୨୯ ଡ଼ିସେମ୍ବର : ଦୁଇ ଦିନ ହେଲା ଓଡ଼ିଶାରେ ଶୀତର ପ୍ରକୋପ ବଢିଛି । ରାଜ୍ୟର ଅନ୍ୟୁନ ୧୦ଟି ଜିଲ୍ଲାରେ ପାରଦ ୧୦ ଡ଼ିଗ୍ରୀ ସେଲସିଅସ୍ ତଳକୁ ଖସି ପ୍ରବଳ ଶୀତ ... -
ଗୁରୁବାର ଗୋପାଳପୁର ବେଳାଭୂମୀ ମହୋତ୍ସବର ଶେଷ ଦିବସ, ବୁଧବାର ସନ୍ଧ୍ୟା ଝୁମି ଥିଲା ବଲିଉଡ୍ ଗାୟିକା ନେହା କକ୍କର୍ ଙ୍କ ରିମିକ୍ସରେ..
ବ୍ରହ୍ମପୁରରୁ ଫଟୋ ଓ ରିପୋର୍ଟ ଏମ. ଗୋପୀକ୍ରିଷ୍ଣା, ୨୮ ଡ଼ିସେମ୍ବର: ଗୋପାଳପୁର ବେଳାଭୂମୀରେ ଗତ ୨୪ ତାରିଖରୁ ଚାଲି ଥିବା ବେଳାଭୂମୀ ମହୋତ୍ସବ ଗୁରୁବାର ଶେଷ ହେବାକୁ ଯାଉଛି । ବିଭିନ୍ନ ସାଂସ୍କୃତିକ ... -
ବିଂଶତମ ପ୍ରତିଷ୍ଠା ଦିବସରେ କର୍ପୋରେଟ୍ ଷ୍ଟାଇଲ୍ ରେ ମୁଖ୍ୟମନ୍ତ୍ରୀ ନବୀନ..
– ପ୍ରସାଦ ରାଓ – ଭୁବନେଶ୍ୱର, ୨୬ ଡ଼ିସେମ୍ବର: ବର୍ତମାନ ନିର୍ବାଚନ ଋତୁ ଚାଲିଛି । ଗୁଜୁରାଟ ଓ ହିମାଚଳ ପ୍ରଦେଶ ନିର୍ବାଚନରେ ବିଜୟ ପରେ ଭାଜପା ପ୍ରସ୍ତୁତ ହେଉଛି ଓଡ଼ିଶା ସମେତ ... -
ହୀରାପୁରରେ ଚଉଷଠି ଯୋଗିନୀ ମହୋତ୍ସବ ସରିଲା, ଓଡ଼ିଶୀ ନୃତ୍ୟଶିଳ୍ପୀ ଗୀତା ମାହାଳିକଙ୍କୁ ‘ନୃତ୍ୟ ପ୍ରତିଭା’ ସମ୍ମାନ
ଭୁବନେଶ୍ୱର,୨୬ ।୧୨: ସହର ଉପକଂଠ ହୀରାପୁରଠାରେ ଥିବା ଚଉଷଠି ଯୋଗିନୀ ପୀଠରେ ଡ଼ିସେମ୍ବର ୨୩ ତାରିଖରୁ ଚାଲିଥିବା ଚଉଷଠି ଯୋଗିନୀ ମହୋତ୍ସବ ୨୫ ତାରିଖ (ସୋମବାର) ରାତିରେ ଉଦଯାପିତ ହୋଇଯାଇଛି । ଶେଷ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS