Odisha
-
ପାଟକୁରା : ନବୀନଙ୍କ ସାହା ଶ୍ରୀବଳଦେବଜୀଉ, ବିଜୟଙ୍କ ସାହା ଅପରାଜିତା !
– ପ୍ରସାଦ ରାଓ – ଜୁନ ୧୮ ତାରିଖ ସୋମବାର (ଜୁନ ୧୭ତାରିଖ) ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଯାଇ ଶ୍ରୀବଳଦେବଜୀଉ ମନ୍ଦିର ଦର୍ଶନ କରିଛନ୍ତି । କେବଳ ସେ ... -
ଦୂତୀ ଦାୟି କଲେ ଭଉଣୀ ସରସ୍ୱତୀଙ୍କୁ
– ପ୍ରସାଦ ରାଓ – ମେ’ ୨୧ ତାରିଖ ଆନ୍ତର୍ଜାତିକ ଖେଳାଳୀ ଦୂତୀ ଚାନ୍ଦ୍ଂକ ସମଲିଂଗୀ ସଂପର୍କକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି । ସେ ନିଜେ ଚର୍ଚ୍ଚାକୁ ଆଗକୁ ନେଉଛନ୍ତି ... -
କେନ୍ଦ୍ରୀୟ ଟିମ୍ ଓଡ଼ିଶାରେ
– ମୋଅନୁଭବ – ଭୁବନେଶ୍ୱର, ୧୨ ମେ: ମେ’ ୩ ତାରିଖ ‘ଫନି’ ମହାବାତ୍ୟାର କ୍ଷୟକ୍ଷତି ସଂପର୍କରେ ଅନୁଧ୍ୟାନ ପାଇଁ ଏକ ଉଚ୍ଚସ୍ତରୀୟ କେନ୍ଦ୍ରୀୟ ପ୍ରତିନିଧି ଦଳ ୧୨ ତାରିଖ ଓଡ଼ିଶା ଆସିଛନ୍ତି ... -
ଜାମିନରେ ଆସିବା ପରେ ମହାରଥୀ ନୀରବ
ଭୁବନେଶ୍ୱର, ୩୦ ଏପ୍ରିଲ (ମୋଅନୁଭବ): ରାଜ୍ୟରେ ନିର୍ବାଚନ ଆଚରଣବିଧି ଲାଗୁ ଥିବା ସମୟରେ ନିର୍ବାଚନ କମିସନଙ୍କ ଦ୍ୱାରା ନିୟୋଜିତ ଫ୍ଲାଇଂ ସ୍କ୍ୱାଡ୍ ଓ ଷ୍ଟାଟିକ୍ ସର୍ଭେଲାନ୍ସ ଟିମ୍ ସଦସ୍ୟ ଏବଂ ସେମାନଙ୍କ ସହିତ ... -
ଓଡ଼ିଶା ରାଜନୀତି – ନିର୍ବାଚନ ୨୦୧୯ : ପାଟକୁରା ଉପ ନିର୍ବାଚନ ମେ’ ୧୯ରେ
– ପ୍ରସାଦ ରାଓ – ଭୁବନେଶ୍ୱର: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ବିଧାନସଭା ଆସନ ପାଇଁ ଉପ ନିର୍ବାଚନ ମେ’ ୧୯ ତାରିଖରେ ହେବ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ବୁଧବାର ... -
ଝରପଡା ଜେଲରେ ରାତି କାଟିଲେ ମହାରଥୀ
– ପ୍ରସାଦ ରାଓ – ଭୁବନେଶ୍ୱର, ଏପ୍ରିଲ ୨୩ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ପ୍ରଭାବଶାଳୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଏବେ ଝାରପଡା ଜେଲରେ । ଗତ ... -
ସିଡ଼ବ୍ଲୁଏସ୍ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ପାଳିତ
ରାଉରକେଲା,୧୨ ମାର୍ଚ୍ଚ : ରାଉରକେଲାର ସ୍ୱେଚ୍ଛାସେବୀ ସଂଗଠନ ‘କମ୍ୟୁନିଟି ୱେଲଫେୟାର ସୋସାଇଟି’ (ସିଡ଼ବ୍ଲୁଏସ୍) ପକ୍ଷରୁ ମାର୍ଚ୍ଚ ୮ ତାରିଖ ଦିନ ଶିତଳପଡା, ଗୋପବନ୍ଧୁପଲ୍ଲୀ, ସେକ୍ଟର-୨ ଓ ସେକ୍ଟର-୬ରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ ... -
ବୈଜୟନ୍ତଙ୍କ ନୂଆ ଦାୟିତ୍ୱ
ବିଜେଡ଼ିରୁ ବହିଷ୍କୃତ ହୋଇ କିଛି ମାସ ହେଲା ରାଜନୈତିକ କଳ୍ପନାଜଳ୍ପନାର ଅବକାଶ ଦେଇଥିବା ପୂର୍ବତନ କେନ୍ଦ୍ରପଡା ସାଂସଦ ବୈଜୟନ୍ତ ପଣ୍ଡା ମାର୍ଚ୍ଚ ୪ ତାରିଖରେ ବିଜେପିରେ ଯୋଗ ଦେବା ପରେ ଦଳର ଜାତୀୟ ... -
ହେମାନନ୍ଦଙ୍କ ଝିଅ ବିଜେଡ଼ିରେ
ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ସୁନିତା ବିଶ୍ୱାଳ ମାର୍ଚ୍ଚ ୯ ତାରିଖରେ କଂଗ୍ରେସ ଛାଡି ବିଜୁ ନଜତା ଦଳ (ବିଜେଡ଼ି)ରେ ଯୋଗ ଦେଇଛନ୍ତି । ସେ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS