Entertainment
-
ଶୁକ୍ରବାର ରାତି ମଧ୍ୟ ଜେଲ୍ ରେ କଟାଇବେ ସଲମାନ୍, ଓକିଲଙ୍କୁ ଗ୍ୟାଙ୍ଗଷ୍ଟର୍ ଙ୍କ ଧମକ !
ଜୟପୁର (ରାଜସ୍ଥାନ),୦୬ ଏପ୍ରିଲ: ବଲିଉଡ୍ ର ଏକ ନମ୍ବର ଷ୍ଟାର୍ ସଲମାନ୍ ଖାନ୍ ଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ ସରିଛି । କିନ୍ତୁ, ଆଜି ରାୟ ପ୍ରକାଶ ପାଇ ନାହିଁ । ... -
ଜାତୀୟ ନାଟକ ମହୋତ୍ସବର ଅନ୍ତିମ ସଂଧ୍ୟାରେ ନାଟକ ‘ପାରଲି’ ପ୍ରଦର୍ଶିତ
ରାଉରକେଲା, ୦୨ଏପ୍ରିଲ (ମୋ ଅନୁଭବ ): ରାଉରକେଲାର ଅଗ୍ରଣୀ ନାଟ୍ୟ ଅନୁଷ୍ଠାନ ‘ସମ୍ପକ’ର୍ ତରଫରୁ ବିଶ୍ୱ ନାଟ୍ୟ ଦିବସ ଅବସରରେ ଆୟୋଜିତ ଜାତୀୟ ନାଟ୍ୟ ପ୍ରତିଯୋଗିତାର ଅନ୍ତିମ ଦିବସରେ ଭାସ୍କର ମହାପାତ୍ରଙ୍କ ରଚିତ ... -
ଜାତୀୟ ନାଟକ ମହୋତ୍ସବ: ଦ୍ୱିତୀୟ ସଂଧ୍ୟାରେ ନାଟକ ‘ଗୀତ ଗୋବିନ୍ଦ’ ଏବଂ ତୃତୀୟ ଦିବସରେ କ୍ଷୁଦ୍ର ନାଟକ ‘ମୋ ଗାଁ ସୁନ୍ଦର’ ଓ ‘ଚାରୁଲତା’ ପ୍ରଦର୍ଶିତ
ରାଉରକେଲା (ମୋ ଅନୁଭବ ): ସ୍ଥାନୀୟ ସିଭକ ସେଂଟର ପ୍ରେକ୍ଷାଳୟରେ ଆରମ୍ଭ ହୋଇଥିବା ଜାତୀୟ ନାଟକ ମହୋସôବର ଦ୍ୱିତୀୟ ଦିବସରେ କିଂଶୁକ୍ ବନେ୍ଦାପଧ୍ୟାୟଙ୍କ ରଚିତ ଓ ନିଦେ୍ର୍ଦଶିତ ନାଟକ ‘ଗୀତ ଗୋବିନ୍ଦ’ ପ୍ରଦର୍ଶିତ ... -
‘କଳା ସାଆନ୍ତେ, ଅଛ କେମନ୍ତେ’ର ଗାୟକ ଅରବିନ୍ଦ ମୁଦୁଲି ଆଉ ନାହାନ୍ତି
ଭୁବନେଶ୍ୱର, ୨ ମାର୍ଚ୍ଚ : ପ୍ରଖ୍ୟାତ ଜଗନ୍ନାଥ ଭଜନ ଗାୟକ ଅରବିନ୍ଦ ମୁଦୁଲିଙ୍କ ଗୁରୁବାର ସକାଳେ ୫୬ ବର୍ଷ ବୟସରେ ଦେହାନ୍ତ ହୋଇ ଯାଇଛି । ହୃଦଘାତରେ ସେ ମୃତ୍ୟୁ ବରଣ କରିଥିବା ... -
ବଲିଉଡ୍ ତାରକା ଶ୍ରୀଦେବୀଙ୍କ ଶେଷକୃତ୍ୟ ସଂପନ୍ନ
ମୁମ୍ବାଇ, ୧ ମାର୍ଚ୍ଚ : ଦୁବାଇର ଏକ ଷ୍ଟାର ହୋଟେଲରେ ବାଥ୍ ଟବ୍ ରେ ବୁଡି ପ୍ରାଣ ହରାଇ ଥିବା ବଲିଉଡ୍ ସୁପର ଷ୍ଟାର୍ ଶ୍ରୀଦେବୀଙ୍କ ମରଶରୀର ଏକ ଚାଟର୍ଡ ବିମାନରେ ଆସି ... -
କମଲ ହାସନ ଗଠନ କଲେ ନୂଆ ରାଜନୈତିକ ଦଳ
ନୂଆଦିଲ୍ଲୀ, ୨୧ ଫେବୃୟାରୀ: ସୁପରିଚିତ ବଲିଉଡ୍ ତାରକା କମଲ ହାସନ ବୁଧବାର ଦିନ ତାମିଲନାଡୁରୁ ତାଙ୍କ ନୂତନ ରାଜନୈତିକ ଦଳର ଶୁଭାରମ୍ଭ କରିଛନ୍ତି । ଏହି ରାଜନୈତିକ ଦଳର ନାମ ‘ମାକାଲା ନିଧି ... -
ମହାଶ୍ୱେତାଙ୍କ ପରେ ଅପରାଜିତା ବିଜେପିରେ…
ଭୁବନେଶ୍ୱର, ୨୦ ଫେବୃୟାରୀ: ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତି ସୋମବାର ଦିନ ବିଜେପିରେ ଯୋଗ ଦେଇଛନ୍ତି । ଶ୍ରୀମତୀ ମହାନ୍ତି ହେଉଛନ୍ତି ୮୦ ଦଶକର ଗ୍ଲାମରସ୍ ଅଭିନେତା ଉତ୍ତମ ମହାନ୍ତିଙ୍କ ପତ୍ନୀ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS