Blog
-
ସାହିନବାଗ୍ ପରେ ସିଂଘୁ – ବିରୋଧୀ ମତକୁ ଚପାଇ ଦେବାର ସୁଚିନ୍ତିତ ଷଡଯନ୍ତ୍ର ଚାଲିଛି ?
ପ୍ରସାଦ ରାଓ ଭୁବନେଶ୍ୱର ୨୪ ଡ଼ିସେମ୍ବର କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାନ୍ତରେ ଚାଲି ଥିବା ଚାଷୀ ଆନ୍ଦୋଳନ ୨୮ ଦିନ ଅତିକ୍ରମ କରିଛି । ଆନ୍ଦୋଳନକାରୀ ଚାଷୀମାନେ ସେମାନଙ୍କ ଏକଦଫା ... -
ଭର୍ଚୁଆଲ୍ ରେ ଆୟୋଜିତ ହେଲା ଚତୁର୍ଦ୍ଦଶ ଚଉଷଠୀ ଯୋଗିନୀ ମହୋତ୍ସବ
କୋଭିଡ୍ କଟକଣା ଯୋଗୁଁ ବାଲିଅନ୍ତା ହିରାପୁରସ୍ଥିତ ଚଉଷଠୀ ଯୋଗିନୀ ମନ୍ଦିର ପରିସରରେ ଆୟୋଜନ ହେବାକୁ ଥିବା ଚତୁର୍ଦ୍ଦଶ ଚଉଷଠୀ ଯୋଗିନୀ ମହୋତ୍ସବ ବନ୍ଦ ହୋଇ ଭର୍ଚୁଆଲରେ ଆୟୋଜନ ହେଉଛି । ଡିସେମ୍ବର ୨୩ରୁ ୨୫ ତାରିଖ ... -
ବ୍ରିଟେନରେ ରବିବାରରୁ ତାଲା ବନ୍ଦ୍ ଘୋଷଣା
ବ୍ରିଟେନରେ କରୋନାର ନୂଆ ରୂପରେ ଫେରିଛି କରୋନା ମହାମାରୀ । ଏହି ଭାଇରସ ଦ୍ରୁତ ଗତିରେ ବ୍ୟାପୁ ଥିବାରୁ ପରିସ୍ଥିତି ଅଣାୟତ୍ତ ହୋଇଛି । ବ୍ରିଟେନରେ ରବିବାର ଠାରୁ ପୁଣି ତାଲା ବନ୍ଦ୍ ଘୋଷଣା ହୋଇଯାଇଛି ... -
ରାଜଧାନୀରେ ଜମତରା ଗ୍ୟାଙ୍ଗ ସକ୍ରିୟ ।
ରାଜଧାନୀରେ ଜମତରା ଗ୍ୟାଙ୍ଗ ସକ୍ରିୟ । ଏହି ସାଇବର୍ ଠକ ଗ୍ୟାଙ୍ଗ ପ୍ରତି ସତର୍କ ରହିବାକୁ ଭୁବନେଶ୍ୱର – କଟକ ଦ୍ବୈତ ମହାନଗରୀ ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସତର୍କ କରାଇଛନ୍ତି ।ମୁଖ୍ୟତଃ, ଅନ୍ ଲାଇନ୍ ... -
ପରୀ ମାମଲାରେ ଥାନା ଅଧିକାରୀ ନିଲମ୍ବିତ, ଏସଡିପିଓଙ୍କ ବଦଳୀ – ପାଞ୍ଚ ମାସ ଲାଗିଲା କାର୍ଯ୍ୟାନୁଷ୍ଠନ ପାଇଁ ?
ଭୁବନେଶ୍ବର ଡିସେମ୍ବର ୧୦ ନୟାଗଡ଼ ସଦର ଯଦୁପୁର ଗ୍ରାମର ୫ ବର୍ଷର ଝିଅ ପରୀର ରହସ୍ୟମୟ ହତ୍ୟା ମାମଲାର ତଦନ୍ତରେ ଅବହେଳା ଅଭିଯୋଗରେ ଆଜି ଚାକିରୀରୁ ନିଲମ୍ବିତ ହେଲେ ନୟାଗଡ଼ ଥାନା ଆଇଆଇସି ରୀତରାଣୀ ସାହୁ ... -
‘ଲକ୍ ଡାଉନ୍’ରେ ନାବାଳିକା ଗଣ ଦୁଷ୍କର୍ମ ମାମଲା, ଚାରି ‘ଓଟିଭି’ କର୍ମଚାରୀ ଗିରଫ
ପ୍ରସାଦ ରାଓ ୧୪ ଡ଼ିସେମ୍ବର ଭୁବନେଶ୍ୱର: କରୋନା ମହାମାରୀ ସମୟରେ ରାଜଧାନୀରେ ‘ତାଲାବନ୍ଦ’ ଲାଗୁ ଥିବା ବେଳେ ଚନ୍ଦ୍ରଶେଖରପୁର ଥାନା ଇନଫୋସିଟି ଅଂଚଳରେ ଘଟିଥିବା ଏକ ଚାଂଚଲ୍ୟକର ନାବାଳିକା ଗଣ ଦୁଷ୍କର୍ମ ମାମଲାରେ କ୍ରାଇମ୍ ବ୍ରଂଚ ... -
କୃଷି ଆଇନ ରଦ୍ଦ ଦାବୀରେ ଅନଶନ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜରୀୱାଲ ସମର୍ଥନ ଦେଲେ
ପ୍ରସାଦ ରାଓ ୧୪ ଡ଼ିସେମ୍ବର ନୂଆଦିଲ୍ଲୀ: ନୂଆ କୃଷି ଆଇନ ସଂପୂର୍ଣ୍ଣ ରଦ୍ଦ କରାଯିବା ଦାବୀରେ ଦିଲ୍ଲୀ ସୀମାନ୍ତରେ ଚାଲିତିବା ଚାଷୀ ଆନ୍ଦୋଳନ ଉଗ୍ର ରୂପ ଧାରଣା କରିଛି । ପୂର୍ବ ଘୋଷଣା ମୁତାବକ ଆଜି ... -
ଚାଷୀ ଆନ୍ଦୋଳନକୁ ‘ହାଇଜାକ୍’ କରୁଛି କିଏ ! ସରକାର ନା ବାମପଂଥୀ ?
ପ୍ରସାଦ ରାଓ ୧୨ ଡ଼ିସେମ୍ବର ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତିନି କୃଷି ଆଇନ ବିରୋଧରେ ନଭେମ୍ବର ୨୫ରୁ ଚାଲି ଥିବା ଚାଷୀ ଆନ୍ଦୋଳନକୁ ‘ହାଇଜାକ୍’ ଉଦ୍ୟମ ହେଲାଣି । ଏହା ହେଉଛି କେନ୍ଦ୍ର ସରକାରଙ୍କ ମତ ... -
କୃଷି ଆଇନକୁ ନେଇ ଚାଷୀ ଆନ୍ଦୋଳନ ତୀବ୍ର ହେଉଛି, ସରକାରଙ୍କ ରଣନୀତି କଣ ହେବ ?
ପ୍ରସାଦ ରାଓ ନୂଆଦିଲ୍ଲୀ ୧୧ ଡ଼ିସେମ୍ବର କେନ୍ଦ୍ର ସରକାର ନୂଆ କୃଷି ଆଇନ ରଦ୍ଦ କରିବା ଦାବିରେ ଦିଲ୍ଲୀ ସୀମାନ୍ତ ସିଂଘୁରେ ଚାଲି ଥିବା ଚାଷୀ ଆନ୍ଦୋଳନ ଅଧିକ ତୀବ୍ର ହେବାକୁ ଯାଉଛି । ଆନ୍ଦୋଳନକାରୀ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS