Blog
-
ଚବିଶି ଘଂଟିଆ ନ୍ୟୁଜ୍ ଚ୍ୟାନେଲ ‘ନନ୍ଦିଘୋଷ ଟିଭି’ ଲୋକାର୍ପିତ
ପ୍ରସାଦ ରାଓ ୧୩ ଫେବୃୟାରୀ ଭୁବନେଶ୍ୱର: ଓଡ଼ିଶାର ଆଂଚଳିକ ବୈଦ୍ୟୁତିକ ଗଣମାଧ୍ୟମ ତାଲିକାରେ ଆଉ ଏକ ନାମ ଯୋଡି ହୋଇଛି । ଆଜି ମଧ୍ୟାହ୍ନରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ସ୍ଥାନୀୟ ମେ’ ଫେୟାର ... -
ନିର୍ବାଚନ ସରିଲା, ଏଲପିଜି ଦର ବଢିଲା
ନୂଆଦିଲ୍ଲୀ, ଫେବୃୟାରୀ ୧୨ ତାରିଖ: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଦେଶରେ ସବ୍ସିଡ-ରହିତ ଏଲପିଜି ଗ୍ୟାସ୍ ସିଲିଣ୍ଡର ଦାମ୍ ବଢାଇ ଦିଆଯାଇଛି । ତୈଳ କଂପାନୀ ସବୁ ଆଜି ଠାରୁ ଏହି ... -
କେଜରୀୱାଲ ସରକାର-ତିନି : ସବୁ ପୁରୁଣା ମନ୍ତ୍ରୀ ରହିବେ, ନୂଆ ଚେହେରାକୁ ନା’
ପ୍ରସାଦ ରାଓ ୧୨ ଫେବୃୟାରୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ଜନସମର୍ଥନ ପାଇ ପୁନଃ କ୍ଷମତାସୀନ ହୋଇଥିବା ଅରବିନ୍ଦ କେଜରୀୱାଲଙ୍କ ତୃତୀୟ ପାଳି ସରକାର ରବିବାର, ଅର୍ଥାତ ୧୬ ଫେବୃୟାରୀରେ ଶପଥ ନେବେ । ଦିଲ୍ଲୀ ... -
ଦିଲ୍ଲୀରେ କେଜରୀୱାଲଙ୍କ ହାଟ୍ରିକ୍ : ‘ବିକାଶ’ ରଥ ଗଡିଲା, ‘ଘୃଣା’ ରାଜନୀତି ଫେଲ୍
ପ୍ରସାଦ ରାଓ ୧୧ ଫେବୃୟାରୀ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆଜି ସାମନାକୁ ଆସିଛି । ଦିଲ୍ଲୀ ଭୋଟର ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ପୂର୍ଣ୍ଣ ବହୁମତ ଦେଇ ଆଗାମୀ ପାଂଚ ବର୍ଷ ପାଇଁ ... -
ସୁରତ୍ ସୂତାକଳରେ ବିଦ୍ୟୁତ ଆଘାତରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ଭଂଜନଗରରୁ ପ୍ରଦ୍ୟୁମ୍ନ ପାତ୍ର ସୁରତର ଏକ ସୂତାକଳରେ କାର୍ଯ୍ୟରତ ଶ୍ରମିକ ପ୍ରଫୁଲ୍ଲ ସେଠୀଙ୍କ ଗତ ଶୁକ୍ରବାର ରାତିରେ ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟଛି । ସୂତାକଳ କର୍ତୃପକ୍ଷଙ୍କ ଅବହେଳା କାରଣରୁ ଓଡ଼ିଶା ଗଂଜାମ ଜିଲ୍ଲାର ଏହି ... -
ସିଏଏକୁ ବିରୋଧ: ଦିଲ୍ଲୀରେ ଜାମିଆ ଛାତ୍ରଙ୍କ ବିକ୍ଷୋଭ, ସାହିନବାଗ ଅବରୋଧକୁ ନେଇ ସୁପ୍ରିମ କୋର୍ଟ କ୍ଷୁବ୍ଧ, ୧୭ରେ ପରବର୍ତୀ ଶୁଣାଣୀ
ପ୍ରସାଦ ରାଓ ୧୦ ଫେବୃୟାରୀ ନୂଆଦିଲ୍ଲୀ: ସିଏଏ ଓ ଏନଆରସିକୁ ନେଇ ଦିଲ୍ଲୀରେ ବିରୋଧ ଅବ୍ୟାହତ ରହିଛି । ଜାମିଆ ମିଲିଆ ଇସଲାମିଆ ଛାତ୍ରଛାତ୍ରୀମାନେ ଆଜି ସଂସଦ ଅଭିମୁଖେ ଶୋଭାଯାତ୍ରା କରି ପୁଲିସ ଆଡୁ ଦୃଢ ... -
କରୋନା ପରେ କାମରାଭାଇରସ୍ !
ପ୍ରସାଦ ରାଓ ୦୬ ଫେବୃୟାରୀ ଚୀନର ହୁଆନ ସହରରୁ ବ୍ୟାପିଥିବା କରୋନା ଭାଇରସ୍ ସମଗ୍ର ବିଶ୍ୱକୁ ଦୋହଲାଇ ଦେଇଥିବା ବେଳେ ଭାରତୀୟ ବିମାନ ସେବା ଆଉ ଏକ ନୂଆ ଭାଇରସ୍ ଦ୍ୱାରା ଆକ୍ରାନ୍ତ ଥିବା ସୂଚନା ... -
ରାମଲାଲା ମନ୍ଦିର ପାଇଁ ଟ୍ରଷ୍ଟ୍ ଘୋଷଣା, ୨୫ କିମି ଦୂର ଧନିପୁରରେ ମସଜିଦ୍ ପାଇଁ ଜମି
ପ୍ରସାଦ ରାଓ ୦୫ ଫେବୃୟାରୀ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ‘ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର’ ନାମରେ ଏକ ଟ୍ରଷ୍ଟ ଗଠନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ... -
‘କରୋନା’ ଆତଙ୍କ, ଓଡ଼ିଶାରେ ‘ୱେଟ୍ ମାର୍କେଟ୍’ କେବେ ବନ୍ଦ ହେବ ?
ପ୍ରସାଦ ରାଓ ଭୁବନେଶ୍ୱର ୦୪ ଫେବୃୟାରୀ ଚୀନର ହୁଆନ ସହରରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଥିବା କରୋନା ଭାଇରସ୍ ଓଡ଼ିଶାକୁ ମଧ୍ୟ ଛାଡି ନାହିଁ । ରାଜ୍ୟର ୧୪ ଜଣ ଏହି ... -
ହେଗଡ଼େଙ୍କ ପାଗଳାମୀ, ଅଡୁଆରେ ମୋଦୀ
ପ୍ରସାଦ ରାଓ ୦୩ ଫେବୃୟାରୀ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାଂସଦ ଅନନ୍ତ କୁମାର ହେଗଡ଼େଙ୍କ ପାଗଳାମୀ ଆଜି କେନ୍ଦ୍ରରେ କ୍ଷମତାସୀନ ବିଜେପି ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଡୁଆରେ ପକାଇଛି । ବିଜେପି ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS