Blog
-
କୁନ୍ଦୁଲି ଦୁଷ୍କର୍ମ ଘଟଣା: ସତ୍ୟପାଠ ମାଗିଲେ ହାଇକୋର୍ଟ
କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ଦୁଷ୍କର୍ମ ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ପଟ୍ଟାଙ୍ଗୀ ଥାନା ମୂଷାଗୁଡ଼ା ଗା୍ରମର ପୀଡ଼ିତା (ନବମ ଶ୍ରେଣୀ ଛାତ୍ରୀ) ଅକ୍ଟୋବର ୧୦ ତାରିଖ ମଧ୍ୟାହ୍ନରେ କୁନ୍ଦୁଲି ହାଟରୁ ... -
ଗୋଚର ଜାଗାରେ ଶବଦାହ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହାଗବ ଗାଁର ଘଟଣା । ନଭେମ୍ବର ୩ ତାରିଖ ସକାଳେ ଗାଁର ରଘୁନାଥ ହାଂସଦାଙ୍କ ପତ୍ନୀ ହୀରା ହାଂସଦା (୭୦)ଙ୍କ ମୃତ୍ୟୁ ଘଟିଲା । ପରିବାର ଲୋକ ଶବକୁ ... -
ନ୍ୟୁଜ୍ ବାଇଟ୍ସ… ମାନବିକତା କୁଆଡେ ଗଲା !
ଭୁବନେଶ୍ୱର: ଗୋଲାମ ନଗରୀ ରାଜଧାନୀ ଭୁବନେଶ୍ୱରକୁ ନେଇ ରାଜ୍ୟବାସୀ ଦେଖନ୍ତି ଗୋଲାପୀ ସ୍ୱପ୍ନ । ସହରରେ ଘରଟିଏ କରି ରହି ଥିବା ଲୋକଟି ଭାଗ୍ୟବାନ ବୋଲି ସେମାନେ ଭାବନ୍ତି । କିନ୍ତୁ, ଏହି ସହରରେ କେବଳ ... -
ପବିତ୍ର କାର୍ତିକ ପୂର୍ଣ୍ଣିମାର ଶନିବାର ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖର ଦୃଶ୍ୟ
ଆଜି ପବିତ୍ର କାର୍ତିକ ପୂର୍ଣ୍ଣିମା, ପୁରୀ ଶ୍ରୀଜଗନ୍ନାଥଙ୍କ ମନ୍ଦିର ସମ୍ମୁଖରେ ଅସଂଖ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼, ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଦର୍ଶନ ଅପେକ୍ଷାରେ ମନ୍ଦିର ବାହାରେ ଶୃଙ୍ଖଳାର ସହିତ ଧାଡିରେ ଠିଆ ହୋଇ ... -
କାର୍ତିକ ମାହାତ୍ମ୍ୟ – ଶ୍ରୀକ୍ଷେତ୍ରର ପଂଚତୀର୍ଥ
ପୁରୀରୁ ସ୍ମିତାଲି ସ୍ମୃତି ସ୍ନିଗ୍ଧା – ବର୍ଷର ସବୁ ମାସର କିଛି କିଛି ମହତ୍ୱ ରହିଛି । ତେବେ, ଧର୍ମ ମାସ ରୂପେ କାର୍ତିକ ମାସକୁ ବେଶି ପ୍ରାଧାନ୍ୟ ଦିଆଯାଏ । କୁହାଯାଏ ଯେ,ଏହି ମାସର ... -
ମରୁଡ଼ି ଅଂଚଳ ଚାଷିଙ୍କୁ ତୁରନ୍ତ ରବି ଋଣ ଦିଆଯିବାକୁ ସରକାରଙ୍କ ନିଦେ୍ର୍ଦଶ
ଭୁବନେଶ୍ୱର, ୦୪ ନଭେମ୍ବର: ଗଲା ଖରିଫ ଋତୁରେ ସ୍ୱଳ୍ପ ବୃଷ୍ଟି ଯୋଗୁ ଫସଲ ହାନୀର ସମ୍ମୁଖୀନ ହୋଇଥିବା ଚାଷିଙ୍କ ମଧ୍ୟରୁ ଶତକଡା ୩୩ ଭାଗରୁ ଅଧିକ ଫସଲ କ୍ଷତି ଘଟି ଥିବା ଚାଷିଙ୍କୁ ତୁରନ୍ତ ଆର୍ଥିକ ... -
କୁନ୍ଦୁଲି ଗଣ-ଦୁଷ୍କର୍ମରେ ଏସ୍ଓଜି ସଂପୃକ୍ତ? ବିଷ୍ଣୁଙ୍କ ବିବୃତିକୁ ନେଇ ସରକାର ଅଡୁଆରେ…
– ପ୍ରସାଦ ରାଓ- ଭୁବନେଶ୍ୱର,୦୪ ନଭେମ୍ବର: କୁନ୍ଦୁଲି ଗଣ-ଦୁଷ୍କର୍ମ ଘଟଣାରେ କେଉଁମାନେ ସଂପୃକ୍ତ? ଏହି ପ୍ରଶ୍ନ ଆଜି ସୁଦ୍ଧା ଅସମାଧିତ ରହିଛି । ଘଟଣା ଘଟିବାର ତିନି ସପ୍ତାହ ଟପି ଗଲା ପରେ ବି ରାଜ୍ୟ ... -
ଆଇନ ତା’ ବାଟରେ ଯାଉଛି… !
– ପ୍ରସାଦ ରାଓ- ଭୁବନେଶ୍ୱର: ଅକ୍ଟୋବର ୧୦ତାରିଖରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ବ୍ଲକ ମୁଷାଗୁଡା ଗ୍ରାମର ଜଣେ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଚାରି ଜଣ ଅପରାଧୀଙ୍କୁ ପୁଲିସ ଆଜି ସୁଦ୍ଧା ଗିରଫ କରି ... -
Clear your stand on separatists, Rohingyas: Amit Shah to Congress
BJP national President Amit Shah asked Congress President Sonia Gandhi and her son Rahul Gandhi to clarify party’s stand on separatists in Kashmir and illegal migration ... -
୨୦୧୯ରେ କାହାର ବିଜୟ ହେବ-‘ଆତ୍ମବିଶ୍ୱାସ’ ନା ‘ଅହଂକାର’ର !
ଭୁବନେଶ୍ୱର,୩୧ ଅକ୍ଟୋବର: ୨୦୧୯ ସାଧାରଣ ନିର୍ବାଚନରେ ଓଡ଼ିଶାରେ କେଉଁ ରାଜନୈତିକ ଦଳ ସଂଖ୍ୟା ଗରିଷ୍ଠତା ହାସଲ କରି କ୍ଷମତାସୀନ ହେବ (?) ବୋଲି ପ୍ରଶ୍ନ ହେଲେ ଯେ କେହି ବିଜେଡ଼ି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS