NEWS ROUND UP
-
ସିଜେଆଇଙ୍କ ମନ୍ତବ୍ୟ ‘ବ୍ୟକ୍ତିଗତ’- କହିଲେ ଆଇନ ମନ୍ତ୍ରୀ ରିଜ୍ଜୁ
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୨୪ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଶନିବାର ଦିନ ଝାଡ଼ଖଣ୍ଡର ରାଂଚିଠାରେ ଜଷ୍ଟିସ ସତ୍ୟବ୍ରତ ସିହ୍ନା ଲେକ୍ଚରରେ ଉଦ୍ଘାଟନୀ ଭାଷଣ ଦେଇ ବୈଦ୍ୟୁତିକ ଓ ... -
ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମ କଂଗାରୁ କୋର୍ଟ ଚଳାଇଛନ୍ତି : ପ୍ରଧାନ ବିଚାରପତି
ପ୍ରସାଦ ରାଓ ଭୁବନେଶ୍ୱର ଜୁଲାଇ ୨୩ ସୁପ୍ରିମ କୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଏନ.ଭି.ରମଣା ଆଜି ରାଂଚିରେ ଅନୁଷ୍ଠିତ ଏକ ଏକାଡ଼େମିକ କାର୍ଯ୍ୟକ୍ରମରେ ଦେଶର ବୈଦ୍ୟୁତିକ ଓ ସାମାଜିକ ଗଣମାଧ୍ୟମକୁ କଡା ସମାଲୋଚନା ... -
ଅଗ୍ନିପଥ ଯୋଜନା: ସବୁ ପିଆଇଏଲ ଦିଲ୍ଲୀ ହାଇକୋର୍ଟକୁ ସ୍ଥାନାନ୍ତରିତ
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୧୯ ପ୍ରତିରକ୍ଷା ବାହିନୀରେ ନିଯୁକ୍ତି ପାଇଁ କେନ୍ଦ୍ର ସରକାର ଯେଉଁ ନୂତନ ‘ଅଗ୍ନିପଥ’ ଯୋଜନା କାର୍ଯ୍ୟକାରୀ କରିଛନ୍ତି ତାହାକୁ ଚ୍ୟାଲେଂଜ କରି ବିଚାରାଧୀନ ଥିବା ସମସ୍ତ ଜନସ୍ୱାର୍ଥ ... -
ମହାରାଷ୍ଟ୍ରରେ ସାନି ନିର୍ବାଚନ ପାଇଁ ଉଦ୍ଧବଙ୍କ ଆହ୍ୱାନ
ପ୍ରସାଦ ରାଓ ଜୁଲାଇ ୦୮ ମହାରାଷ୍ଟ୍ରରେ ଶିବସେନା ବିଧାୟକ ଦଳରେ ବିଦ୍ରୋହ କାରଣରୁ ଚଳିତ ମାସ ପ୍ରାରମ୍ଭରେ ଏମଭିଏ (ମହା ବିକାଶ ଅଘାଡି) ସରକାରର ପତନ ଘଟି ବିଦ୍ରୋହୀ ନେତା ଏକନାଥ ସିନ୍ଧେଙ୍କ ... -
ବ୍ରଜରାଜନଗର ବିଧାନସଭା ଉପ ନିର୍ବାଚନ: ବିଜେଡ଼ିର ବିପୁଳ ବିଜୟ
ଭୁବନେଶ୍ୱର ଜୁନ ୦୩ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ବିଧାନସଭା ଆସନ ପାଇଁ ମେ’ ୩୧ ତାରିଖରେ ହୋଇଥିବା ଉପ ନିର୍ବାଚନରେ ବିଜେଡ଼ି ପ୍ରାର୍ଥୀ ଅଳକା ମହାନ୍ତିଙ୍କ ବିରାଟ ବିଜୟ ହୋଇଛି । ସେ ... -
ସୁପ୍ରିମ କୋର୍ଟ ରାୟ ଓଡ଼ିଶା ସରକାରଙ୍କୁ ଆଶ୍ୱସ୍ତ କରିଛି
ପ୍ରସାଦ ରାଓ ଭୁବନେଶ୍ୱର ଜୁନ ୦୩ ପୁରୀ ଶ୍ରୀମନ୍ଦିର ଚାରି ପାଖ ଶହେ ମିଟର ପରିଧି ଅଂଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ନିର୍ମାଣ କାର୍ଯ୍ୟ ଉପରେ ତୁରନ୍ତ ... -
ସୋନିଆଙ୍କ ପରାମର୍ଶଦାତା ତାଲିକାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ
ପ୍ରସାଦ ରାଓ ମେ’ ୨୫ ଉଦୟପୁର ଚିନ୍ତନ ଶିବିର ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗରେ ତାଙ୍କୁ ପରାମର୍ଶ ଦେବା ପାଇଁ ଯେଉଁ ଆଠ ଜଣିଆ ରାଜନୈତିକ ... -
କପିଳ ସିବଲ୍ କଂଗ୍ରେସ ଛାଡିଲେ, ଏସପି ସମର୍ଥନରେ ୟୁପିରୁ ରାଜ୍ୟସଭା ପ୍ରାର୍ଥୀ
ପ୍ରସାଦ ରାଓ ମେ’ ୨୫ ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଆଜି ୟୁପିରୁ ରାଜ୍ୟସଭାକୁ ପ୍ରାର୍ଥୀ ହୋଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଂକନପତ୍ର ଦାଖଲ କରିଥିଲେ ମଧ୍ୟ ୟୁପିର ମୁଖ୍ୟ ... -
ଦୁର୍ନୀତି ଅଭିଯୋଗରେ ପଂଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ ବହିଷ୍କୃତ
ପ୍ରସାଦ ରାଓ ମେ’ ୨୪ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଦୁର୍ନୀତି ଅଭିଯୋଗରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଂଗଲାଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରିଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ... -
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଆଜିଠାରୁ ନାମାଂକନପତ୍ର ଦାଖଲ ଆରମ୍ଭ
ପ୍ରସାଦ ରାଓ ମେ’ ୨୪ ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ ତାରିଖ ଦିନ ଭୋଟ ହେବ । ଏଥିସକାଶେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS