Odisha
-
ସାରଳା ସାସ୍କୃତିକ ପରିଷଦ ତରଫରୁ ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା(ମୋ ଅନୁଭବ ): ରାଉରକେଲା ସେକ୍ଟର-୬ ସ୍ଥିତ ସାରଳା ମନ୍ଦିର ପ୍ରଙ୍ଗଣରେ ବାସନ୍ତିକ ପୂଜା ସହ ସାରଳା ସାଂସ୍କୃତିକ ପରିଷଦର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ବରିଷ୍ଠ ... -
ଜେବିଙ୍କ ଅବର୍ତମାନରେ କଂଗ୍ରେସ ନେତାଏ ବାଟବଣା, ନବୀନଙ୍କ କୋଳ ହିଁ ସୁରକ୍ଷିତ !
– ପ୍ରସାଦ ରାଓ – ଭୁବନେଶ୍ୱର, ୨୭ ମାର୍ଚ୍ଚ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ଓଡ଼ିଶାରେ କଂଗ୍ରେସ ବାଟବଣା ହୋଇଛି । ଦଳ ଭିତରେ ଗୁରୁତର ଅନ୍ତଦ୍ୱର୍ନ୍ଦ୍ୱ ରାଜ୍ୟରେ ଥିବା ... -
CWS awarded for its efforts to treat TB patients
Bhubaneswar: On the occasion of World Tuberculosis Day a programme was organised by Health and Family welfare Dept of Govt of Odisha at Jayadev ... -
ଓଡ଼ିଶାର ମିଡ଼ିଆକୁ ‘ଥାର୍ଡ ଫ୍ଲୋର୍’ ଆତଙ୍କ !
– ପ୍ରସାଦ ରାଓ – ଭୁବନେଶ୍ୱର, ୨୨ ମାର୍ଚ୍ଚ: ନିକଟରେ ଶାସକ ବିଜେଡ଼ି ପକ୍ଷରୁ ଓଡ଼ିଶା ଟେଲିଭିଜନ ଲିମିଟେଡ଼ (ଓଟିଭି)ର ବିଭିନ୍ନ ବିତର୍କ ଓ ଆଲୋଚନା କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ନିଆ ଯାଇଥିବା ... -
ରାଉରକେଲାରେ ସିଡ୍ଲ୍ୟଏସ ପକ୍ଷରୁ ୫ଟି ସ୍ଥାନରେ ମେଗା ମହିଳା ଦିବସ କାର୍ଯ୍ୟକ୍ରମ
ରାଉରକେଲା, ୧୦ ମାର୍ଚ୍ଚ : କମ୍ୟୁନିଟି ୱେଲଫେୟାର ସୋସାଇଟି ପକ୍ଷରୁ ରାଉରକେଲାରେ ଏକା ସାଙ୍ଗରେ ୫ଟି ସ୍ଥାନରେ ମହିଳା ଦିବସ ଉପଲକ୍ଷେ ମହିଳା ସମାବେଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ... -
ଜୟପୁରରେ ଦୁଃଖଦ ରାସ୍ତା ଦୁର୍ଘଟଣା, ତିନି ଜଣ କେଭି ଛାତ୍ରଛାତ୍ରୀଙ୍କ ସମେତ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ
କୋରାପୁଟ, ୨୮ ଫେବୃୟାରୀ: ମଙ୍ଗଳବାର ସନ୍ଧ୍ୟାରେ କୋରାପୁଟ- ଜୟପୁର ୨୬ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ରାସ୍ତା ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ତିନି ଜଣ ... -
ବିଜେପୁର ଭୋଟ, ମୁଖ୍ୟମନ୍ତ୍ରୀଙ୍କୁ ଯୋତା ଫିଙ୍ଗା ବଦଳାଇ ଦେଇଛି ପରିସ୍ଥିତି
ଭୁବନେଶ୍ୱର, ୨୨ ଫେବୃୟାରୀ: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ଶ୍ରୀମତୀ ରୀତା ସାହୁଙ୍କୁ ୨୪ ତାରିଖ ହେଉଥିବା ଉପ ନିର୍ବାଚନରେ ବିଜେଡ଼ିରୁ ... -
ଭାରତୀୟ ହକି ଦଳର ‘ଲୋଗୋ’ ଓ ‘ଜର୍ସି’ରେ ଓଡ଼ିଶାର କଳା ଓ ସଂସ୍କୃତିର ବାସ୍ନା
ଭୁବନେଶ୍ୱର, ୧୭ ଫେବୃୟାରୀ: ଓଡ଼ିଶାରେ ବିଶ୍ୱ ସ୍ତରୀୟ କ୍ରୀଡ଼ାର ଆୟୋଜନ କରି ସୁନାମ ଅର୍ଜନ କରିଥିବା ରାଜ୍ୟ ବିଜେଡ଼ି ସରକାର ଆସନ୍ତା ନଭେମ୍ବର-ଡ଼ିସେମ୍ବର ମାସରେ ଭୁବନେଶ୍ୱର ଠାରେ ହକି ବିଶ୍ୱ କପ୍ -୨୦୧୮ର ... -
ପାଂଡ଼ିଆନଙ୍କୁ ଗୋବର ମାଡ କରି ‘ହିରୋ’ କରିଦେଲା ବିଜେପି
– ପ୍ରସାଦ ରାଓ – ଭୁବନେଶ୍ୱର, ୧୧ ଫେବୃୟାରୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘରୋଇ ସଚିବ ବରିଷ୍ଠ ଆଇଏଏସ ଅଫିସର କାର୍ତିକେୟନ ପାଂଡିଆନ କାଲି ଯାଏଁ ସଚିବାଳୟର ତୃତୀୟ ମହଲାରେ ସୀମିତ ଥିଲେ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS