Entertainment
-
The Veteran Film Star Shashi Kapoor Cremated With State Honours
Mumbai, 6th Dec: The last rites of the veteran actor Sashi Kapoor were held at Santacruz Hindu crematorium on Tuesday noon with state honour. ... -
ରୋମାଂଟିକ ବଲିଉଡ୍ ତାରକା ଶଶି କପୁରଙ୍କ ପରଲୋକ
ମୁମ୍ବାଇ, ୫ ଡ଼ିସେମ୍ବର: ରୋମାଂଟିକ୍ ବଲିଉଡ୍ ତାରକା ଶଶି କପୁରଙ୍କ ୪ ତାରିଖ ସନ୍ଧା ୫ଟା ୨୦ ମିନିଟରେ ସ୍ଥାନୀୟ କୋକିଲାବେନ୍ ଧୀରୁଭାଇ ଆମ୍ବାନୀ ହସପିଟାଲରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ... -
ଅଜୟ ଦେବଗଣଙ୍କ ସଂପତ୍ତି ୬୦ ପ୍ରତିଶତ ବଢିଛି
ବଲିଉଡ୍ର ଆକ୍ସନ ହିରୋ ଅଜୟ ବେଗଣଙ୍କୁ କିଏ ବା ନ ଜାଣେ । ଅଭିନେତା, ନିଦେ୍ର୍ଦଶକ ଓ ନିର୍ମାତା ଭାବେରେ ସେ ହିନ୍ଦୀ ଚଳଚ୍ଚିତ୍ର ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ... -
‘ଟାଇଗର ଜିନ୍ଦା ହେ’ କୁ ଟକ୍କର ଦେବ ଦକ୍ଷିଣୀ ଫିଲ୍ମ ‘ହେଲୋ’!
ଦକ୍ଷିଣ ଭାରତର ଜଣାଶୁଣା ଅଭିନେତା ଅଖିଳ ଆକ୍କିନେକିଙ୍କ ନୁଆ ତେଲୁଗୁ ଫିଲ୍ମ ‘ହାଲୋ’ର ପ୍ରଥମ ଟିଜର ନିକଟରେ ରିଲିଜ ହୋଇଛି । ଏହା ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଡ଼ିସେମ୍ବର ୨୨ ... -
‘ପଦ୍ମାବତୀ’ ରିଲିଜ୍ ଉପରେ ରହିତାଦେଶ ଦେବାକୁ ମନା କଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ,୧୧ ନଭେମ୍ବର: ସଂଜୟ ଲୀଳା ବଂଶାଳୀଙ୍କ ନିଦେ୍ର୍ଦଶିତ ବିବଦମାନ ଚଳଚ୍ଚିତ୍ର ‘ପଦ୍ମାବତୀ’ର ରିଲିଜ୍ ଉପରେ ରହିତାଦେଶ ଦେବାକୁ ଶୁକ୍ରବାର ଦିନ ସୁପ୍ରିମ କୋର୍ଟ ମନା କରି ଦେଇଛନ୍ତି । ଏହି ଚଳଚ୍ଚିତ୍ରକୁ ସେନସର୍ ... -
‘‘ସିକ୍ରେଟ୍ ସୁପର୍ଷ୍ଟାର’ ସହ ଏକାସମୟରେ ରିଲିଜ ହୋଇ ବି ‘ଗୋଲମାଲ୍ ଏଗେନ୍’ ଭଲ ବ୍ୟବସାୟ କରୁଛି
ମୁମ୍ବାଇ, ୨୩ ଅକ୍ଟୋବର: ଅମିର ଖାନ୍ଂକ ‘ସିକ୍ରେଟ୍ ସୁପରଷ୍ଟାର୍’ ଏବଂ ରୋହିତ ସେଟ୍ଟୀଙ୍କ ନିଦେ୍ର୍ଦଶନାରେ ଅଜୟ ଦେବଗନ୍ଙ୍କୁ ନେଇ ନିର୍ମିତ ‘ଗୋଲମାଲ୍ ଏଗେନ୍’ ଏକା ସମୟରେ ମୁକ୍ତିଲାଭ କରିବାକୁ ନେଇ ଫିଲ୍ମ ଜଗତରେ ... -
ବିବାଦରୁ ବ୍ୟବସାୟ: ତମିଲ ଫିଲ୍ମ ‘ମେର୍ଶାଲ’ର ପାଂଚ ଦିନରେ ୧୫୦ କୋଟିର ବ୍ୟବସାୟ
ଚେନ୍ନାଇ, ୨୩ ଅକ୍ଟୋବର: ନିକଟରେ ବିଶ୍ୱବ୍ୟାପୀ ରିଲିଜ ହୋଇଥିବା ତମିଲ ଫିଲ୍ମ ‘ମେର୍ଶାଲ’କୁ ନେଇ ବଡ଼ ଧରଣର ବିବାଦ ମୁଣ୍ଡ ଟେକିବା ପରେ ଫିଲ୍ମଟି ଦେଖିବାକୁ ଦର୍ଶକଙ୍କ ମଧ୍ୟରେ ଆଗ୍ରହ ବହୁ ଗୁଣ ... -
ଅମିରଙ୍କ ସ୍ୱୀକାରୋକ୍ତି: ଅନିଲ ଓ ଜିତେନ୍ଦ୍ରଙ୍କ ବ୍ୟକ୍ତଗତ ଷ୍ଠାଇଲ୍କୁ ସେ ନକଲ କରିଛନ୍ତି..
‘ସିକ୍ରେଟ୍ ସୁପରଷ୍ଟାର୍’ର ସ୍ୱତନ୍ତ୍ର ସ୍କ୍ରିନିଂରେ ଯୋଗ ଦେବା ଅବସରରେ ଚଳଚ୍ଚିତ୍ରର ମୁଖ୍ୟ ନାୟକ ଅମିର ଖାନ୍ ସ୍ୱୀକାର କରିଛନ୍ତି ଯେ, ବଲିଉଡ୍ର ବରିଷ୍ଠ କଳାକାର (ଅଭିନେତା) ଜିତେନ୍ଦ୍ର ଓ ଅନିଲ କପୁରଙ୍କ ବାସ୍ତବ ... -
ଜାଇରା ୱାସିମ୍ ଏବେ ବଲିଉଡ଼ର ସୁପର ଷ୍ଟାର୍..
ଅମିର ଖାନ୍ଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ଦଙ୍ଗଲ୍’ରେ ରେସଲର୍ ଗୀତା ଫୋଗୋଟ୍ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ଥିବା କଶ୍ମୀରୀ ଝିଅ ଜାଇରା ୱାସିମ୍ ଏବେ ପୁଣି ଥରେ ଚର୍ଚ୍ଚାରେ ... -
ଦୀପିକା-ସାହିଦ ଓ ରଣବୀରଙ୍କ ହାଇଡ୍ରାମା ‘ପଦ୍ମାବତୀ’
ମୁମ୍ବାଇ: ଖୁବ୍ରଶୀଘ୍ର ସଂଜୟ ଲୀଳା ବଂଶାଳିଙ୍କ ବହୁ ପ୍ରତୀକ୍ଷିତ ହାଇଡ୍ରାମା ‘ପଦ୍ମାବତୀ ମୁକ୍ତିଲାଭ କରିବାକୁ ଯାଉଛି । ଏହାର ଟ୍ରେଲର ମୁକ୍ତିଲାଭ କରିଛି । ଦୀପିକା ପାଦୁକୋଣ ଏହି ଐତିହାସିକ ଫିଲ୍ମରେ ରାଣୀ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS