Blog
-
‘ଭିଡ ଭିତରେ ହିଂସା’କୁ ନେଇ କେନ୍ଦ୍ର ସରକାର ବିବ୍ରତ, ରୋକିବା ଉପାୟ ବାହାର କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠିତ
ନୂଆଦିଲ୍ଲୀ, ୨୪ ଜୁଲାଇ: କେତେବେଳେ ଗୋରୁ ଚାଲାଣ ଆଳରେ ତ କେତେବେଳେ ପିଲା ଚୋର ସନ୍ଦେହରେ ଭିଡ଼ ଭିତରେ ସନ୍ଦିଗ୍ଧ ଲୋକଙ୍କୁ ପିଟି ପିଟି ମାରି ଦିଆଯାଉ ଥିବା (ମବ୍ ଲିଂଚିଂ) ଘଟଣା ବୃଦ୍ଧି ପାଉଥିବାରୁ ... -
ବୁର୍ଲାରେ ସର୍ବାଧିକ ୬୨୨ ମିମି ବର୍ଷା, ଜଳଭଣ୍ଡାର ଫୁଲୁ ଥିବାରୁ ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା
ଭୁବନେଶ୍ୱର, ୨୩ ଜୁଲାଇ: ୨୧ ତାରିଖରୁ ସମଗ୍ର ରାଜ୍ୟରେ ଲଘୁଚାପଜନିତ ଲଗାଣ ବର୍ଷା ଯୋଗୁଁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଦକ୍ଷିଣ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ପରିସ୍ଥିତି ସଂଗୀନ ରହିଛି । ... -
ରାଜ୍ୟରେ ବର୍ଷା ବିତ୍ପାତ, ତିନି ଠାକୁର ବାହୁଡିଲେ ପୁରୀ ଶ୍ରୀମନ୍ଦିରକୁ
ଭୁବନେଶ୍ୱର, ୨୨ ଜୁଲାଇ: ସମଗ୍ର ରାଜ୍ୟରେ ଲଘୁଚାପ ଜନିତ ପ୍ରଳୟଂକରି ବର୍ଷା ଯୋଗୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଭୁ ଶ୍ରୀଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହ ଆଜି ସନ୍ଧ୍ୟାରେ ... -
ଅନାସ୍ଥା ପ୍ରସ୍ତାବ ଆଲୋଚନା ଥିଲା ରାହୁଲ ଓ ମୋଦୀଙ୍କ ‘ମେଲୋଡ୍ରାମା’
– ପ୍ରସାଦ ରାଓ – ଭୁବନେଶ୍ୱର, ୨୨ ଜୁଲାଇ : ଶୁକ୍ରବାର ଲୋକସଭାରେ ଯାହା ସବୁ ଘଟି ଗଲା ତାହା ଦେଶବାସୀ ଅତି ନିକଟରୁ ଦେଖିବାକୁ ପାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଚାଲିଥିବା ... -
ଅନାସ୍ଥା ଭୋଟ ଆଜି, ମୋଦୀ ସରକାର ନୟାନ୍ତ ହେବା ନିଶ୍ଚିତ
ନୂଆଦିଲ୍ଲୀ, ୨୦ ଜୁଲାଇ (ମୋ ଅନୁଭବ.କମ୍): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ବିରୋଧରେ ଟିଡ଼ିପି ସମେତ ଅନ୍ୟ ବିରୋଧୀ ଦଳଙ୍କ ପକ୍ଷରୁ ଆଗତ ଅନାସ୍ଥା ପ୍ରସ୍ତାବ ଉପରେ ଶୁକ୍ରବାର ଲୋକସଭାରେ ଆଲୋଚନା ଓ ଭୋଟ ହେବାକୁ ... -
ମୋଦୀ ସରକାର ବିରୋଧରେ ଅନାସ୍ଥା ପ୍ରସ୍ତାବ ଶୁକ୍ରବାର, ଏବେ ନଜର ବିଜେଡ଼ି ଉପରେ
– ପ୍ରସାଦ ରାଓ – ନୂଆଦିଲ୍ଲୀ,୧୯ ଜୁଲାଇ: ଆନ୍ଧ୍ର ପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟର ମାନ୍ୟତା ଦିଆ ନ ଯାଇ ଟିଡ଼ିପି ପ୍ରତି ବିଶ୍ୱାସଘାତ କରାଯିବା ଏବଂ ଦେଶର ବିଭିନ୍ନ ଅଂଚଳରେ ଦଳିତ ଓ ସଂଖ୍ୟାଲଘୁ ... -
ଆସାମ, ଓଡ଼ିଶା ପରେ ଗୋଆରେ ମାଛ ବ୍ୟବସାୟରେ ଚଡ଼କ
– ପ୍ରସାଦ ରାଓ – ଭୁବନେଶ୍ୱର,୧୮ ଜୁଲାଇ: ଆସାମ, ଓଡ଼ିଶା ପରେ ଗୋଆରେ ମାଛ ବ୍ୟବସାୟରେ ଚଡକ ପଡିଛି । ରାଜ୍ୟ ବାହାରୁ ଆମଦାନୀ ହେଉଥିବା ମାଛରେ ଫର୍ମାଲିନ ଭଳି ବିଷାକ୍ତ ରସାୟନ ରହୁଥିବା ନେଇ ବିବାଦ ... -
ବିଷ ବଳୟରେ ମେଡ଼ିକାଲ ଶିକ୍ଷା, ଗାଁ’ଗଣ୍ଡାରେ ନକଲି ଡ଼ାକ୍ତର
– ପ୍ରସାଦ ରାଓ – ଭୁବନେଶ୍ୱର,୧୭ ଜୁଲାଇ: ରୋଗ ହେଲେ ଆମେ ଭରସା କରୁ ଡାକ୍ତରଙ୍କ ଉପରେ । କହୁ, ଡ଼ାକ୍ତର ହେଉଛନ୍ତି ଭଗବାନ, ସେ ଚାହିଁଲେ ଆମେ ରୋଗ ମୁକ୍ତ ହୋଇଯିବା । ବିନା ... -
୨୦୧୯ ନିର୍ବାଚନ ପାଇଁ ବିଜେପିର ‘ଓଡ଼ିଶା କାର୍ଡ’- ରଘୁନାଥ ମହାପାତ୍ର, ସୋନାଲ ମାନସିଂହ ରାଜ୍ୟସଭାକୁ ମନୋନୀତ
– ପ୍ରସାଦ ରାଓ – ଭୁବନେଶ୍ୱର,୧୫ ଜୁଲାଇ: ନିକଟରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଓଡ଼ିଶା ଗସ୍ତରେ ଆସି ଥିବା ଅବସରରେ ପ୍ରଖ୍ୟାତ ପ୍ରସ୍ତର ଶିଳ୍ପୀ ରଘୁନାଥ ମହାପାତ୍ରଙ୍କ ବାସଭବନକୁ ଯାଇ ତାଙ୍କୁ ଭେଟି ... -
ସିବିଆଇ ଜାଲରେ ସମବାୟ ମନ୍ତ୍ରୀଙ୍କ ପୁଅ !
ଭୁବନେଶ୍ୱର, ଜୁଲାଇ ୧୪: ରାଜ୍ୟ ଯୋଗାଣ ଓ ସମବାୟ ବିଭାଗ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପୁଅ ବିପ୍ଲବ ପାତ୍ର ଏବେ ସିବିଆଇ ସ୍କାନରେ ଥିବା ଜଣାପଡିଛି । ଠକ ଚିଟ୍ ଫଣ୍ଡ୍ ସଂସ୍ଥା ‘ଅର୍ଥତତ୍ତ୍ୱ’ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS