Editor’s story
-
ଲକ୍ ଡାଉନ୍, ସଟ୍ ଡାଉନ୍ ସତ୍ୱେ ଦେଶରେ କରୋନା ଲଗାମ ଛଡା
ପ୍ରସାଦ ରାଓ ଏପ୍ରିଲ ୦୪ ଦେଶରେ ୨୧ ଦିନିଆ ଲକ୍ ଡ଼ାଉନ୍ ଏବଂ ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱର ସମେତ ଆଉ କିଛି ସହରରେ ସଟ୍ ଡାଉନ୍ ଜାରି ସତ୍ୱେ କରୋନା ଲଗାମ ... -
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୩୮, ଶ୍ରମଜୀବୀଙ୍କୁ ନେଇ ସରକାର କାଠଗଡ଼ାରେ
ପ୍ରସାଦ ରାଓ ଏପ୍ରିଲ ୦୧ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ସୁଦ୍ଧା ୧୬୩୭କୁ ବୃଦ୍ଧି ପାଇ ଥିବା ସମୟରେ ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି ପାଇଛି । ଏହି ଭାଇରସ୍ ଦ୍ୱାରା ... -
ଟ୍ରମ୍ପ୍ଂକ ‘କ୍ଲିନ୍ ଚିଟ୍’- ଆତିଥି ଧର୍ମର ନିଆରା ପ୍ରଦର୍ଶନ !
ପ୍ରସାଦ ରାଓ ୨୭ ଫେବୃୟାରୀ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ଦୁଇ ଦିନିଆ ଭାରତ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ତାଙ୍କ ସରକାରଙ୍କୁ ଯେଭଳି ଭାବେ ସ୍ୱଚ୍ଛତାର ସାର୍ଟିଫିକେଟ୍ ଦେଇଛନ୍ତି, ... -
ଭାରତରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍
ପ୍ରସାଦ ରାଓ ୨୪ ଫେବୃୟାରୀ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ୍ ଆଜି ସପତ୍ନିକ ଦୁଇ ଦିନିଆ ଭାରତ ଗସ୍ତରେ ଆସି ପୂର୍ବାହ୍ନରେ ଗୁଜରାତର ଅହମ୍ମଦାବାଦ ବିମାନ ବନ୍ଦରରେ ପହଂଚିବା ପରେ ତାଙ୍କୁ ଭବ୍ୟ ... -
କେଜରୀୱାଲ ସରକାର-ତିନି : ସବୁ ପୁରୁଣା ମନ୍ତ୍ରୀ ରହିବେ, ନୂଆ ଚେହେରାକୁ ନା’
ପ୍ରସାଦ ରାଓ ୧୨ ଫେବୃୟାରୀ ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିପୁଳ ଜନସମର୍ଥନ ପାଇ ପୁନଃ କ୍ଷମତାସୀନ ହୋଇଥିବା ଅରବିନ୍ଦ କେଜରୀୱାଲଙ୍କ ତୃତୀୟ ପାଳି ସରକାର ରବିବାର, ଅର୍ଥାତ ୧୬ ଫେବୃୟାରୀରେ ଶପଥ ନେବେ ... -
ଦିଲ୍ଲୀରେ କେଜରୀୱାଲଙ୍କ ହାଟ୍ରିକ୍ : ‘ବିକାଶ’ ରଥ ଗଡିଲା, ‘ଘୃଣା’ ରାଜନୀତି ଫେଲ୍
ପ୍ରସାଦ ରାଓ ୧୧ ଫେବୃୟାରୀ ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଆଜି ସାମନାକୁ ଆସିଛି । ଦିଲ୍ଲୀ ଭୋଟର ଏହି ନିର୍ବାଚନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀୱାଲଙ୍କୁ ପୂର୍ଣ୍ଣ ବହୁମତ ଦେଇ ଆଗାମୀ ପାଂଚ ... -
ରାମଲାଲା ମନ୍ଦିର ପାଇଁ ଟ୍ରଷ୍ଟ୍ ଘୋଷଣା, ୨୫ କିମି ଦୂର ଧନିପୁରରେ ମସଜିଦ୍ ପାଇଁ ଜମି
ପ୍ରସାଦ ରାଓ ୦୫ ଫେବୃୟାରୀ ଅଯୋଧ୍ୟାରେ ରାମଲାଲାଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ ପାଇଁ ‘ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର’ ନାମରେ ଏକ ଟ୍ରଷ୍ଟ ଗଠନକୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇ ଥିବା ... -
‘କରୋନା’ ଆତଙ୍କ, ଓଡ଼ିଶାରେ ‘ୱେଟ୍ ମାର୍କେଟ୍’ କେବେ ବନ୍ଦ ହେବ ?
ପ୍ରସାଦ ରାଓ ଭୁବନେଶ୍ୱର ୦୪ ଫେବୃୟାରୀ ଚୀନର ହୁଆନ ସହରରୁ ଆରମ୍ଭ ହୋଇ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଥିବା କରୋନା ଭାଇରସ୍ ଓଡ଼ିଶାକୁ ମଧ୍ୟ ଛାଡି ନାହିଁ । ରାଜ୍ୟର ୧୪ ... -
ଦିଲ୍ଲୀ ବିଧାନସଭା ନିର୍ବାଚନ – ବିଜେପି ପାଇଁ ଅଗ୍ନିପରୀକ୍ଷା !
ପ୍ରସାଦ ରାଓ ୨୯ ଜାନୁୟାରୀ ନିର୍ବାଚନ ଆସିଲେ ଅନେକ ପ୍ରସଙ୍ଗ ଚର୍ଚ୍ଚାକୁ ଆସେ । ଜାତୀୟ ଠାରୁ ଆରମ୍ଭ କରି ଆଂଚଳିକ ପର୍ଯ୍ୟନ୍ତ ଅନେକ ସମସ୍ୟା ଥଣ୍ଡାବାକ୍ସରୁ ବାହାରି ଆସି ନିର୍ବାଚନ ତାତିକୁ ... -
ହେମନ୍ତ ସୋରେନ ଦ୍ୱିତୀୟ ଥର ପାଇଁ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ
ପ୍ରସାଦ ରାଓ ୨୪ ଡ଼ିସେମ୍ବର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନରେ ଜେଏମଏମ୍-କଂଗ୍ରେସ ଓ ଆରଜେଡ଼ି ମେଂଟର ଏକକ ବିଜୟ ପରେ ଜେଏମଏମ୍ ନେତା ହେମନ୍ତ ସୋରେନ ରାଜ୍ୟରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS