Editor’s story
-
ସୁପ୍ରିମ କୋର୍ଟ ରାୟ, ଅଯୋଧ୍ୟାରେ ରାମ ମନ୍ଦିର ନିଶ୍ଚିତ
– ପ୍ରସାଦ ରାଓ – ନଭେମ୍ବର ୦୯ ବହୁ ଚର୍ଚ୍ଚିତ ରାମଲାଲା-ବାବରୀ ମସଜିଦ ଜମି ବିବାଦର ଆଜି (ନଭେମ୍ବର ୯ ତାରିଖ) ଶାନ୍ତିପୂର୍ଣ୍ଣ ସମାଧାନ ହୋଇ ଯାଇଛି । ଏହି ସ୍ପର୍ଶକାତର ମାମଲାର ... -
ମହାରାଷ୍ଟ୍ର ରାଜନୀତି : ସମୟ ଗଡୁଛି, କଳି ସରୁନି
– ପ୍ରସାଦ ରାଓ – ନଭେମ୍ବର ୦୪ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସଙ୍କ ନେତୃତ୍ୱାଧୀନ ବିଜେପି-ଶିବସେନା ମେଂଟ ସରକାରର କାର୍ଯ୍ୟକାଳ ଆସନ୍ତା ୯ ତାରିଖ ସରିବାକୁ ଯାଉଛି । ୧୦ ତାରିଖ ସୁଦ୍ଧା ... -
‘୫-ଟି’କୁ ନେଇ ବିରୋଧୀ ଏତେ ଆତଙ୍କିତ କାହିଁକି ?
– ପ୍ରସାଦ ରାଓ – ନଭେମ୍ବର ୦୧ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ପଂଚମ ପାଳି ସରକାରରେ ‘୫-ଟି’ ଅସ୍ତ୍ର ପ୍ରୟୋଗ କରି ରାଜ୍ୟବାସୀଙ୍କ ମନରେ ନୂତନ ଆଶାର ସଂଚାର କରିଥିବା ବେଳେ ... -
ମହାରାଷ୍ଟ୍ର ରାଜନୀତି: ଯୁବରାଜଙ୍କ ଅଭିଷେକ ହେବ ନା ଶିବସେନା ଶିଶୁପାଳ ହୋଇ ରହିଯିବ ?
– ପ୍ରସାଦ ରାଓ – ଅକ୍ଟୋବର ୩୦ ଦେବେନ୍ଦ୍ର ଫଡ଼ନାଭିସଙ୍କୁ ଦ୍ୱିତୀୟ ଥର ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କରିବାକୁ ବିଜେପି ମନ ସ୍ଥିର କରି ସାରିଛି । ଆଜି ମୁମ୍ବାଇ ଠାରେ ଅନୁଷ୍ଠିତ ... -
ବିରୋଧୀଙ୍କ ଟାର୍ଗେଟ୍ ରେ କିଏ ? ମୁଖ୍ୟମନ୍ତ୍ରୀ ନା ତୃତୀୟ ମହଲା ??
– ପ୍ରସାଦ ରାଓ – ଅକ୍ଟୋବର ୨୩ ଗଲା ଏକ ସପ୍ତାହ ହେଲା ରାଜ୍ୟର ବିରୋଧୀ ଶିବିର ଓ ଗଣମାଧ୍ୟମରେ ଚର୍ଚ୍ଚାର ଖୋରାକ ହୋଇଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ହରିଦାଶପୁର ପଂଚାୟତର ... -
ସୁଧୁରି ଯାଅ, ନଚେତ ‘ବହଗାଲୁଆ’ ରହି ଯିବ..
– ପ୍ରସାଦ ରାଓ – ସେପ୍ଟେମ୍ବର ୧୨ ତାରିଖ କେନ୍ଦ୍ର ସରକାରଙ୍କ ନୂଆ ଟ୍ରାଫିକ୍ ଆଇନ ରାଜ୍ୟରେ ଲାଗୁ ହେବାର ଏକାଦଶ ଦିନ ବିତି ଯାଇଥିଲେ ମଧ୍ୟ ତାହାକୁ ନେଇ ବିବାଦର ଅବସାନ ... -
ଲାଇଫ୍ ଇଜ୍ ଅନ୍ …
– ପ୍ରସାଦ ରାଓ – ଅଗଷ୍ଟ ୨୨ ତାରିଖ ବୟସ ବଢିବା ପରେ ଆଉ ଏକ ଜନ୍ମଦିନ ପାଳିବାର ସ୍ପୃହା ନ ଥାଏ । କିନ୍ତୁ, ପରିବାର, ସହଯୋଗୀ ଓ ଶୁଭେଚ୍ଛୁଙ୍କ ଶୁଭେଚ୍ଛା ... -
-
ନୂଆ ପିଢି ଉପାୟଶୂନ୍ୟ..
– ପ୍ରସାଦ ରାଓ – ଅଗଷ୍ଟ ୧୭ ତାରିଖ ସାମ୍ବାଦିକତାରେ ସବୁ ଠାରୁ ବଡ ଆବଶ୍ୟକତା ହେଉଛି ଜ୍ଞାନ, ଅଭିଜ୍ଞତା ଓ ଉପଯୁକ୍ତ ତାଲିମ । ଜ୍ଞାନ ହେଉଛି ସଂପୂର୍ଣ୍ଣ ନିଜସ୍ୱ । ... -
ଅସହାୟ କଂଗ୍ରେସ ପରିବାର..
– ପ୍ରସାଦ ରାଓ – ଅଗଷ୍ଟ ୧୩ ତାରିଖ କଂଗ୍ରେସ ପରିବାର କେତେ ଅସହାୟ, ତାହା ଶନିବାର ରାତିରେ ଜଣାପଡିଛି । ଦୁଇ ମାସର କସରତ ପରେ ଭାରତୀୟ ଜାତୀୟ କଂଗ୍ରେସ ପୁନର୍ବାର ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS