Editor’s story
-
ଓଡ଼ିଶା: ସ୍ୱେଚ୍ଛାଚାରରେ ଶାସକ ବିଜେଡ଼ି ଏବେ ବିଜେପି ରାସ୍ତାରେ
– ପ୍ରସାଦ ରାଓ – ଭୁବନେଶ୍ୱର, ଏପ୍ରିଲ ୨୭: କଥାରେ ଅଛି, ବିରୋଧୀ ଦୁର୍ବଳ ହେଲେ ଶାସକ ସ୍ୱେଚ୍ଛାଚାରୀ ହୋଇଯାଏ । ଏହି ବାସ୍ତବିକତା ଦେଖିବାକୁ ମିଳୁଛି ଏବେ କେନ୍ଦ୍ର ଓ ରାଜ୍ୟ ... -
ଶେଷରେ, ସନ୍ଥ ଶେଷ ଜୀବନ ଯୋଧପୁର ଜେଲରେ କାଟିବେ !
– ପ୍ରସାଦ ରାଓ – ବିଶ୍ୱାସ ଭଙ୍ଗର ଏହା ଏକ ଜ୍ୱଳନ୍ତ ଉଦାହରଣ । ତାହା ପୁଣି ଜଣେ ନିଜକୁ ସନ୍ଥ ଭାବେ ଘୋଷଣା କରିଥିବା ତଥାକଥିତ ଧର୍ମଗୁରୁଙ୍କ ଦ୍ୱାରା । ଏବେ ... -
ଆଲୁଅ ନାହିଁ, ରାସ୍ତା ନାହିଁ – ୩୫ ବର୍ଷ ହେଲା ଏକାନ୍ତ ବାସରେ ରହିଛନ୍ତି ହନୁଗୁଡାର ହନୁମାନ
ଭୁବନେଶ୍ୱର, ଏପ୍ରିଲ ୨୦(ପ୍ରସାଦ ରାଓ): ଓଡ଼ିଶାବାସୀଙ୍କ ପାଇଁ ଏହା କିଛି ନୂଆ କଥା ନୁହେଁ । ରାଜ୍ୟର ବିଭିନ୍ନ ଅଂଚଳରେ ଏଭଳି ମନ୍ଦିର ରହିଛି, ଯେଉଁଠି କି ପୂଜାପାଠ ହେଉଛି । ଭକ୍ତଙ୍କ ... -
ନେଡ଼ି ଗୁଡ କହୁଣୀକୁ ବୋହିବା ପରେ ଓଡ଼ିଶା କଂଗ୍ରେସର ନବ କଳେବର !
ଭୁବନେଶ୍ୱର, ୨୦ ଏପ୍ରିଲ (ପ୍ରସାଦ ରାଓ): ନେଡ଼ି ଗୁଡ଼ କହୁଣୀକୁ ବୋହିବା ପରେ ହୋଇଛି ଓଡ଼ିଶା କଂଗ୍ରେସର ନବ କଳେବର । ଏଆଇସିସି ହାଇକମାଣ୍ଡ୍ ରାହୁଲ ଗାନ୍ଧୀ ଦୀର୍ଘ ଦୁଇ ବର୍ଷରୁ ଅଧିକ ... -
କୃଷ୍ଣସାର ମୃଗହତ୍ୟା: ସଲମାନଙ୍କୁ ଜାମିନ ମିଳିଲା, ବିଷ୍ଣୋଇ ସମାଜ ଯିବ ହାଇକୋର୍ଟ
ଜୟପୁର (ରାଜସ୍ଥାନ),୦୭ ଏପ୍ରିଲ: ୨୦ ବର୍ଷ ତଳେ ଘଟି ଥିବା କୃଷ୍ଟସାର ମୃଗ ହତ୍ୟା ମାମଲାରେ ଯୋଧପୁରର ଏକ ନିମ୍ନ ଅଦାଲତରେ ୫ ବର୍ଷ ଜେଲ୍ ଦଣ୍ଡାଦେଶ ପାଇ ଥିବା ବଲିଉଡ୍ ଷ୍ଟାର୍ ... -
ଚିତାଭଷ୍ମରୁ ଶଙ୍ଖ ଧ୍ୱନୀ…
ଭୁବନେଶ୍ୱର, ମାର୍ଚ୍ଚ ୨୯ (ପ୍ରସାଦ ରାଓ): ଶୁଣିବାକୁ ନିଶ୍ଚିତ ଭାବେ ଅସହଜ ଲାଗୁ ଥିବ । ଚିତାଭଷ୍ମ ସହ ଶଙ୍ଖ ଧ୍ୱନୀର ସଂପର୍କ କଣ? ଭଷ୍ମ ତ ମିଳେ ଶ୍ମଶାନରେ । ଆଉ ... -
ଜେବିଙ୍କ ଅବର୍ତମାନରେ କଂଗ୍ରେସ ନେତାଏ ବାଟବଣା, ନବୀନଙ୍କ କୋଳ ହିଁ ସୁରକ୍ଷିତ !
– ପ୍ରସାଦ ରାଓ – ଭୁବନେଶ୍ୱର, ୨୭ ମାର୍ଚ୍ଚ: ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ଓଡ଼ିଶାରେ କଂଗ୍ରେସ ବାଟବଣା ହୋଇଛି । ଦଳ ଭିତରେ ଗୁରୁତର ଅନ୍ତଦ୍ୱର୍ନ୍ଦ୍ୱ ରାଜ୍ୟରେ ଥିବା ... -
ସଂସଦରେ ଅଚଳାବସ୍ଥା ପାଇଁ ବିରୋଧୀଙ୍କୁ ଦାୟି କଲେ ଅମିତ ଶାହା
ନୂଆଦିଲ୍ଲୀ, ୨୫ ମାର୍ଚ୍ଚ: ଦୁଇ ସପ୍ତାହରୁ ଅଧିକ ହେଲା ସଂସଦରେ ଯେଉଁ ଅଚଳାବସ୍ଥା ଲାଗି ରହିଛି ସେଥିପାଇଁ ବିରୋଧୀଙ୍କୁ ଦାୟି କରିଛନ୍ତି ବିଜେପି ଅଧ୍ୟକ୍ଷ ଅମିତ ଶାହା । ଟିଡ଼ିପି ଓ ଅନ୍ୟ ... -
ଲାଲୁଙ୍କୁ ନିସ୍ତାର ନାହିଁ, ଚତୁର୍ଥ ମାମଲାରେ ୧୪ ବର୍ଷ ଜେଲ୍
ନୂଆଦିଲ୍ଲୀ, ୨୪ ମାର୍ଚ୍ଚ: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡ଼ି) ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଗୋଖାଦ୍ୟ ଦୁର୍ନୀତି ମାମଲାରେ ସାରା ଜୀବନ ଜେଲରେ କଟାଇବା ପରିସ୍ଥିତି ସୃଷ୍ଟି ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS