Breaking News
-
ପେଟ୍ରୋଲ, ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧି ନେଇ ଦେଶବ୍ୟାପୀ ଉଦ୍ବେଗ, ଚିଦମ୍ବରମ କହିଲେ – ଏହି ଦୁଇ ସାମଗ୍ରୀ ତୁରନ୍ତ ଜିଏସଟି ଅନ୍ତର୍ଭୁକ୍ତ କରାଯାଉ
ଭୁବନେଶ୍ୱର, ସେପ୍ଟେମ୍ବର ୦୩ (ମୋଅନୁଭବ.କମ୍): ପେଟ୍ରୋଲ, ଡ଼ିଜେଲର ଆକାଶଛୁଆଁ ଦରବୃଦ୍ଧିକୁ ନେଇ ଦେଶବ୍ୟାପୀ ଉଦବେଗ ପ୍ରକାଶ ପାଉଛି । ରାଜଧାନୀ ଭୁବନେଶ୍ୱରରେ ଆଜିର ପେଟ୍ରୋଲ ଦର ୭୮ ଟଙ୍କା ୧୧ ପଇସା ଥିବା ... -
କ୍ୟାବିନେଟ୍ ବୈଠକ ହେଲା, କିନ୍ତୁ ବିଧାନସଭା ଭଙ୍ଗ ନିଷ୍ପତ୍ତି ହେଇନି
ହାଇଦ୍ରାବାଦ, ୦୨ ସେପ୍ଟେମ୍ବର: ବର୍ଷା ସତ୍ୱେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ତେଲେଙ୍ଗାନା ରାଜ୍ୟ ସରକାର ଆଜି (ରବିବାର) କୋଙ୍ଗାରା କାଲାନା ଠାରେ ରାଜ୍ୟ କ୍ୟାବିନେଟ୍ ର ବୈଠକ କରି ଥିଲେ ମଧ୍ୟ ... -
ନିଦ ଉଡଡାଇଛି ‘ମୋମୋ’
ଭୁବନେଶ୍ୱର, ୦୨ ସେପ୍ଟେମ୍ବର (ମୋଅନୁଭବ.କମ୍): ‘ବ୍ଲୁ ହ୍ୱେଲ୍ ଚ୍ୟାଲେଂଜ’ ଭଳି ‘ମୋମୋ ଚ୍ୟାଲେଂଜ’ ଏବେ ଅଭିଭାବକଙ୍କ ନିଦ ଉଡାଇଛି । ଭୁନେଶ୍ୱରରେ ଇଂଜିନିୟରିଂ ପଢୁଥିବା ରାଉରକେଲାର ଜଣେ ଛାତ୍ର ଚେନ୍ନାଇ ପଳାଇ ଯାଇ ... -
ଡ଼ାକ ସେବାରେ ବିରାଟ ସଂସ୍କାର, ଆଇପିପିବି ସେବା ଆରମ୍ଭ
ନୂଆଦିଲ୍ଲୀ, ୦୨ ସେପ୍ଟେମ୍ବର (ମୋଅନୁଭବ.କମ୍): ଶନିବାର (୧ ତାରିଖ)ଦିନ ଏଠାରେ ଇଣ୍ଡିଆନ ପୋଷ୍ଟାଲ ପେମେଂଟ୍ ବ୍ୟାଙ୍କ୍ (ଆଇପିପିବି)ସେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦଘାଟିତ କରିଛନ୍ତି । ଏହା ହେଉଛି ଦେଶର ଯୋଗାଯୋଗ ମନ୍ତ୍ରଣାଳୟ ... -
ମହାରାଷ୍ଟ୍ର ପୁଲିସକୁ ସୁପ୍ରିମ କୋର୍ଟ ଝଟକା
– ପ୍ରସାଦ ରାଓ – ଦେଶର ପ୍ରଧାନମନ୍ତ୍ରୀଙ୍କୁ ‘ହତ୍ୟା ଷଡଯନ୍ତ୍ର’ ଅଭିଯୋଗ କିଛି କମ୍ କଥା ନୁହେଁ । ଏଭଳି ଅଭିଯୋଗର ସମ୍ମୁଖୀନ ହେଉଥିବା ଲୋକଙ୍କ ପ୍ରତି ଅଦାଲତଗୁଡ଼ିକ କେବେ ସହାନୁଭୂତି ପ୍ରଦର୍ଶନ ... -
ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡଯନ୍ତ୍ର ନା ମାଓଲିଂକ୍ !
– ପ୍ରସାଦ ରାଓ – ୨୦୧୯ ସାଧାରଣ ନିର୍ବାଚନକୁ ନେଇ ଦେଶରେ ଅବଗଣନା ଆରମ୍ଭ ହୋଇଯାଇ ଥିବା ବେଳେ କେନ୍ଦ୍ରର କ୍ଷମତାସୀନ ବିଜେପି ସରକାର ଓ ବିରୋଧୀଙ୍କ ମଧ୍ୟରେ ଛକାପଂଝା ଅଧିକ ତୀବ୍ର ... -
ଦେଶରେ ଆଉ ୨୨ଟି ନୂଆ ‘ଏମସ୍’ ଖୋଲିବ : କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର, ଅଗଷ୍ଟ ୨୬ (ମୋଅନୁଭବ.କମ୍): ଦେଶର ବିଭିନ୍ନ ଅଂଚଳରେ ଆଉ ୨୨ଟି ନୂଆ ‘ଏମସ୍’ (ଏଆଇଆଇଏମଏସ) ଖୋଲିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା ଏଠାରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ... -
‘ନ୍ୟାସନାଲ ହେରାଲ୍ଡ’ ବିରୋଧରେ ୫ହଜାର କୋଟିର ମାନହାନୀ ମକଦ୍ଦମା
ଅହମ୍ମଦାବାଦ, ଅଗଷ୍ଟ ୨୬ (ମୋଅନୁଭବ.କମ୍): ‘ନ୍ୟାସନାଲ ହେରାଲ୍ଡ’ ସମ୍ବାଦପତ୍ରରେ ରାଫେଲ ଯୁଦ୍ଧ ବିମାନ କ୍ରୟ ଚୁକ୍ତ ସଂପର୍କରେ ପ୍ରକାଶିତ ଏକ ରିପୋର୍ଟ ‘ଆପତ୍ତିଜନକ ଓ ମାନହାନୀ ସୂଚକ’ ବୋଲି ଦର୍ଶାଇ ଅନିଲ ଆମ୍ବାନୀଙ୍କ ... -
ଦେଶର ସବୁ ଉପାସନାସ୍ଥଳର ଜୁଡିସିଆଲ ଅଡିଟ୍ କେତେଦୂର ସମ୍ଭବ !
ନୂଆଦିଲ୍ଲୀ, ଅଗଷ୍ଟ ୨୪ (ପ୍ରସାଦ ରାଓ): ପୁରୀ ଶ୍ରୀମନ୍ଦିର ଢାଂଚାରେ ଦେଶର ସମସ୍ତ ଧର୍ମାନୁଷ୍ଠାନ ଓ ଦାତବ୍ୟ ଅନୁଷ୍ଠାନର ଜୁଡ଼ିସିଆଲ ଅଡିଟ୍ ହେବ । ଏହି ମର୍ମରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରମି ... -
କେରଳ ପରିସ୍ଥିତିକୁ ‘ଜାତୀୟ ବିପତ୍ତି’ ଘୋଷଣା କରିବାରେ ଅସୁବିଧା ରହିଲା କେଉଁଠି ?
ଭୁବନେଶ୍ୱର, ଅଗଷ୍ଟ ୨୦(ପ୍ରସାଦ ରାଓ): ଦୁଇ ସପ୍ତାହରୁ ଅଧିକ ଦିନ ଧରି ବାଦଲ ଫଟା ବର୍ଷା ଓ ବନ୍ୟା ବ୍ୟୁପ୍ତାତ ଲାଗି ରହିବା ଯୋଗୁ ଦକ୍ଷିଣୀ ରାଜ୍ୟ କେରଳରେ ପରିସ୍ଥିତି ଉଦବେଗଜନକ ରହିଛି ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS