News/ General
-
ରଂଧନ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ବ୍ରହ୍ମପୁରରେ ମହିଳା ବିଜେଡ଼ିର ଧାରଣା ୬ରେ
ବ୍ରହ୍ମପୁର: ରଂଧନ ଗ୍ୟାସ୍ର ଦର ବୃଦ୍ଧି ପ୍ରତିବାଦରେ ୬ ତାରିଖ ଦିନ ଦକ୍ଷିଣାଂଚଳ ରାଜସ୍ୱ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମହିଳା ବିଜେଡ଼ି ଗଂଜାମ ଜିଲ୍ଲା ଶଖା ପକ୍ଷରୁ ଧାରଣା ଦିଆଯିବ ବୋଲି ଜଣାପଡିଛି। ... -
ବିନ୍ଦୁସାଗରରେ ବୋଇତ ବନ୍ଦାଣ
ଭୁବନେଶ୍ୱର: ପବିତ୍ର କାର୍ତିକ ପୂର୍ଣ୍ଣମୀ ଅବସରରେ ଶନିବାର ସକାଳେ ପୁରୁଣା ଭୁବନେଶ୍ୱରସ୍ଥିତ ବିନ୍ଦୁ ସାଗରରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ବହୁ ସଂଖ୍ୟକ ଭକ୍ତ ଭୋରରେ ବିନ୍ଦୁ ସାଗରରେ ... -
କୋଣାର୍କ ଏକ୍ସପ୍ରେସ୍ ରେ ମଲା ମୂଷା
ବ୍ରହ୍ମପୁର: ନଭେମ୍ବର ୩ ତାରିଖ ଅପରାହ୍ନରେ ଓଡ଼ିଶା ହାଇକୋର୍ଟ ବିଚାରପତି ଜଷ୍ଟିସ ବିଶ୍ୱନାଥ ରଥ କୋରାପୁଟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ କୋଣାର୍କ ଏକ୍ସପ୍ରେସ୍ରେ ଯାଉଥିଲେ । ସେ ଟ୍ରେନ୍ ଯୋଗେ ... -
ଆଇଟିଆରରେ ଗ୍ଲାଇଡ୍ ବମ୍ ପରୀକ୍ଷା ସଫଳ
ବାଲେଶ୍ୱର: ନଭେମ୍ବର ୩ ତାରିଖ ଦିନ ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ସ୍ଥିତ ସମନ୍ୱୀତ ପରୀକ୍ଷଣ କେନ୍ଦ୍ର (ଆଇଟିଆର)ରେ ଭାରତୀୟ ବାୟୁ ସେନା ପାଇଁ ଗ୍ଲାଇଡ୍ ବମ୍ର ସଫଳ ପରୀକ୍ଷଣ ହୋଇଛି । ସ୍ୱଦେଶୀ ... -
କୁନ୍ଦୁଲି ଦୁଷ୍କର୍ମ ଘଟଣା: ସତ୍ୟପାଠ ମାଗିଲେ ହାଇକୋର୍ଟ
କୋରାପୁଟ: କୋରାପୁଟ ଜିଲ୍ଲା କୁନ୍ଦୁଲି ଦୁଷ୍କର୍ମ ଘଟଣା ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ପଟ୍ଟାଙ୍ଗୀ ଥାନା ମୂଷାଗୁଡ଼ା ଗା୍ରମର ପୀଡ଼ିତା (ନବମ ଶ୍ରେଣୀ ଛାତ୍ରୀ) ଅକ୍ଟୋବର ୧୦ ତାରିଖ ମଧ୍ୟାହ୍ନରେ ... -
ଗୋଚର ଜାଗାରେ ଶବଦାହ
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ମହାଗବ ଗାଁର ଘଟଣା । ନଭେମ୍ବର ୩ ତାରିଖ ସକାଳେ ଗାଁର ରଘୁନାଥ ହାଂସଦାଙ୍କ ପତ୍ନୀ ହୀରା ହାଂସଦା (୭୦)ଙ୍କ ମୃତ୍ୟୁ ଘଟିଲା । ପରିବାର ... -
ନ୍ୟୁଜ୍ ବାଇଟ୍ସ… ମାନବିକତା କୁଆଡେ ଗଲା !
ଭୁବନେଶ୍ୱର: ଗୋଲାମ ନଗରୀ ରାଜଧାନୀ ଭୁବନେଶ୍ୱରକୁ ନେଇ ରାଜ୍ୟବାସୀ ଦେଖନ୍ତି ଗୋଲାପୀ ସ୍ୱପ୍ନ । ସହରରେ ଘରଟିଏ କରି ରହି ଥିବା ଲୋକଟି ଭାଗ୍ୟବାନ ବୋଲି ସେମାନେ ଭାବନ୍ତି । କିନ୍ତୁ, ଏହି ... -
କାର୍ତିକ ମାହାତ୍ମ୍ୟ – ଶ୍ରୀକ୍ଷେତ୍ରର ପଂଚତୀର୍ଥ
ପୁରୀରୁ ସ୍ମିତାଲି ସ୍ମୃତି ସ୍ନିଗ୍ଧା – ବର୍ଷର ସବୁ ମାସର କିଛି କିଛି ମହତ୍ୱ ରହିଛି । ତେବେ, ଧର୍ମ ମାସ ରୂପେ କାର୍ତିକ ମାସକୁ ବେଶି ପ୍ରାଧାନ୍ୟ ଦିଆଯାଏ । କୁହାଯାଏ ... -
ମରୁଡ଼ି ଅଂଚଳ ଚାଷିଙ୍କୁ ତୁରନ୍ତ ରବି ଋଣ ଦିଆଯିବାକୁ ସରକାରଙ୍କ ନିଦେ୍ର୍ଦଶ
ଭୁବନେଶ୍ୱର, ୦୪ ନଭେମ୍ବର: ଗଲା ଖରିଫ ଋତୁରେ ସ୍ୱଳ୍ପ ବୃଷ୍ଟି ଯୋଗୁ ଫସଲ ହାନୀର ସମ୍ମୁଖୀନ ହୋଇଥିବା ଚାଷିଙ୍କ ମଧ୍ୟରୁ ଶତକଡା ୩୩ ଭାଗରୁ ଅଧିକ ଫସଲ କ୍ଷତି ଘଟି ଥିବା ଚାଷିଙ୍କୁ ... -
– ରାଜଧାନୀର ମଣିଷ – ବିଡ଼ିଏରେ ପେନସନ୍ ନାହିଁ, ପାନ ଦୋକାନ ହୋଇଛି ଭୀମସେନଙ୍କ ପାଇଁ ଅବସର ପରର ସାହା..
ଭୁବନେଶ୍ୱର (ପ୍ରସାଦ ରାଓ): ରାଜଧାନୀ ଭୁବନେଶ୍ୱର । ଗୋଲାମ ନଗରୀ ଭାବେ ପରିଚିତ ଏହି ସହରର ପ୍ରତ୍ୟେକ ଅଧିବାସୀଙ୍କ ଜୀବନ ଜିଇଁବାର ଶୈଳୀ ଭିନ୍ନ । ନେତା, ମନ୍ତ୍ରୀ, ବିଧାୟକ, ପ୍ରଶାସକ, ସରକାରୀ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS