Sports
-
ଏସୀୟ କପ୍ କ୍ରିକେଟ୍: ଭାରତ ନିକଟରୁ ପାକିସ୍ତାନ ହାରିଲା ୮ ୱିକେଟରେ
ଦୁବାଇ, ୨୦ସେପ୍ଟେମ୍ବର: ଏଠାର ଚାଲି ଥିବା ଏସୀୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟର ଗୃପ୍ -ଏ ମ୍ୟାଚରେ ବୁଧବାର ଦିନ ଭାରତ ତାହାର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮ ୱିକେଟରେ ହରାଇଛି । ଭାରତ ... -
ଶହେ, ଦୁଇ ଶହ ମହିଳା ଏସୀୟ ଦୌଡରେ ଦୂତିଙ୍କୁ ଚାନ୍ଦି..
ଇଣ୍ଡୋନେସିଆର ଜାକର୍ତା ଠାରେ ଚାଲିଥିବା ଏସୀୟ କ୍ରୀଡାରେ ଶହେ ଓ ଦୁଇ ଶହ ମିଟର ମହିଳା ଦୌଡ ପ୍ରତିଯୋଗିତାରେ ଓଡ଼ିଆ ଆଥେଲେଟ୍ ଦୂତି ଚାନ୍ଦ୍ ଚାନ୍ଦିର ପଦକ ଲାଭ କରି ଦେଶ ତଥା ... -
ଖେଳାଳୀଙ୍କୁ ନିଷିଦ୍ଧ ଔଷଧ ଯୋଗାଇଲେ ଜେଲ୍ !
ନୂୂଆଦିଲ୍ଲୀ, ଅଗଷ୍ଟ ୦୭: କେନ୍ଦ୍ର ସରକାରଙ୍କ କ୍ରୀଡା ମନ୍ତ୍ରଣାଳୟ ‘ଡ଼ୋପିଂ’ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଅଂଟା ଭିଡିଛନ୍ତି । ମନ୍ତ୍ରଣାଳୟ ଦ୍ୱାରା ନିଯୁକ୍ତ ଜଷ୍ଟିସ ମୁକୁଲ ମୁଦଗଲ୍ କମିଟି ବିଭିନ୍ନ ରାଷ୍ଟ୍ରରେ ... -
ଇମ୍ରାନଙ୍କୁ ନେଇ ଭାରତ ସରକାର ଦ୍ୱିଧାରେ, କିନ୍ତୁ କ୍ରିକେଟ୍ କିମ୍ବଦନ୍ତୀମାନେ ଆଶାବାଦୀ
ନୂଆଦିଲ୍ଲୀ, ୩୧ ଜୁଲାଇ (ମୋଅନୁଭବ.କମ୍): କିଛି ଦିନ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବାକୁ ଯାଉଥିବା ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର ତଥା ପାକିସ୍ତାନ ତେହେରିକେ-ଇ-ଇନସାଫ୍ ପାର୍ଟିର ମୁଖ୍ୟ ଇମ୍ରାନ ଖାନ୍ ଙ୍କୁ ... -
୧୦୦ ମିଟର ଦୌଡ଼: ନିଜ ଜାତୀୟ ରେକର୍ଡ ଭାଂଗିଲେ ଦୂତୀ
ଭୁବନେଶ୍ୱର, ୩୦ ଜୁନ୍: ଆସାମର ଗୌହାଟୀ ଠାରେ ଶୁକ୍ରବାର ଶେଷ ହୋଇଥିବା ୫୮ ତମ ଜାତୀୟ ଆନ୍ତଃ ରାଜ୍ୟ ସିନିୟର ଆଥେଲେଟିକ୍ସ ଚାଂପିଅନସିପ ମହିଳା ୧୦୦ ମିଟର ଦୌଡ଼ରେ ସ୍ପ୍ରିନ୍ଟ କ୍ୱିନ୍ ଦୂତୀ ... -
ଶ୍ରଦ୍ଧାଂଜଳୀ ଜାତୀୟ ମହିଳା ଫୁଟବଲ ଦଳର ସହକାରୀ କୋଚ୍
ଭୁବନେଶ୍ୱର, ୨୯ ଜୁନ୍: ଧୀରେ କଥା କହୁଥିବା ଓଡ଼ିଆ ଝିଅ ଶ୍ରଦ୍ଧାଂଜଳୀ ସାମନ୍ତରାୟଙ୍କୁ ୧୭ ବର୍ଷରୁ କମ୍ ଜାତୀୟ ମହିଳା ଫୁଟବଲ ଦଳର ସହକାରୀ କୋଚ୍ ଭାବେ ନିଯୁକ୍ତି ମିଳିଛି । ଦକ୍ଷିଣ ... -
ବବିତା ଫୋଗଟ୍ଂକୁ ଜାକର୍ତା ଏସୀୟ କ୍ରୀଡାରେ ଯୋଗ ଦେବାକୁ ଅନୁମତି ମିଳିବ ନାହିଁ
ନୂଆଦିଲ୍ଲୀ: ବିଶୃଙ୍ଖଳ ଆଚରଣ ପାଇଁ ‘ଦଙ୍ଗଲ’ ଫେମ୍ ସଂପନ୍ନ ଚାରି ଫୋଗୋଟ୍ ଭଉଣୀଙ୍କ ସମତେ ୧୧ ଜଣ ରେସଲର୍ ଲକ୍ଷ୍ନୌ ଠାରେ ‘ସାଇ’ କ୍ୟାଂପ୍ରେ ଚାଲି ଥିବା ଜାତୀୟ ରେସଲିଂ ଚୟନ ଶିବିରରୁ ... -
IPL 2018, SRH v CSK: Faf du Plessis takes CSK to final
South Africa captain Faf du Plessis took Chennai Super Kings to the final of the Indian Premier League as they beat Sunrisers Hyderabad by ... -
ଫୁଟବଲ ଷ୍ଟାର୍ ଶ୍ରଦ୍ଧାଂଜଳୀଙ୍କ ରେକର୍ଡ
ଓଡ଼ିଶା ତଥା ଭାରତୀୟ ମହିଳା ଫୁଟବଲ ଦଳର ଖେଳାଳୀ, ଅଧିନାୟିକା ଓ ଉପ ଅଧିନାୟିକା ଭାବେ ଶ୍ରଦ୍ଧାଜଂଳୀ ସାମନ୍ତରାୟ ୨୬ ବର୍ଷରେ ଯେଉଁ କୀର୍ତିମାନ୍ ସ୍ଥାପନ କରିଛନ୍ତି ତାହା ଏଠାରେ ଉପଲବ୍ଧ :- ... -
ଧୀରେ କଥା କହୁଥିବା ଝିଅଟି ଜଗତ ଜିତିଛି
– ପ୍ରସାଦ ରାଓ – ଭୁବନେଶ୍ୱର ମେ’୧୫: ଶ୍ରଦ୍ଧାଂଜଳୀ ସାମନ୍ତରାୟ । କେବଳ ଓଡ଼ିଶା ନୁହେଁ, ଭାରତୀୟ ମହିଳା ଫୁଟବଲ ଜଗତରେ ଏକ ପରିଚିତ ନାମ । ଧୀରେ ଧୀରେ କଥା କହୁଥିବା ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS