Blog
-
ପ୍ରଶ୍ନପତ୍ର ଲିକ୍: ସିବିଏସ୍ ଇ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପତ୍ରର ପୁନଃ ପରୀକ୍ଷା ଏପ୍ରିଲ ୨୫ରେ ହେବ
ନୂଆଦିଲ୍ଲୀ ମାର୍ଚ୍ଚ ୩୧ (ମୋ ଅନୁଭବ): ସିବିଏସ୍ ଇ ବୋର୍ଡ ଦଶମ ଶ୍ରେଣୀ ଗଣିତ ଓ ଦ୍ୱାଦଶ ଶ୍ରେଣୀ ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟ ଦେଶବ୍ୟାପୀ ... -
ଜାତୀୟ ନାଟକ ମହୋତ୍ସବ: ଦ୍ୱିତୀୟ ସଂଧ୍ୟାରେ ନାଟକ ‘ଗୀତ ଗୋବିନ୍ଦ’ ଏବଂ ତୃତୀୟ ଦିବସରେ କ୍ଷୁଦ୍ର ନାଟକ ‘ମୋ ଗାଁ ସୁନ୍ଦର’ ଓ ‘ଚାରୁଲତା’ ପ୍ରଦର୍ଶିତ
ରାଉରକେଲା (ମୋ ଅନୁଭବ ): ସ୍ଥାନୀୟ ସିଭକ ସେଂଟର ପ୍ରେକ୍ଷାଳୟରେ ଆରମ୍ଭ ହୋଇଥିବା ଜାତୀୟ ନାଟକ ମହୋସôବର ଦ୍ୱିତୀୟ ଦିବସରେ କିଂଶୁକ୍ ବନେ୍ଦାପଧ୍ୟାୟଙ୍କ ରଚିତ ଓ ନିଦେ୍ର୍ଦଶିତ ନାଟକ ‘ଗୀତ ଗୋବିନ୍ଦ’ ପ୍ରଦର୍ଶିତ ହୋଇଥିବା ବେଳେ ... -
ଚିତାଭଷ୍ମରୁ ଶଙ୍ଖ ଧ୍ୱନୀ…
ଭୁବନେଶ୍ୱର, ମାର୍ଚ୍ଚ ୨୯ (ପ୍ରସାଦ ରାଓ): ଶୁଣିବାକୁ ନିଶ୍ଚିତ ଭାବେ ଅସହଜ ଲାଗୁ ଥିବ । ଚିତାଭଷ୍ମ ସହ ଶଙ୍ଖ ଧ୍ୱନୀର ସଂପର୍କ କଣ? ଭଷ୍ମ ତ ମିଳେ ଶ୍ମଶାନରେ । ଆଉ ଶଙ୍ଖ (!)- ... -
ଓଜେଏସ୍ ଅନୁପମା ବେହେରା ହତ୍ୟାକାଣ୍ଡ, ଦୁଇ ଭାଇଙ୍କୁ ଆଜୀବନ କାରାଦଣ୍ଡ
କଟକ, ମାର୍ଚ୍ଚ ୨୯ (ମୋ ଅନୁଭବ): ୨୦୧୩ ମାର୍ଚ୍ଚ ୧୫ ତାରିଖରେ ବାଲେଶ୍ୱର ସହରରେ ଘଟି ଥିବା ବହୁ ଚର୍ଚ୍ଚିତ ଅନୁପମା ବେହେରା (ଓଜେଏସ୍) ହତ୍ୟାକାଣ୍ଡର ରାୟ ବୁଧବାର ପ୍ରକାଶ ପାଇଛି । କଟକ ପ୍ରଥମ ... -
ସିବିଏସଇ ପ୍ରଶ୍ନପତ୍ର ଲିକ୍: ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ଓ ଦଶମ ଶ୍ରେଣୀର ଗଣିତ ପରୀକ୍ଷା ପୁଣି ଥରେ ହେବ
ନୂଆଦିଲ୍ଲୀ ମାର୍ଚ୍ଚ ୨୯ (ମୋ ଅନୁଭବ): ସିବିଏସଇ ବୋର୍ଡ ପରୀକ୍ଷାରେ ଦଶମ ଶ୍ରେଣୀର ଗଣିତ ଓ ଦ୍ୱାଦଶ ଶ୍ରେଣୀର ଅର୍ଥନୀତି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣା କୋମଳମତି ପରୀକ୍ଷାର୍ଥୀ ଏବଂ ସେମାନଙ୍କ ଅଭିଭାବକଙ୍କ ମହଲରେ ଗଭୀର ... -
ବିଶ୍ୱ ନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ପ୍ରତିଯୋଗିତା ଉଦ୍ଘାଟିତ
ରାଉରକେଲା (ମୋ ଅନୁଭବ): ରାଉରକେଲା ସିଭିକ୍ ସେଂଟର ଠାରେ ବିଶ୍ୱ ନାଟ୍ୟ ଦିବସ ଅବସରରେ ଚାରି ଦିନ ବ୍ୟାପି ଜାତୀୟ ବହୁଭାଷୀ ନାଟକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଆର୍ ... -
ସାରଳା ସାସ୍କୃତିକ ପରିଷଦ ତରଫରୁ ସାହିତ୍ୟ ସଭା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ
ରାଉରକେଲା(ମୋ ଅନୁଭବ ): ରାଉରକେଲା ସେକ୍ଟର-୬ ସ୍ଥିତ ସାରଳା ମନ୍ଦିର ପ୍ରଙ୍ଗଣରେ ବାସନ୍ତିକ ପୂଜା ସହ ସାରଳା ସାଂସ୍କୃତିକ ପରିଷଦର ବାର୍ଷିକ ଉସôବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସଂସ୍ଥାର ବରିଷ୍ଠ ସଦସ୍ୟ ଅଶୋକ ... -
ନିଖିଳ ଓଡିଶା ଗ୍ରାମ ରୋଜଗାର ସେବକ ସଂଘର ମହାଧିବେଶନ, କମ୍ ଦରମାକୁ ମାତ୍ରାଧିକ ଚାପ ଅଭିଯୋଗ
ଭୁବନେଶ୍ୱର (ମୋ ଅନୁଭବ): ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ ଠାରେ ଗ୍ରାମ ରୋଜଗାର ସେବକ ସଂଘର ମହାଧିବେଶନ ଅନୁଷ୍ଠିତ ହୋଇ ଜିଆରଏସ୍ ଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବକୁ ନିନ୍ଦା କରାଯାଇଛି । ସମାନ କାମକୁ ...


















LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS