Blog
-
କେଶ ପାଇଁ ଗ୍ଲିସରିନ୍
କେଶ ସମସ୍ୟାକୁ କମ୍ କରିବା ପାଇଁ ଦାମିକା ସାମ୍ପୁ ବା କଣ୍ଡିସନର୍ର ଆବଶ୍ୟକତା ନାହିଁ । କେଶରେ ଗ୍ଲିସରିନ୍ ଲଗାନ୍ତୁ । ଖରା ଦିନ କେଶ ଅଧିକ ରୁକ୍ଷ ହୋଇଯାଏ । – ଲମ୍ବା କେଶ ... -
ବାସ୍ତୁ ଉପାୟ
. ଘରର ମୁଖ୍ୟ ଦ୍ୱାର ପୂର୍ବ ମୁଖରେ ଥିଲେ ପୂର୍ବ-ଉତ୍ତର ଦିଗରେ ଖାଲି ସ୍ଥାନ ଛାଡିବା ଉଚିତ୍ । ଏହାଦ୍ୱାରା ଧନପ୍ରାପ୍ତି, ବଂଶବୃଦ୍ଧି ଏବଂ ପୁତ୍ର ଲାଭ ସହିତ ସ୍ୱାସ୍ଥ୍ୟ ଭଲ ରହେ । . ... -
ଗରମରେ ମଧ୍ୟ ଖାଆନ୍ତୁ ରସୁଣ
ରସୁଣ ଦେହ ପାଇଁ ଗରମ । ଏହା ଖାଇବା ଦ୍ୱାରା ଗରମ ଦିନରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମ୍ୁଖୀନ ହେବାକୁ ପଡିବ ବୋଲି ସମସ୍ତେ ଭାବନ୍ତି । କିନ୍ତୁ ଗରମ ଦିନରେ ମଧ୍ୟ ଏହା ସ୍ୱାସ୍ଥ୍ୟ ... -
ସୁନ୍ଦରୀ ବାମନ ପ୍ରତିଯୋଗିତା
ବାମନମାନଙ୍କୁ ସମସ୍ତେ ସବୁବେଳେ ଆଡ ଆଖିରେ ଦେଖନ୍ତି । ସେମାନଙ୍କୁ ଉପହାସ କରନ୍ତି । ଲୋକ ଚକ୍ଷୁରେ ବାମନମାନଙ୍କୁ ସମ୍ମାନ ଦେବା ଉଦେ୍ଦଶ୍ୟରେ ଦୁବାଇର ପଂଚଞ୍ଚତାରକା ହୋଟେଲ୍ ସାଙ୍ଗରି- ଲାରେ ଆୟୋଜିତ ହୋଇଥିଲା ବାମନମାନଙ୍କ ପାଇଁ ... -
ଅଳସୁଆ ପ୍ରତିଯୋଗିତା
ଦିନକୁ ଦିନ ସ୍ମାର୍ଟ ଫୋନ୍ ଯୁଗ ହେବା ବେଳକୁ ସମସ୍ତେ ତାହା ଉପରେ ସମ୍ପୁର୍ଣ୍ଣ ଭାବେ ନିର୍ଭରଶୀଳ ହୋଇଗଲେଣି । ଆଉ କୌଣସି କାମ ନିଜେ କରିବାକୁ ଇଚ୍ଛା କରୁନାହାନ୍ତି । ବହୁତ ଅଳସୁଆ ମଧ୍ୟ ... -
ଶୋଇକି ଘଟାନ୍ତୁ କ୍ୟାଲୋରୀ
‘ଡେଭିଡ୍ ଲିଲିଓଡ୍ ଜିମ୍’, ଏହି ଜିମ୍ରେ ଶରୀରର କ୍ୟାଲୋରୀ ଘଟାଇବା ପାଇଁ ବ୍ୟାୟାମ କିମ୍ବା କୌଣସି ପ୍ରକାର କଷ୍ଟ କରିବାକୁ ପଡେ ନାହିଁ । ଏଠାରେ କୌଣସି ସ୍ପିନ୍ ସାଇକେଲ୍ କିମ୍ବା ଟ୍ରେଡ୍ ମିଲ୍ ନାହିଁ ... -
ଲମ୍ବା ବିଲେଇ ଓମାର
ମେଲ୍ବର୍ନରେ ରହିଛି ଓମାର ନାମକ ଏକ ପୋଷା ବିଲେଇ । ୩ ବର୍ଷ ଓମାର୍ର ଶରୀରର ଲମ୍ବ ୩ ଫୁଟ ୯ ଇଂଚ (୧୨୦ ସେଂଟିମିଟର୍) ଏବଂ ଓଜନ ୧୪ କେଜି । ଗୋଟିଏ ସାଧାରଣ ... -
କ୍ରୋଧ ଶାନ୍ତ କରିବା କାଫେ
ଇନେ୍ଦାର ଚନ୍ଦ୍ରନଗର ଠାରେ ଖୋଲିଛି ଏକ ନିଆରା କାଫେ, ଯାହାର ନାମ ହେଲା ‘ଭଡାସ କାଫେ’ । କ୍ରୋଧରେ ଥିବା ବ୍ୟକ୍ତି ଏଠାକୁ ଆସି ଜିନିଷ ପତ୍ର ଭାଙ୍ଗି ନିଜର କ୍ରୋଧ ଶାନ୍ତ କରିପାରିବେ । ... -
ବୁଲ୍ଗେରିଆର କୁପ୍ରଥା
ବୁଲ୍ଗେରିଆରେ ପ୍ରଚଳିତ ହୁଏ ଏକ ବିଚିତ୍ର କୁପ୍ରଥା ‘ତ୍ରିଚାନୀ’ । ଏହି ପ୍ରଥା ଅନୁଯାୟୀ ଗାଁ ଲୋକ ଗୋଟିଏ ଜାଗାରେ ଏକତ୍ର ହୋଇ ଦୁଇଟି ଖୁଂଟରେ ଦଉଡି ବାନ୍ଧି ଗୋଟିଏ କୁକୁରକୁ ଝୁଲାଇ ସେତେ ପର୍ଯ୍ୟନ୍ତ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS