Author: Chief Editor
-
‘ତ୍ରିପଲ୍ ତଲାକ୍’ ଧର୍ତର୍ବ୍ୟ ଅପରାଧ ହେଲା
ନୂଆଦିଲ୍ଲୀ, ୨୦ସେପ୍ଟେମ୍ବର: ମୁସଲିମ୍ ପରିବାରରେ ତିନି ଥର ତଲାକ୍ ତଲାକ୍ ତଲାକ୍ (ତ୍ରିପଲ୍ ତଲାକ୍) କହି ତୁରନ୍ତ ବିବାହତା ପତ୍ନୀଙ୍କୁ ଛାଡପତ୍ର ଦେବାର ଯେଉଁ ପରଂପରା ରହି ଆସିଛି ତାହାକୁ ଏବେ ଧର୍ତର୍ବ୍ୟ ... -
ଏସୀୟ କପ୍ କ୍ରିକେଟ୍: ଭାରତ ନିକଟରୁ ପାକିସ୍ତାନ ହାରିଲା ୮ ୱିକେଟରେ
ଦୁବାଇ, ୨୦ସେପ୍ଟେମ୍ବର: ଏଠାର ଚାଲି ଥିବା ଏସୀୟ କପ୍ କ୍ରିକେଟ୍ ଟୁର୍ଣ୍ଣାମେଂଟର ଗୃପ୍ -ଏ ମ୍ୟାଚରେ ବୁଧବାର ଦିନ ଭାରତ ତାହାର ଚିର ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୮ ୱିକେଟରେ ହରାଇଛି । ଭାରତ ... -
ବିଜେଡ଼ିରେ ଅସହିଷ୍ଣୁତା ବଢୁଛି, ଦଳରେ ଥିବା ନେତାମାନେ ଅସହାୟ ଓ ଅଣନିଶ୍ୱାସୀ
ଭୁବନେଶ୍ୱର, ୧୯ସେପ୍ଟେମ୍ବର (ପ୍ରସାଦ ରାଓ): କିଛି ଦିନ ହେଲା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଏଭଳି କିଛି ‘ପୋଷ୍ଟିଂ’ ଦେଖିବାକୁ ମିଳୁଛି, ଯେଉଁଥିରୁ କି ଓଡ଼ିଶାରେ ଶାସକ ଦଳରେ ଅସହିଷ୍ଣୁତା ଓ ଅସହାୟତା ବୃଦ୍ଧିି ... -
ଇସ୍ରୋ ‘ମିଥ୍ୟା’ ଗୁପ୍ତଚର ମାମଲାର ଆଉ ଏକ ଦୁଃଖଦ ଅନୁଭବ: ସୁପ୍ରିମ କୋର୍ଟଙ୍କ ରାୟ ଆସିଲା ସିନା ଶୁଣିବାକୁ ଅବକାଶ ମିଳିଲା ନାହିଁ ଅନ୍ୟତମ ଅଭିଯୁକ୍ତ ଚନ୍ଦ୍ରଶେଖରଙ୍କୁ
ବେଙ୍ଗାଲୁରୁ, ସେପ୍ଟେମ୍ବର ୧୮ (ପ୍ରସାଦ ରାଓ):୧୯୯୪ ଇସ୍ରୋ ‘ମିଥ୍ୟା’ ଗୁପ୍ତଚର ମାମଲା ସହ ସଂପୃକ୍ତ ଆଉ ଏକ ଦୁଃଖଦ ଖବର ସାମନାକୁ ଆସିଛି । ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଥିବା ବୈଜ୍ଞାନିକ ... -
କୋରେଗାଓଁ-ଭୀମା ମାମଲା, ବୁଧବାର କୋର୍ଟରେ ପ୍ରମାଣ ଉପସ୍ଥାପନ କରିବାକୁ ପୁନେ ପୁଲିସକୁ ନିର୍ଦେଶ
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୮ (ମୋଅନୁଭବ.କମ୍): ୨୦୧୮ ଜାନୁୟାରୀରେ ଘଟି ଥିବା ମହାରାଷ୍ଟ୍ରର କୋରେଗାଓଁ-ଭୀମା ହିଂସାକାଣ୍ଡ ସହ ଗତ ଅଗଷ୍ଟ ୩୦ ତାରିଖରୁ ନିଜ ନିଜ ଘରେ ଗୃହବନ୍ଦୀ ଥିବା ଦେଶର ୫ ଜଣ ... -
କେମିତି ଦୂର ହେବ ପୁଲିସ ପ୍ରତି ଥିବା ଅବିଶ୍ୱାସ ?
– ପ୍ରସାଦ ରାଓ- ଭୁବନେଶ୍ୱର, ସେପ୍ଟେମ୍ବର ୧୬ : ବ୍ରିଟିଶ ଶାସନରେ ଭାରତୀୟଙ୍କୁ ଭୟଭୀତ କରି ରଖିବା ସକାଶେ ପୁଲିସ ବାହିନୀକୁ ଯଥେଷ୍ଟ କ୍ଷମତା ଦିଆଯାଇଥିଲା । ଭାରତୀୟଙ୍କୁ ଡ଼ରାଇ ଥରାଇ ରଖିବା ... -
ଷଡଯନ୍ତ୍ର ସ୍ୱରୂପ କେତେ ଭୟାନକ ହୋଇପାରେ !
– ପ୍ରସାଦ ରାଓ – ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬: ବେଳେ ବେଳେ ପୁଲିସ ଓ ରାଜନେତାଙ୍କ ମିଳିତ ଷଡଯନ୍ତ୍ର ଯେ କେତେ ଭୟାନକ ହୋଇପାରେ, ତାହା ‘ଇସ୍ରୋ’ ବିଜ୍ଞାନୀ ଏସ୍. ନାମ୍ବି ନାରାୟଣନଙ୍କ ... -
ବୈଜୟନ୍ତଙ୍କ ପରେ ବିଜେଡ଼ିରୁ ତଡା ଖାଇଲେ ଦାମ ରାଉତ
ଭୁବନେଶ୍ୱର, ସେପ୍ଟେମ୍ବର ୧୩ (ମୋଅନୁଭବ.କମ୍): କିଛି ମାସ ତଳେ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ବିଜେଡ଼ିରୁ ତଡା ଖାଇ ଥିଲେ ପୂର୍ବତନ କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା । ବୁଧବାର ସନ୍ଧ୍ୟାରେ ପୂର୍ବତନ ... -
୨୦ ବର୍ଷ ପୁରୁଣା ମାମଲା ଖୋଲିଲା, ନଭଜୋତ ସିଂହ ସିଦ୍ଧୁ ଜେଲ୍ ଯାଇ ପାରନ୍ତି
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୩ (ପ୍ରସାଦ ରାଓ): ୧୯୯୮ ମସିହା ଡ଼ିସେମ୍ବର ୨୭ ତାରିଖ ଦିନ ପଂଜାବର ପାଟିଆଲା ଠାରେ କାର୍ ପାର୍କିଂକୁ ନେଇ ଝଗଡାରୁ ଗୁରୁନାମ ସିଂହ ନାମକ ଜଣେ ବ୍ୟକ୍ତିଙ୍କୁ ପିଟି ... -
କୋରେଗାଓଁ-ଭୀମା ମାମଲା: ଗିରଫ ମାନବାଧିକାର ପ୍ରବକ୍ତାଙ୍କ ଶୁଣାଣୀ ୧୭କୁ ଘୁଂଚିଲା
ନୂଆଦିଲ୍ଲୀ, ସେପ୍ଟେମ୍ବର ୧୩ (ମୋଅନୁଭବ.କମ୍): ମହାରାଷ୍ଟ୍ରର କୋରେଗାଓଁ-ଭୀମାରେ ଗତ ଜାନୁୟାରୀ ମାସରେ ଘଟି ଥିବା ହିଂସା ସହ ସଂପୃକ୍ତ ଥିବା ଅଭିଯୋଗରେ ପୁନେ ପୋଲିସ ଦ୍ୱାରା ଗିରଫ ହୋଇଥିବା ୫ ମାନବାଧିକାର ପ୍ରବକ୍ତାଙ୍କ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS