NEWS ROUND UP
-
ମେରୀ-କୋମ୍ ଙ୍କ ଅଲିମ୍ପିକ୍ ଜୀବନ ଶେଷ … ତଥାପି ମନୋବଳ ଦୃଢ଼ ରହିଛି
ମେରୀ-କୋମ୍ ଙ୍କ ଅଲିମ୍ପିକ୍ ଜୀବନ ଶେଷ … ତଥାପି ମନୋବଳ ଦୃଢ଼ ରହିଛି ପ୍ରସାଦ ରାଓ ଜୁଲାଇ ୩୦ ଟୋକିଓରେ ଚାଲିଥିବା ଅଲମ୍ପିକରେ ୫୧ କେଜି ଓଜନ ବର୍ଗ ମହିଳା ବକ୍ସିଂ ପ୍ରତିଯୋଗିତାରେ ... -
ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଫଳ ପ୍ରକାଶ ପାଇଲା, ପାସ୍ ହାର ୯୯.୩୭ ପ୍ରତିଶତ
ନୂଆଦିଲ୍ଲୀ ଜୁଲାଇ ୩୦ ସିବିଏସଇ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମୋଟ ୧୩ ଲକ୍ଷ ୦୪ ହଜାର ୫୬୧ ଛାତ୍ରଛାତ୍ରୀ ଦ୍ୱାଦଶ ବୋର୍ଡ଼ ପରୀକ୍ଷା ଦେବାକୁ ରେଜିଷ୍ଟେସନ ... -
ରାକେଶ ଆସ୍ଥାନାଙ୍କ ନିଯୁକ୍ତିକୁ ବିରୋଧ କଲେ ଦିଲ୍ଲୀ ସରକାର
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୨୯ ସିବିଆଇର ପୂର୍ବତନ ସ୍ୱତନ୍ତ୍ର ନିର୍ଦେଶକ ଗୁଜରାଟ କ୍ୟାଡ଼ର ଆଇପିଏସ୍ ଅଧିକାରୀ ରାକେଶ ଆସ୍ଥାନା ଜୁଲାଇ ୩୧ ତାରିଖ ଅବସର ଗ୍ରହଣ କରିବାକୁ ଯାଉଥିବା ବେଳେ କେନ୍ଦ୍ର ... -
‘ପେଗାସସ୍’ ଭଳି ଟେକ୍ନୋଲୋଜି ପାଇଁ ବିଶ୍ୱବାସୀ ଶାନ୍ତିରେ ଶୋଇ ପାରୁଛନ୍ତି : ଏନଏସଓ
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୨୪ ଇସ୍ରାଏଲୀ ସ୍ପାଏୱେର୍ ‘ପେଗାସସ୍’ ମାଧ୍ୟମରେ ବିଶ୍ୱର ୫୦ ହଜାରରୁ ଅଧିକ ଓ ଭାରତର ୩୦୦ରୁ ଅଧିକ ନାଗରିକଙ୍କ ଫୋନ ବାର୍ତ୍ତାଳାପ, ଚାଟିଂ ଓ ଇ-ମେଲ୍ ଉପରେ ... -
କୋଭିଡ଼ ତୃତୀୟ ଲହର ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଚେତାବନୀ
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୧୯ କୋଭିଡ଼ର ତୃତୀୟ ଲହରକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଚେତାଇ ଦେଲାଣି । ଆସନ୍ତା ଅଗଷ୍ଟରୁ ଅକ୍ଟୋବର ମାସ ମଧ୍ୟରେ ଭାରତରେ ଏହି ଲହର ଅନୁଭୂତ ... -
‘ଦି ୱାୟାର’ରେ ପ୍ରକାଶିତ ‘ପେଗାସସ୍’ ରିପୋର୍ଟ’ ଉଦ୍ଦେଶ୍ୟମୂଳକ : ଆଇଟି ମନ୍ତ୍ରୀ
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୧୯ ଇସ୍ରାଏଲର କୌଣସି ଏକ ସଂସ୍ଥା ୩୦୦ରୁ ଅଧିକ ଭାରତୀୟଙ୍କ ଫୋନ ନମ୍ବର ହ୍ୟାକ୍ କରିଛି ଏବଂ ହ୍ୟାକ୍ ହୋଇଥିବା ନମ୍ବର ମଧ୍ୟରେ କେନ୍ଦ୍ର ସରକାରଙ୍କ ଦୁଇ ... -
‘ଦେଶଦ୍ରୋହ’ ଆଇନ ହେଉଛି ଏକ ‘ଉପନିବେଶବାଦୀ’ ଆଇନ, ପୁଲିସ ତାହାର ଅପବ୍ୟବହାର କରୁଛି- ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ ଜୁଲାଇ ୧୫ ଆଇପିସିର ୧୨୪ ଏ ଧାରା ବା ଦେଶଦ୍ରୋହ ଆଇନ ହେଉଛି ଏକ ‘ଉପନିବେଶବାଦୀ’ ଆଇନ । ସରକାରଙ୍କୁ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଦମନ କରିବା ସକାଶେ ପୁଲିସ ଏହି ... -
ଜାରି ହେଲା ଜୁଲାଇ ଗାଇଡ଼ଲାଇନ : ଅଗଷ୍ଟ ପହିଲା ପର୍ଯ୍ୟନ୍ତ ଆଂଶିକ ‘ତାଲାବନ୍ଦ’
ପ୍ରସାଦ ରାଓ ଜୁଲାଇ ୧୫ ଞ୍ଚ ‘କାଟାଗୋରୀ-ଏ’୨୦ ଜିଲ୍ଲାରେ ରାତି ୮ଟା ଯାଏଁ ଦୋକାନ, ବଜାର ଖୋଲିବ ଞ୍ଚ ‘କାଟାଗୋରୀ-ବି’ ୧୦ ଜିଲ୍ଲାରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ, ବଜାର ଖୋଲିବ ଞ୍ଚ ... -
ସ୍ମୃତି, ଅଶ୍ୱିନୀ, ଜ୍ୟୋତିରାଦିତ୍ୟ ଓ ଭୂପିନ୍ଦର ଯାଦବଙ୍କୁ ମିଳିଲା ନୂଆ ଦାୟିତ୍ୱ
ପ୍ରସାଦ ରାଓ ଜୁଲାଇ ୧୩ ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ବିଭିନ୍ନ କ୍ୟାବିନେଟ କମିଟିର ପୁନର୍ଗଠନ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଥିବା ଶ୍ରୀମତୀ ସ୍ମୃତି ଇରାନୀ, ଭୂପିନ୍ଦର ଯାଦବ, ଜ୍ୟୋତିରାଦିତ୍ୟ ... -
ତିନି ଠାକୁର ମା’ ଗୁଣ୍ଡିଚାଙ୍କ ମନ୍ଦିରରେ ପହଂଚିଲେ
ପୁରୀ ଜୁଲାଇ ୧୨ ପୁରୀ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ଆଜି ଶୃଂଖଳିତ ଭାବେ ସମାପିତ ହୋଇଛି । ସକାଳେ ସହଳ ସହଳ ତିନି ଠାକୁରଙ୍କ ପହଣ୍ଡି ଓ ଅନ୍ୟ ସମସ୍ତ ଔପଚାରିକତା ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS