Latest News
-
ସିବିଏସଇ ଦଶମ ପରୀକ୍ଷାରେ ୯୯.୦୪ ପ୍ରତିଶତ ପାସ୍
ନୂଆଦିଲ୍ଲୀ ଅଗଷ୍ଟ ୦୩ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ୨୦ ଲକ୍ଷ ୯୭ ହଜାର ୧୨୮ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେବାକୁ ନାମ ପଂଜୀକୃତ ... -
ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା
ନୂଆଦିଲ୍ଲୀ ଅଗଷ୍ଟ ୦୩ ୧୯୮୪ ବ୍ୟାଚ୍ ଆଇପିଏସ୍ ଅଫିସର ରାକେଶ ଆସ୍ଥାନାଙ୍କୁ ଅବସର ଗ୍ରହଣର ମାତ୍ର ତିନି ଦିନ ପୂର୍ବରୁ ଦିଲ୍ଲୀ ପୁଲିସ କମିସନର୍ ଭାବେ ନିଯୁକ୍ତି ଦିଆଯାଇ ସୁପ୍ରିମ କୋର୍ଟ ରୁଲିଂର ... -
ବିକଳ୍ପ ବିରୋଧୀ ମେଂଟ ଓ ରାହୁଲଙ୍କ ଚା’ ଭୋଜି
ନୂଆଦିଲ୍ଲୀ ଅଗଷ୍ଟ ୦୩ ୫୧ ବର୍ଷ ବୟସ୍କ ରାହୁଲ ଗାନ୍ଧୀଙ୍କ ପ୍ରତି ବିରୋଧୀ ଓ ସମାଲୋଚକମାନେ ସର୍ବଦା ‘ପପ୍ପୁ’ ଶବ୍ଦ ପ୍ରୟୋଗ କରି ତାଙ୍କ ରାଜନୈତିକ ଅପରିପକ୍ୱତାର ସମଲୋଚନା କରିଥା’ନ୍ତି । ସେମାନେ ... -
ବିରୋଧୀ ଏକାଠି ହେବା ସମୟ ଆସିଛି..
ପ୍ରସାଦ ରାଓ ନୂଆଦିଲ୍ଲୀ ଅଗଷ୍ଟ ୦୨ ଆଜି ଦିନରେ ଦେଶରେ ଜାତୀୟତାବାଦ ନାମରେ ଚାଲି ଥିବା ଶାସକ ଦଳର ମନମୁଖୀ କାର୍ଯ୍ୟକୁ ରୋକିବା ସକାଶେ ଅଣ-ବିଜେପି ବିରୋଧୀ ଦଳମାନେ ଏକାଠି ହେବା ଅପରିହାର୍ଯ୍ୟ, ... -
ଦେଶରେ କୋଭିଡ଼ ସଂକ୍ରମଣ ଉପର ମୁହାଁ, ଓଡ଼ିଶାରେ ନିୟନ୍ତ୍ରଣରେ… ସବୁ ଖୋଲାମେଲା, ଏନଫୋର୍ସମେଂଟ କଡାକଡି ନହେଲ ପୁର୍ନମୂଷିକ ହେବାକୁ ପଡିବ
ପ୍ରସାଦ ରାଓ ଭୁବନେଶ୍ୱର ଅଗଷ୍ଟ ୦୧ ଦେଶରେ କରୋନା ସଂକ୍ରମଣ ପୁଣି ଥରେ ଉପରମୁହାଁ ହେଉଥିବା କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟରୁ ସୂଚନା ମିଳିଛି । ମନ୍ତ୍ରଣାଳୟରୁ ମିଳିଥିବା ... -
ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ବିରୋଧରେ ମିଜେରାମ ପୁଲିସର ଆପରାଧିକ ମାମଲା
ନୂଆଦିଲ୍ଲୀ ଅଗଷ୍ଟ ୦୧ ଆସାମ-ମିଜୋରାମ ସୀମା ବିବାଦ ଗମ୍ଭୀର ମୋଡରେ ରହିଛି । ଦୁଇ ରାଜ୍ୟ ମଧ୍ୟରେ ସୀମାକୁ ନେଇ ଜୁଲାଇ ୨୬ ତାରିଖରେ ହୋଇଥିବା ସଂଘର୍ଷ ଓ ଗୁଳି ବିନିମୟରେ ଘଟଣା ... -
ସୁପ୍ରିମ କୋର୍ଟରେ ଶୁଣାଣୀ ହେବ ‘ପେଗାସସ୍’ ମାମଲା !
ନୂଆଦିଲ୍ଲୀ ଜୁଲାଇ ୩୧ ଇସ୍ରାଏଲୀ ସଂସ୍ଥା ‘ଏନଏସଓ’ ଦ୍ୱାରା ପ୍ରସ୍ତୁତ ମିଲିଟାରୀ ଗ୍ରେଡ୍ ସପ୍ଟୱେର୍ ‘ପେଗାସସ୍’ର ଦୁରୁପଯୋଗ କରି ଦେଶରେ ହୋଇଥିବା ଗୁଇନ୍ଦାଗିରି ସଂପର୍କିତ ଏକାଧିକ ଜନସ୍ୱାର୍ଥ ମାମଲାର ଶୁଣାଣୀ ପାଇଁ ଦେଶର ... -
ଅଗଷ୍ଟ୍ ଗାଇଡ଼ଲାଇନ୍ ଆସିଲା, ତିନିଟି ଜିଲ୍ଲା ବ୍ୟତୀତ ଅନ୍ୟ ସବୁ ଜିଲ୍ଲରେ କଟକଣା କୋହଳ
ଭୁବନେଶ୍ୱର ଜୁଲାଇ ୩୧ ରାଜ୍ୟରେ ଗତ ମେ’ ୫ ତାରିଖରୁ ଜାରି ଥିବା କୋଭିଡ଼ କଟକଣା ସେପ୍ଟେମ୍ବର ୧ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ୩୦ଟି ଜିଲ୍ଲାରୁ ୨୭ଟି ... -
ମେରୀ-କୋମ୍ ଙ୍କ ଅଲିମ୍ପିକ୍ ଜୀବନ ଶେଷ … ତଥାପି ମନୋବଳ ଦୃଢ଼ ରହିଛି
ମେରୀ-କୋମ୍ ଙ୍କ ଅଲିମ୍ପିକ୍ ଜୀବନ ଶେଷ … ତଥାପି ମନୋବଳ ଦୃଢ଼ ରହିଛି ପ୍ରସାଦ ରାଓ ଜୁଲାଇ ୩୦ ଟୋକିଓରେ ଚାଲିଥିବା ଅଲମ୍ପିକରେ ୫୧ କେଜି ଓଜନ ବର୍ଗ ମହିଳା ବକ୍ସିଂ ପ୍ରତିଯୋଗିତାରେ ... -
୨୦୨୧ ଟୋକିଓ ଅଲଂପିକ୍ସ୍: ବ୍ୟାଡ଼ମିଂଟନ ତାରକା ପିଭି ସିନ୍ଧୁ ସେମି-ଫାଇନାଲରେ
ନୂଆଦିଲ୍ଲୀ ଜୁଲାଇ ୩୦ ଜାପାନ ରାଜଧାନୀ ଟୋକିଓରେ ଚାଲିଥିବା ୨୦୨୧ଅଲଂପିକ୍ ଗେମ୍ସ୍ ପଡିଆରୁ ଆଜି ଭାରତ ପାଇଁ ଅନେକ ସୁଖଦ ଖବର ଆସିଛି । ହାଇଦ୍ରାବାଦୀ ଲଳନା ତଥା ବ୍ୟାଡ଼ମିଂଟନ ଚାଂପଅନ୍ ପି.ଭି.ସିନ୍ଧୁ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS