NEWS ROUND UP
-
୨୦୨୪ରେ ଖଲ୍ଲିକୋଟରୁ ବିଜେଡ଼ି ପ୍ରାର୍ଥୀ କିଏ ?
ମାଧବ ଚନ୍ଦ୍ର ବେହେରା ଖଲ୍ଲିକୋଟ ଅକ୍ଟୋବର ୦୧ ଗଂଜାମ ଜିଲ୍ଲାର ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣୀ ବୈଦ୍ୟଙ୍କ ସ୍ୱାମୀ ଦୈତାରୀ ବେହେରାଙ୍କ ବିରୋଧରେ କୋଦଳା ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରିବା ... -
ପ୍ରମିଳା ମଲ୍ଲିକ ବିଧାନସଭା ବାଚସ୍ପତି ଦାୟିତ୍ୱ ନେଲେ
ପ୍ରସାଦ ରାଓ ଭୁବନେଶ୍ୱର/ସେପ୍ଟେମ୍ବର ୨୨ ବରିଷ୍ଠ ବିଜେଡ଼ି ନେତ୍ରୀ ତଥା ପୂର୍ବତନ ରାଜସ୍ୱ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଆଜି ରାଜ୍ୟ ବିଧାନସଭାର ବାଚସ୍ପତି ନିର୍ବାଚିତ ହୋଇଛନ୍ତି । ସେ ହେଉଛନ୍ତି ଓଡ଼ିଶା ବିଧାନସଭାରେ ... -
ଅକ୍ଟୋବରରେ ବାତ୍ୟା ସମ୍ଭାବନା ନେଇ କୌଣସି ପୂର୍ବାନୁମାନ ନାହିଁ: ଆଇଏମଡି
ପ୍ରସାଦ ରାଓ ନୂଆଦିଲ୍ଲୀ/ସେପ୍ଟେମ୍ବର ୨୨ ଚଳିତ ମାସ ଶେଷ ଆଡକୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇ ଅକ୍ଟୋବର ମାସ ପ୍ରଥମ ସପ୍ତାହରେ ତାହା ଲଘୁଚାପରେ ପରିଣତ ହେବା ସମ୍ଭାବନା ... -
ଧାରା ୩୭୦ ଉଚ୍ଛେଦ ବିରୋଧରେ ମତ ରଖି ନିଲମ୍ବିତ ହେଲେ ଅଧ୍ୟାପକ !
ପ୍ରସାଦ ରାଓ ନୂଆଦିଲ୍ଲୀ/ଅଗଷ୍ଟ ୨୮ କେନ୍ଦ୍ର ଶାସିତ ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ କରାଯିବା ବିରୋଧରେ ସୁପ୍ରିମ କୋର୍ଟରେ ମତ ରଖି ଜମ୍ମୁ-କଶ୍ମୀରର ଜଣେ ବରିଷ୍ଠ ରାଜନୀତି ବିଜ୍ଞାନ ବିଭାଗ ଅଧ୍ୟାପକ ଚାକିରୀରୁ ... -
ଗିରଫ ହେବେ କି ବ୍ରିଜେଶ ରାୟ ଓ ତାଙ୍କ ପତ୍ନୀ ?
ପ୍ରସାଦ ରାଓ ଭୁବନେଶ୍ୱର/ଅଗଷ୍ଟ ୨୩ ଆଗକୁ ବିଧାନସଭା ନିର୍ବାଚନ ଥିବା ବେଳେ ରାଜ୍ୟ ସରକାରଙ୍କୁ ଘେରିବା ପାଇଁ ବିରୋଧୀଙ୍କୁ ନୂଆ ମସଲା ମିଳି ଯାଇଛି । ଏହି ମସଲା ଯୋଗାଇଛନ୍ତି ବରିଷ୍ଠ ଆଇପିଏସ୍ ... -
ମହାରାଷ୍ଟ୍ରରେ ବସ୍ ଦୁର୍ଘଟଣାରେ ୨୫ ଯାତ୍ରୀ ଜଳି ଗଲେ !
ପ୍ରସାଦ ରାଓ ଜୁଲାଇ ୦୧ ମହାରାଷ୍ଟ୍ରର ସମୃଦ୍ଧି ମହାମାର୍ଗ ଏକ୍ସପ୍ରେସୱେରେ ଆଜି ଭୋରରେ ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ବସ୍ ପଲଟି ଯାଇ ସେଥିରେ ନିଆଁ ଲାଗି ଯିବାରୁ ... -
ଗଂଜାମ ଜିଲ୍ଲାରେ ବସ୍ ଦୁର୍ଘଟଣା,୧୨ ଜଣଙ୍କ ମୃତ୍ୟୁ
ପ୍ରସାଦ ରାଓ ଜୁନ ୨୬ ଗଂଜାମ ଜିଲ୍ଲାର ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ଆଜି ରାୟଗଡା ଜିଲ୍ଲାର ଗୁଡାରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏକ ଓଏସଆରଟିସି ବସ ସହ ବ୍ରହ୍ମପୁରରୁ ଫେରୁଥିବା ଗୋଟିଏ ... -
ଯୌନ ଉତ୍ପୀଡନ ମାମଲା, ତାମିଲନାଡୁର ପୂର୍ବତନ ଡିଜିପିଙ୍କୁ ତିନି ବର୍ଷ ଜେଲ୍
ପ୍ରସାଦ ରାଓ ଚେନ୍ନାଇ/ ଜୁନ ୧୬ ଭିଲ୍ଲୁପୁରମର ଏକ ଅଦାଲତ ଆଜି ତାମିଲନାଡୁର ପୂର୍ବତନ ପୁଲିସ ମହାନିର୍ଦେଶକ (ଡିଜିପି) ରାଜେଶ ଦାସଙ୍କୁ ୨୦୨୧ର ଏକ ଯୌନ ଉତ୍ପୀଡନ ମାମଲାରେ ତିନି ବର୍ଷ ସଶ୍ରମ ... -
୨୦୨୩ ପ୍ରେସ୍ ସ୍ୱାଧୀନତା ଇଣ୍ଡେକ୍ସରେ ଭାରତ ପାକିସ୍ତାନଠାରୁ ପଛରେ !
ପ୍ରସାଦ ରାଓ ମେ’ ୦୩ ଚଳିତ ବର୍ଷ ପାଇଁ ପ୍ରକାଶିତ ବିଶ୍ୱ ଗଣମାଧ୍ୟମ ସ୍ୱାଧୀନତା ଇଣ୍ଡେକ୍ସରେ ଭାରତର ସ୍ଥାନ ୧୮୦ଟି ରାଷ୍ଟ୍ର ମଧ୍ୟରେ ୧୬୧ତମକୁ ଖସି ଯାଇଥିବା ଜଣାପଡିଛି । ଅପରପକ୍ଷରେ, ପାକିସ୍ତାନ ... -
ଦିଲ୍ଲୀ ସାକେତ କୋର୍ଟରେ ମହିଳାଙ୍କୁ ଗୁଳି ମାଡ !
ପ୍ରସାଦ ରାଓ ଏପ୍ରିଲ ୨୧ ଦିଲ୍ଲୀରେ କୋର୍ଟ ପରିସରରେ ଗୁଳି ଫୁଟିବା କିଛି ନୂଆ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଏକାଧିକ ଘଟଣା ଘଟିଛି । ଆଜି ସକାଳେ ଦକ୍ଷିଣ ଦିଲ୍ଲୀର ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS