NEWS ROUND UP
-
ସୁପ୍ରିମ କୋର୍ଟ ରାୟ ଓଡ଼ିଶା ସରକାରଙ୍କୁ ଆଶ୍ୱସ୍ତ କରିଛି
ପ୍ରସାଦ ରାଓ ଭୁବନେଶ୍ୱର ଜୁନ ୦୩ ପୁରୀ ଶ୍ରୀମନ୍ଦିର ଚାରି ପାଖ ଶହେ ମିଟର ପରିଧି ଅଂଚଳରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ‘ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ’ର ନିର୍ମାଣ କାର୍ଯ୍ୟ ଉପରେ ତୁରନ୍ତ ... -
ସୋନିଆଙ୍କ ପରାମର୍ଶଦାତା ତାଲିକାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜିତେନ୍ଦ୍ର ସିଂହ
ପ୍ରସାଦ ରାଓ ମେ’ ୨୫ ଉଦୟପୁର ଚିନ୍ତନ ଶିବିର ପରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପ୍ରସଙ୍ଗରେ ତାଙ୍କୁ ପରାମର୍ଶ ଦେବା ପାଇଁ ଯେଉଁ ଆଠ ଜଣିଆ ରାଜନୈତିକ ... -
କପିଳ ସିବଲ୍ କଂଗ୍ରେସ ଛାଡିଲେ, ଏସପି ସମର୍ଥନରେ ୟୁପିରୁ ରାଜ୍ୟସଭା ପ୍ରାର୍ଥୀ
ପ୍ରସାଦ ରାଓ ମେ’ ୨୫ ବରିଷ୍ଠ ଆଇନଜୀବୀ କପିଲ ସିବଲ୍ ଆଜି ୟୁପିରୁ ରାଜ୍ୟସଭାକୁ ପ୍ରାର୍ଥୀ ହୋଇଛନ୍ତି । ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଂକନପତ୍ର ଦାଖଲ କରିଥିଲେ ମଧ୍ୟ ୟୁପିର ମୁଖ୍ୟ ... -
ଦୁର୍ନୀତି ଅଭିଯୋଗରେ ପଂଜାବ ସ୍ୱାସ୍ଥ୍ୟ ମନ୍ତ୍ରୀ ବହିଷ୍କୃତ
ପ୍ରସାଦ ରାଓ ମେ’ ୨୪ ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଦୁର୍ନୀତି ଅଭିଯୋଗରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବିଜୟ ସିଂଗଲାଙ୍କୁ ମନ୍ତ୍ରୀ ପରିଷଦରୁ ବହିଷ୍କାର କରିଥିବା ସୂଚନା ମିଳିଛି । ସ୍ୱାସ୍ଥ୍ୟ ... -
ରାଜ୍ୟସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି, ଆଜିଠାରୁ ନାମାଂକନପତ୍ର ଦାଖଲ ଆରମ୍ଭ
ପ୍ରସାଦ ରାଓ ମେ’ ୨୪ ଓଡ଼ିଶା ସମେତ ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ ତାରିଖ ଦିନ ଭୋଟ ହେବ । ଏଥିସକାଶେ ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ... -
‘ରୋଡରୋଜ୍’ ମାମଲାରେ ସିଦ୍ଧୁଙ୍କୁ ବର୍ଷେ ଜେଲ୍
ପ୍ରସାଦ ରାଓ ମେ’ ୧୯ ୩୪ ବର୍ଷ ତଳେ ଘଟି ଥିବା ଏକ ‘ରୋଡରେଜ୍’ ମାମଲାରେ ଆଜି ସୁପ୍ରିମ କୋର୍ଟ ପଂଜାବ ପ୍ରଦେଶ କଂଗ୍ରେସ କମିଟିର ପୂର୍ବତନ ସଭାପତି ନବଜୋତ୍ ସିଂହ ସିଦ୍ଧୁଙ୍କୁ ... -
ସୁନିଲ ଝାକରଙ୍କ ପରେ ହାର୍ଦ୍ଦିକ ପଟେଲ !
ପ୍ରସାଦ ରାଓ ମେ’ ୧୮ ୨୦୧୪ ପରଠାରୁ ବାରମ୍ବାର ନିର୍ବାଚନ ବିପର୍ଯ୍ୟୟର ସାମ୍ନା କରି ଆସୁଥିବା କଂଗ୍ରେସ ଦଳକୁ ପୁନରୁଜ୍ଜୀବିତ କରିବା ସକାଶେ ଉଦୟପୁର ନବସଂକଳ୍ପ ଚିନ୍ତନ ଶିବିର ଭଳି ଦଳରେ ମନ୍ଥନ ... -
ତ୍ରିପୁରା ମୁଖ୍ୟମନ୍ତ୍ରୀ ପଦରୁ ବିପ୍ଳବ ଦେବଙ୍କ ଇସ୍ତଫା
ପ୍ରସାଦ ରାଓ ମେ’ ୧୪ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ରାଜ୍ୟପାଳ ଏସ.ଏନ.ଆର୍ଯ୍ୟଙ୍କୁ ଭେଟି ସେ ତାଙ୍କ ଇସ୍ତଫାପତ୍ର ପ୍ରଦାନ କରିବା ପରେ ... -
ସୁନିଲ ଝାକର କଂଗ୍ରେସ ଛାଡିଲେ
ପ୍ରସାଦ ରାଓ ମେ’ ୧୪ ଦେଶରେ କଂଗ୍ରେସକୁ ପନରୁଜ୍ଜୀବିତ କରିବାକୁ ରାଜସ୍ଥାନର ଉଦୟପୁରରେ ତିନି ଦିନିଆ ‘ଚିନ୍ତନ ଶିବିର’ ଚାଲିଥିବା ବେଳେ ଆଜି ପଂଜାବ କଂଗ୍ରେସର ପୂର୍ବତନ ମୁଖ୍ୟ ସୁନିଲ ଝାକର କଂଗ୍ରେସ ... -
ହରିିୟାନାରୁ ବିଷ୍ଫୋରକ ସହ ଚାରି ସନ୍ଦିଗ୍ଧ ଖାଲିସ୍ତାନୀ ଆତଙ୍କବାଦୀ ଗିରଫ
ଚଣ୍ଡିଗଡ଼ ମଇ ୦୫ ଆଜି ଭୋର ୪ଟା ସମୟରେ ପୁଲୁସ ହରିଆନାର ଏକ ଟୋଲ ପ୍ଲାଜା ନିକଟରୁ ଚାରି ଜଣ ସନ୍ଦିଗ୍ଧ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ବିପୁଳ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS