Editor’s story
-
‘ପେଗାସସ୍’ ତାତି କମୁନି, ରାହୁଲ କହିଲେ – ‘ସରକାର ଦେଶଦ୍ରୋହୀ’
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୨୩ ଇସ୍ରାଏଲୀ ଗୁଇନ୍ଦା ସଂସ୍ଥା ‘ଏନଏସଓ’ ପକ୍ଷରୁ ‘ପୋଗାସସ୍’ ସ୍ପାଏୱେର୍ ମାଧ୍ୟମରେ ବିଶ୍ୱର ୫୦ ହଜାରରୁ ଅଧିକ ଫୋନ ହ୍ୟାକ୍ କରାଯାଇ ସେହି ଫୋନ ନମ୍ବରରେ ହେଉଥିବା ... -
ଭାରତୀୟ ରାଜନୀତିରେ ସତ-ମିଛର ଖେଳ !
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୨୨ ଅକ୍ସିଜେନ୍ ଅଭାବ : – ଦେଶରେ ଯଥେଷ୍ଟ ପରିମାଣରେ ତରଳ ମେଡ଼ିକାଲ ଅକ୍ସିଜେନ୍ ମହଜୁଦ ରହିଛି, କୌଣସି ରାଜ୍ୟରେ ଅକ୍ସିଜେନ୍ ସଂକଟ ସୃଷ୍ଟି ହୋଇ ନାହିଁ ... -
ମୌସୁମୀ ଅଧିବେଶନ ଆରମ୍ଭରୁ ପ୍ରଧାନମନ୍ତ୍ରୀ ଖେଳିଲେ ସଂଖ୍ୟାଲଘୁ ଏବଂ ଓବିସି କାର୍ଡ଼ !
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୧୯ ସଂସଦର ଉଭୟ ଗୃହର ପୂର୍ଣ୍ଣକାଳୀନ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଛି । କୋଭିଡ଼ ମହାମାରୀ ଯୋଗୁଁ ଗତ ବର୍ଷରୁ ତାହା ହୋଇ ନଥିଲା । ଏହା ... -
‘ଦେଶଦ୍ରୋହ’ ଆଇନ ଓ ଜଷ୍ଟିସ ଏନ.ଭି.ରମଣା
ପ୍ରସାଦ ରାଓ ନୂଆଦିଲ୍ଲୀ ଜୁଲାଇ ୧୭ ବ୍ରିଟିଶ ସରକାରଙ୍କ ଅମଳରେ ଜାତୀୟତାବାଦୀ ଓ ସ୍ୱାଧୀନତା ସଂଗ୍ରାମୀଙ୍କ କଂଠରୋଧ ପାଇଁ କାର୍ଯ୍ୟକାରୀ କରାଯାଇଥିବା ‘ଦେଶଦ୍ରୋହ’ ଆଇନ ଆଜି ମଧ୍ୟ କାଏମ ରହିଛି । ସରକାର ... -
୨୦୨୪ ପାଇଁ ପ୍ରଶାନ୍ତ କିଶୋରଙ୍କ ରଣନୀତି ଉପରେ ଦେଶର ଭବିଷ୍ୟତ ରାଜନୀତି ନିର୍ଭର କରୁଛି
ପ୍ରସାଦ ରାଓ ଜୁଲାଇ ୧୪ ପଶ୍ଚିମ ବଂଗ ବିଧାନସଭା ନିର୍ବାଚନରେ ବିଜେପିର ସମସ୍ତ କୂଟନୀତିକୁ ପ୍ରତିହତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିଖିଳ ଭାରତ ତୃଣମୂଳ କଂଗ୍ରେସ ପାର୍ଟି (ଏଆଇଟିଏମସି)ର ବିପୁଳ ବିଜୟ ... -
ୟୁରୋପରେ କଂଗ୍ରେସ ସଭାପତି ନିଯୁକ୍ତ ହେଲେଣି, ଦେଶରେ କେବେ ?
ପ୍ରସାଦ ରାଓ ଜୁଲାଇ ୧୧ ଦେଶ ଭିତରେ ନ ହେଲେ ୟୁରୋପୀୟ ରାଷ୍ଟ୍ରରେ କଂଗ୍ରେସ ତାହାର ସଂଗଠନକୁ ସୁଦୃଢ କରିବା ପ୍ରକ୍ରିୟା ଜାରି ରଖିଥିବା ସୂଚନା ମିଳିଛି । ଭାରତୀୟ ଜାତୀୟ କଂଗ୍ରେସର ... -
ମୋଦୀଙ୍କ ନୂଆ ମନ୍ତ୍ରୀ ପରିଷଦ ଆଲୋଚନାର ଖୋରାକ ଯୋଗାଇଛି..
ପ୍ରସାଦ ରାଓ ଜୁଲାଇ ୦୯ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ଦିନ ତାଙ୍କ ମନ୍ତ୍ରୀ ପରିଷଦରେ ବଡ ଧରଣର ଅଦଳ ବଦଳ କରି କିଛି ପୁରୁଖା ମନ୍ତ୍ରୀଙ୍କୁ ‘ଅକର୍ମା’ ଦର୍ଶାଇ ମନ୍ତ୍ରୀ ପରିଷଦରୁ ... -
ଫାଦର ଷ୍ଟାନ ସ୍ୱାମୀଙ୍କ ମୃତ୍ୟୁ ଏକ ‘ସରକାରୀ ପ୍ରୟୋଜିତ ହତ୍ୟା’ ?
ପ୍ରସାଦ ରାଓ ଜୁଲାଇ ୦୬ ଦେଶରେ କୋଭିଡ଼ ମହାମାରୀର ପ୍ରଥମ ଓ ଦ୍ୱିତୀୟ ଲହରରେ ଅନେକ ମୃତ୍ୟୁ ଘଟିଲାଣିି । କିଏ ନିଜ ସଂପର୍କିୟକୁ ହରାଇଛି ତ କିଏ ବନ୍ଧୁବର୍ଗଙ୍କୁ । ଏହି ... -
‘ଗିଲୋୟୀ’ର ମାତ୍ରାଧିକ ସେବନ ଦ୍ୱାରା ‘ଲିଭର୍ ଡ଼୍ୟାମେଜ୍’ ସମ୍ଭାବନା ମଧ୍ୟ ରହିଛି !
ପ୍ରସାଦ ରାଓ ଜୁଲାଇ ୦୫ ‘ଗିଲୋୟୀ’ ହେଉଛି ଏକ ଔଷଧୀୟ ଲଟା, ଯାହାର ପତ୍ରର ଆକାର ପାନ ପତ୍ର ଭଳି । ବାଡ଼ି ବଗିଚାରେ ଏହା ସହଜରେ ଉପଲବ୍ଧ । ଇଂରାଜୀରେ ଏହାର ... -
‘ଡ୍ରୋନ୍’ ଆକ୍ରମଣ ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାର ଦୁର୍ବଳତା ପଦାରେ ପକାଇଛି !
ପ୍ରସାଦ ରାଓ ଜୁଲାଇ ୦୧ ଗତ ରବିବାର ଦିନ ଜମ୍ମୁରେ ଥିବା ଭାରତୀୟ ବିମାନ ବାହିନୀର ଏୟାର ବେସ୍ ଉପରେ ‘ଡ୍ରୋନ୍’ ଆକ୍ରମଣ ଏବଂ ତାହା ପରେ ବିଭିନ୍ନ ସେନା ଅଂଚଳରେ ଏକାଧିକ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS