Editor’s story
-
ଟିଆରପି ଜାଲିଆତି, ଫସିଲା ରିପବ୍ଲିକ ଭାରତ ଟିଭି, ଫସିଲେ ଅର୍ଣ୍ଣବ ଗୋସ୍ୱାମୀ
ପ୍ରସାଦ ରାଓ ଅକ୍ଟୋବର, ୦୯ ମୋଅନୁଭବ.କମ୍ ‘ଟିଆରପି ଜାଲିଆତି’ ଅଭିଯୋଗ ନୂଆ ନୁହେଁ । ଜାତୀୟ ଓ ଆଂଚଳିକ ସ୍ଥରରେ ପ୍ରସାରଣ ହେଉଥିବା ବିଭିନ୍ନ ଟିଭି ଚ୍ୟାନେଲଙ୍କ ପତିଆରା ‘ଟିଆରପି’ରୁ ଜଣାପଡୁ ଥିବାରୁ ... -
କରୋନା ଡ଼ାଏରୀ (୧୯)… ଅକ୍ଟୋବରରେ ମଧ୍ୟ କରୋନା ଉପରମୁହାଁ !
ପ୍ରସାଦ ରାଓ ଭୁବନେଶ୍ୱର ଅକ୍ଟୋବର, ୦୬ ଚଳିତ ଅକ୍ଟୋବର ମାସ ପାଇଁ କେନ୍ଦ୍ର ସରକାର ଜାରି କରିଥିବା ‘ଅନ୍ ଲକ୍-୫’ ଗାଇଡ୍ ଲାଇନ୍ ଓଡ଼ିଶାରେ କାର୍ଯ୍ୟକାରୀ ହେଉ ନାହିଁ । ରାଜ୍ୟ ସରକାର ... -
ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ – ନାୟକ ନା ଖଳନାୟକ ?
ପ୍ରସାଦ ରାଓ ଅକ୍ଟୋବର, ୦୪ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶେଷରେ ବିରୋଧୀଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇଛନ୍ତି । ସେପ୍ଟେମ୍ବର ୧୪ ତାରିଖରେ ୟୁପିର ହାଥରସ୍ ଜିଲ୍ଲାରେ ଘଟିଥିବା ନାବାଳିକା ଗଣ-ଦୁଷ୍କର୍ମ ... -
କରୋନା ଡ଼ାଏରୀ (୧୮)… କରୋନା କଟକଣା କୋହଳ ହୋଇଛି, ଦେଶରେ ସେପ୍ଟେମ୍ବରରେ ସଂକ୍ରମଣ ନିୟନ୍ତ୍ରଣ ବାହାରେ ଥିଲା, ଅକ୍ଟୋବର ଅବସ୍ଥା କଣ ହେବ ?
ପ୍ରସାଦ ରାଓ ଭୁବନେଶ୍ୱର ଅକ୍ଟୋବର, ୦୧ ସେପ୍ଟେମ୍ବର ୩୦ ସୁଦ୍ଧା ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୩ ଲକ୍ଷ ଟପି ଥିବା ବେଳେ କେନ୍ଦ୍ର ସରକାର ଅକ୍ଟୋବର ମାସ ପାଇଁ ଯେଉଁ ‘ଅନ୍ ... -
ବାବରୀ ମସଜିଦ୍ ରାୟ, ବିହାର ଭୋଟ ପୂର୍ବରୁ ବିଜେପି ନେତାଙ୍କୁ କ୍ଲିନ୍ ଚିଟ୍ !
ପ୍ରସାଦ ରାଓ ସେପ୍ଟେମ୍ବର ୩୦ ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ବିଜେପିକୁ ମିଳିଛି କ୍ଲିନ୍ ଚିଟ୍ । ୧୯୯୨ ମସିହା ଡ଼ିସେମ୍ବର ୬ ତାରିଖ ଉତ୍ତର ପ୍ରଦେଶର ଅଯୋଧ୍ୟା ସହରରେ ବାବରୀ ମସଜିଦ୍ ... -
ଓଡ଼ିଶାରେ ନବୀନଙ୍କ ବିକଳ୍ପ ଭାବେ ଅପରାଜିତାଙ୍କୁ ପ୍ରସ୍ତୁତ କରୁଛି କି ବିଜେପି ?
ପ୍ରସାଦ ରାଓ ଭୁବନେଶ୍ୱର/ସେପ୍ଟେମ୍ବର ୨୮ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୦୦ ମସିହାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଅଛନ୍ତି । ଲଗାତର ଚାରି ଥର ମୁଖ୍ୟମନ୍ତ୍ରୀ ରହିବା ପରେ ଏବେ ପଂଚମ ପାଳିର ଗୋଟିଏ ବର୍ଷ ... -
ସେଲିବ୍ରିଟିଙ୍କୁ ‘ଚେଜ୍’ କଲେ କାର୍ଯ୍ୟାନୁଷ୍ଠାନ ହେବ, ମିଡ଼ିଆକୁ ମୁମ୍ବାଇ ପୁଲିସର ଚେତାବନୀ
ପ୍ରସାଦ ରାଓ ମୁମ୍ବାଇ/ସେପ୍ଟେମ୍ବର ୨୭ ଦୀପିକା ପାଦୁକୋନ, ସାରା ଅଲ୍ଲୀ ଖାନ୍, ଶ୍ରଦ୍ଧା କପୁର, ରାକୁଲପ୍ରିତ ସିଂହଙ୍କ ଭଳି ସେଲିବ୍ରିଟି ଅଭିନେତ୍ରୀମାନେ ନିଷିଦ୍ଧ ମାଦକ ଦ୍ରବ୍ୟ ସେବନ ଏବଂ ଡ୍ରଗ୍ସ୍ ବେପାରୀଙ୍କ ସହ ... -
ବିହାର ନିର୍ବାଚନ ନୀତୀଶ, ତେଜସ୍ୱୀଙ୍କ ପାଇଁ ଅଗ୍ନି ପରୀକ୍ଷା ହେବ !
ପ୍ରସାଦ ରାଓ ସେପ୍ଟେମ୍ବର ୨୫ ମୋଅନୁଭବ.କମ୍ ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ତାରିଖ ଘୋଷଣା ହେବା ପରେ ଏଥର କିଏ ସରକାର ଗଢିବ ସେ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ... -
ବିହାରରେ ସରକାର କିଏ ଗଢିବ ନଭେମ୍ବର ୧୦ରେ ସ୍ପଷ୍ଟ ହୋଇଯିବ, ତିନି ପର୍ଯ୍ୟାୟରେ ଭୋଟ – ଅକ୍ଟୋବର ୨୮, ନଭେମ୍ବର ୩ ଓ ୭ରେ
ନୂଆଦିଲ୍ଲୀ ସେପ୍ଟେମ୍ବର ୨୫ ମୋଅନୁଭବ.କମ୍ ଦେଶବ୍ୟାପୀ କରୋନା ମହାମାରୀର ତାଣ୍ଡବ ଚାଲି ଥିବା ବେଳେ ଭାରତୀୟ ନିର୍ବାଚନ ଆୟୋଗ ଆଜି ବହୁ ପ୍ରତୀକ୍ଷିତ ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ... -
ମୁମ୍ବାଇ ହାଇକୋର୍ଟରେ ରିୟାଙ୍କ ଜାମିନ ଆବେଦନ ଉପରେ ଶୁଣାଣୀ କାଲି
ସୁଶାନ୍ତ ଗଂଜେଇ ଭକ୍ତ ଥିଲେ, ମୁଁ ବେଳ ବେଳେ ତାଙ୍କ ପାଇଁ ଯୋଗାଡ କରୁଥିଲି – ରିୟା ପ୍ରସାଦ ରାଓ ସେପ୍ଟେମ୍ବର,୨୩ ମୋଅନୁଭବ.କମ୍ ନିଷିଦ୍ଧ ମାଦକ ଦ୍ରବ୍ୟ କାରବାରରେ ସଂପୃକ୍ତ ଥିବା ଅଭିଯୋଗରେ ...
LETTER FROM THE EDITOR: A SPECIAL THANKS TO OUR READERS
LETTER FROM THE EDITOR: A SPECIAL THANKS TO OUR READERS